ଅସୁସ୍ଥ ଶାଶୁଙ୍କୁ ଘର ଭିତରକୁ ପୁରାଇଲାନି ବୋହୁ, ଘର ବାହାରେ ପଡି ପଡି ଚାଲିଗଲା ଜୀବନ, ପଢନ୍ତୁ ଅମାନବିକତାର ଏହି ଖବର

ଆପଣମାନେ ସୋସିଆଲ ମିଡିଆ, ଖବର କାଗଜ ତଥା ଟିଭିରେ ପାରିବାରିକ କଳ-ହକୁ ନେଇ ଅନେକ ଘ-ଟଣା ଶୁଣୁଥିବେ ଏବଂ ଦେଖୁଥିବେ। ପରିବାରରେ ସାଧାରଣତଃ ଶାଶୂ-ବୋହୁ ଝ-ଗଡା ଅଧିକ ଦେଖାଯାଏ। କିନ୍ତୁ ଏହି ଝ-ଗଡା ବେଳେ ବେଳେ ଏପରି ମୋଡ଼ ନିଏ ଯେ ଯାହା ଆପଣ କେବେ କଳ୍ପନା ମଧ୍ୟ କରିନଥିବେ। ବେଳେ ବେଳେ ଏହି ଝଗ-ଡ଼ାରେ ବ୍ୟକ୍ତିଟି ଆଉ ଜଣେ ବ୍ୟକ୍ତିକୁ ମା-ରିବାକୁ ମଧ୍ୟ ପଛାଏ ନାହିଁ।

ତେବେ ଏହିପରି ଏକ ପାରିବାରିକ କ-ଳହ କାରଣରୁ ଘଟିଛି ଏକ ଅମା-ନବୀୟ ଘ-ଟଣା। ଅସୁସ୍ଥ ଶାଶୁଙ୍କୁ ଘର ଭିତରକୁ ପଶିବାକୁ ଦେଲାନାହିଁ ବୋହୁ। ଘର ବାହାରେ ପଡ଼ି ପଡି ଚାଲିଗଲା ଶାଶୁଙ୍କ ଜୀବନ। କେବଳ ଏତିକି ନୁହେଁ ଶାଶୂର ମୃ-ତ ଶରୀର 18 ଘଣ୍ଟା ଧରି ସେହିପରି ଘର ବାହାରେ ପଡିରହିଥିଲା କିନ୍ତୁ ବୋହୂର ମନ ତରଳି ନଥିଲା।

ଏହି ଘଟ-ଣାଟି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ହରିହରପୁର ଗ୍ରାମରେ। ମୃତ-କଙ୍କ ନାମ ମୀନା ନାୟକ। ବୋହୁଟିର ନାମ ପୁଷ୍ପଲତା ନାୟକ। ତେବେ ସମ୍ପୁର୍ଣ୍ଣ ଘ-ଟଣା ଅନୁସାରେ ହରିହରପୁର ଗ୍ରାମର ନିରଞ୍ଜନ ନାୟକଙ୍କ ମାଆ ମୀନା ନାୟକ କିଛିଦିନ ତଳେ ଅସୁସ୍ଥତା କାରଣରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଚିକିତ୍ସା ପରେ ମୀନା ନିଜ ଘରକୁ ଫେରିଥିଲେ। କିନ୍ତୁ ପୂର୍ବରୁ ହୋଇଥିବା ପାରିବାରିକ କ-ଳହ କାରଣରୁ ତାଙ୍କ ବୋହୁ ପୁଷ୍ପଲତା ନାୟକ ଶାଶୁଙ୍କୁ ଘରକୁ ପ୍ରବେଶ କରିବାକୁ ଦେଲେ ନାହିଁ ଏବଂ ଘରକୁ ଭିତରୁ ତାଲା ପକାଇଦେଇଥିଲେ। ଯାହା ଫଳରେ ପୁଷ୍ପଲତାଙ୍କ ସ୍ବାମୀ ଏବଂ ଶାଶୁ ରାତିସାରା ଘର ବାହାରେ ବସି ରହିଲେ।

ତେବେ ଏହି ସମୟ ଭିତରେ ହଠାତ ଶାଶୁଙ୍କର ମୃ-ତ୍ୟୁ ହୋଇଥିଲା। ମୃ-ତ୍ୟୁ ହେବାପରେ ମଧ୍ୟ ବୋହୁଟି ନିଜ ଶାଶୁଙ୍କୁ ଦେଖିବାକୁ ଆସିଲାନାହିଁ। ମୃ-ତ ଶରୀର ମଧ୍ୟ ପ୍ରାୟ 18 ଘଣ୍ଟା ଧରି ଘର ଆଗରେ ପଡିରହିଥିଲା। ଏହାପରେ ଖବର ପାଇବା ମାତ୍ରେ ସକାଳୁ ଘଟ-ଣାସ୍ଥଳରେ ଚାନ୍ଦପୁର ଥା-ନା ପୋ-ଲିସ ପହଞ୍ଚିଥିଲା।

ଏହାପରେ ପୋ-ଲିସ ବୋହୁଟିକୁ ବୁଝାସୁଝା କରି ଗାଁ ଲୋକଙ୍କ ସାହାଯ୍ୟରେ ମୃ-ତଦେହର ଅନ୍ତିମ ସଂ-ସ୍କାର କରାଯାଇଥିଲା। ତେବେ ବୋହୁର ଏପରି କାର୍ଯ୍ୟରେ ଗାଁ ଲୋକ ବୋହୂକୁ ନି-ନ୍ଦା କରୁଥିବା ଦେଖିବାକୁ ମିଳିଛି। ପୋ-ଲିସ ଏହି ଘଟ-ଣାର ତ-ଦନ୍ତ ମଧ୍ୟ କରୁଛି ।

Leave a Reply

Your email address will not be published. Required fields are marked *