ଦୁର୍ଘ-ଟଣା ପରେ ପୋ-ଲିସ୍ ନେଇ ରଖିଥିଲା ସ୍କୁଟି,ହେଲେ ସ୍କୁଟି କୁ ଧରି ଅନ୍ୟ ଲୋକ ବୁଲୁଛି ବଜାର ରେ।ଏମିତି କିଛି ଅଭି-ଯୋଗ କରିଛନ୍ତି ସ୍କୁଟି ର ମାଲିକ।

ଭଗବାନ୍ ଙ୍କ ଦ୍ଵାରା ସୃଷ୍ଠ ଏହି ଜଞ୍ଜାଳମୟ ସୃଷ୍ଠି ରେ ସବୁ ଦିନ ସବୁ ସମୟ ରେ କିଛି ନା କିଛି ଘ-ଟଣା ଘ-ଟୁଛି।ଆଗ କାଳ ରେ ଏତେ ସୁବିଧା ନଥିଲା ସେଥି ପାଇଁ ଆମେ ବହୁତ କିଛି ଖବର ସ-ମ୍ପର୍କ ରେ ଅବଗତ ହୋଇପାରୁ ନଥିଲେ।କିନ୍ତୁ ବର୍ତ୍ତମାନ ସମୟ ରେ ଦୁନିଆ ଏତେ ଆଗେଇ ଗଲାଣି ଯେ ବର୍ତ୍ତମାନ ପ୍ରତିଟି ଖବର ଜାଣି ହେଉଛି।କାରଣ ଏବେ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ୍ ରହିଛି।ସଙ୍ଗେ ସଙ୍ଗେ ଲୋକ ମାନେ ଭିଡିଓ କରି ସୋସିଆଲ ମିଡିଆରେ ଉପଲୋଡ କରିଦେଉଛନ୍ତି।ଆଉ କେଉଁଠି କିଛି ହେଲେ ଲୋକ ମାନେ ଏତେ ଚାଲାକ୍ ହୋଇଯାଉଛନ୍ତି କି ସଙ୍ଗେ ସଙ୍ଗେ ସେମାନେ ନ୍ୟୁଜ୍ ବାଲା ଙ୍କୁ ଫୋନ୍ କରିଦେଉଛନ୍ତି।

ଫଳ ରେ ସେହି ନ୍ୟୁଜ୍ ସବୁ ଲୋକ ଦେଖିପାରୁଛନ୍ତି। ତେବେ ଆମେ ଏବେ ଯେଉଁ ଘ-ଟଣା ସ-ମ୍ପର୍କ ରେ ଖବର ଦେବାକୁ ଚାହୁଁଛୁ ସେହି ଘଟ-ଣା ଟି କଟକ ଜିଲ୍ଲା ଅନ୍ତର୍ଗତ ଜଗତପୁର ଥା-ନା ଅଞ୍ଚଳରେ ଦେଖିବାକୁ ମିଳିଛି।ତେବେ ଘଟ-ଣା ଟି ହେଉଛି ଗତ ନଭେମ୍ବର ୧୦ ତାରିଖ ଦିନ ଜଗତପୁର ଥା-ନା କଟକ – ଚାନ୍ଦବାଲି ରାସ୍ତା ର ପଦ୍ମପୁର ରେ ଏକ ଟ୍ରକ୍ ସହ ଗୋଟିଏ ସ୍କୁଟି ର ଧ-କ୍କା ହୋଇଥିଲା। ଏହାର ଖବର ପାଇ ପୋ-ଲିସ୍ ଘଟ-ଣା ସ୍ଥଳ ରେ ପହଞ୍ଚି ଦୁଇ ଟି ଯାକ ଗାଡ଼ି କୁ ଜ-ବତ କରି ନିଜ ପାଖରେ ରଖିଥିଲା।

ଏହି ଦୁର୍ଘ-ଟଣା ରେ ଗୁରୁ-ତର ଥିବା ଜଗତପୁର ଥା-ନା ର ମୁତାରିଫା ଗ୍ରାମ ର ସାଉରି ଗୋଛୟତ ଏବଂ ଦେବେନ୍ଦ୍ର ନାୟକ ଏବେ କଟକ ବଡ଼ ମେଡ଼ିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ରହିଛନ୍ତି।ହେଲେ ଏବେ କଥା ଉଠୁଛି କି ଦୁର୍ଘ-ଟଣା ଗ୍ରସ୍ତ ସ୍କୁଟି କୁ କେହି ଜଣେ ଦୁର୍ବୃତ୍ତ ପୋ-ଲିସ୍ ଥା-ନା ରୁ ଚୋ-ରି କରି ନେଇ ଆସିଛି।କାରଣ ସେହି ଗାଡ଼ି ଏବେ ପଦ୍ମପୁର ବଜାର ନିକଟରେ ଠାବ କରାଯାଇଛି। ସେହି ସ୍କୁଟି ର ମାଲିକଙ୍କ କହିବା ଅନୁଯାୟୀ ତାଙ୍କୁ ତାଙ୍କ ଭାଇ ର ଜଣେ ସାଙ୍ଗ ଫୋନ୍ କରି କହିଥିଲେ ଯେ ତାଙ୍କ ଗାଡ଼ି ବଜାର ରେ ଅଛି।ଏହି କଥା ଶୁଣିବା ପରେ ସେ ଆଉ ତାଙ୍କ ପରିବାର ଲୋକ ଆସି ଗାଡ଼ି କୁ ଚିହ୍ନଟ କରି କହିଥିଲେ ଯେ ତାଙ୍କ ଗାଡ଼ି ବୋଲି।

ତେବେ ସେ ଆସି ଯେତେ ବେଳେ ଗାଡ଼ି କୁ ଦେଖିଥିଲେ ସେତେବେଳେ ଗାଡ଼ି ଟି ଭଙ୍ଗାରୁଜା ଅବସ୍ଥା ରେ ଥିଲା ଏବଂ ଗାଡ଼ି ପାଖରେ ଏକ ଲୋକ ମ-ଦ ପିଇ ପଡ଼ିଥିଲା। ପୋ-ଲିସ କୁ ଖବର ଦେବା ପରେ ପୋ-ଲିସ୍ ଆସି ଘଟ-ଣା ସ୍ଥଳରେ ପହଞ୍ଚିଥିଲା। ପୋ-ଲିସ୍ ଆସିବା ପରେ ପୋଲି-ସ ଙ୍କୁ ପଚ-ରା ହୋଇଥିଲା ଯେ ସ୍କୁଟି ତ ପୋ-ଲିସ୍ କଷ୍ଟୋଡି ରେ ଥିଲା ତେବେ ଏଠି ବଜାର କୁ କିପରି ଆସିଲା। ପୋ-ଲିସ୍ କହିଥିଲେ ଯେ ସେ ଗାଡ଼ି କୁ ଡ୍ରାଇଭର ଧରି କୋର୍ଟ କୁ ଯାଇଥିଲା ସେଠୁ ବେ-ଲ୍ ପାଇ ଆସିଥିଲା। ତେବେ ସ୍କୁଟି ଏଠିକି କେମିତି ଆସିଲା ତାହା ତ-ଦନ୍ତ କରାଯିବ।ତେବେ ପରେ ତ-ଦନ୍ତ ପରେ ଘ-ଟଣା ର ସ-ତ୍ୟା ସତ ଜଣ ପଡ଼ିବ।

Leave a Reply

Your email address will not be published. Required fields are marked *