ଫିଲ୍ମରେ ଗୋଟିଏ ସିନ୍ କରିକି ଲଭ ହେଇ ଯାଉଛି ସେନେଇ ନିଜର ମନ୍ତବ୍ୟ ଦେଇଛନ୍ତି ଜ୍ଞାନ ଜାଣନ୍ତୁ ।

ଅଜ୍ଞା ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଆଜିକାଲି ଅନେକ ଭିଡିଓ ପ୍ରେମ ସମ୍ପରକୁ ନେଇକି ଦେଖିବାକୁ ମିଳୁଛି । ଆଉ ଯାହାକୁ ନେଇକି କହିଛନ୍ତି ଜ୍ଞାନ ବାରିକ । ଆଉ ତାଙ୍କର କହିବା କଥା କି ଫିଲ୍ମରେ ଯଦି ଗୋଟିଏ ସିନ୍ କରିକି ଲଭ ହେଇ ଯାଉଛି ତାହେଲେ ଯେଉଁ ଆଜିକାଲି ବଏଜ୍ ଓ ଗାର୍ଲ୍ସ ହଷ୍ଟେଲ ପାଖରେ ପାଖରେ ରହୁଛି ତଦ୍ୱାରା ତୋ ୧/୨ ବର୍ଷ ପରେ ତୋ ଛୁଆ ହୋଇଯିବା କଥା । ତେବେ ବନ୍ଧୁଗଣ ଜ୍ଞାନ ବାରିକ୍ କହିଥିବା ଏହି ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘ-ଟଣା ଉପରେ ଟିକିଏ ନଜର ପକାଇବା ଯେ ସେ ଏପରି କଣ ପାଇଁ କହିଲେ । ପ୍ରେମର ଅନ୍ୟ ନାମ ପବିତ୍ରତା । କିନ୍ତୁ ଆଜିର ସମାଜ ଏହାକୁ ଅନ୍ୟ ଏକ ଦୃଷ୍ଟିରେ ସଜାଇବା ଆରମ୍ଭ କରି ଦେଇଛି ।

ଆଜିକାର ନାରୀ ପୁରୁଷମାନେ ନିଜ ଇଚ୍ଛା ଅନୁଯାୟୀ ସବୁ କାମ କରୁଛନ୍ତି ଆଉ ଇଚ୍ଛା ହେଲେ ବାପା ମାଆଙ୍କୁ ଆଡେଇ ଦେବା ସହିତ ଆଉ କାହାକୁ ଭଲପାଇ ଯାଇ ଶାରୀ-ରିକ ସ-ମ୍ପର୍କ ରଖିବାକୁ ପଛାଉ ନାହାନ୍ତି । ତେବେ ଏପରି ଘ-ଟଣା ଅତ୍ୟନ୍ତ ଲ-ଜ୍ଜାକର ଅଟେ । ତେବେ ଏହି ସବୁ ଜିନିଷ ବାବ-ଦରେ ବିଶିଷ୍ଟ ଅଭିନେତା ତଥା କମେଡିଆନ ଜ୍ଞାନ ବାରିକ କିଛି ମନ୍ତବ୍ୟ ଦେଇଛନ୍ତି ।

ତେବେ ତାଙ୍କ କହିବା ଅନୁଯାୟୀ, ଯଦି ତାଙ୍କୁ କେହି ନିଜର ବୋଲି ଭାବୁଥିବେ ତେବେ ଆଜିଠାରୁ ଭୀଷ୍ମ ପ୍ରତିଜ୍ଞା କରିବା ଭଳିଆ ତାଙ୍କ କଥାକୁ ମାନିବାକୁ କହିଛନ୍ତି ଯେ କୌଣସି ଝିଅ ଯେଉଁମାନେ ଗାଁରୁ ଆସି ବାହାରେ ରହି କାମ କରୁଛନ୍ତି ସେମାନେ କେବେହେଲେ ପ୍ରେମ ପାଇଁ ନିଜର ଅନ୍ୟ ପୁଅ ଆଗରେ ହା-ରାଶ୍ କରିବାକୁ ଦିଅନାହିଁ କି ଦିନେ ଦୁଇ ଦିନ ଦେଖା ଚାହାଁ ଭିତରେ ତାକୁ ପ୍ରେମ ବୋଲି ଭାବିନେଇ ବାହାଘର ପୂର୍ବରୁ ତା ସହିତ ରୁହନାହିଁ । ଅନ୍ୟ ପକ୍ଷରେ କହିବାକୁ ଗଲେ ଟିକଏ ଲାଜ ଲ-ଜ୍ଜା ମଧ୍ୟ ନାରୀ ମାନଙ୍କୁ ରଖିବା ଆବଶ୍ୟକ ।

ବାହା ହେବା ପରେ ସାଙ୍ଗରେ ରୁହ ପିଲାଛୁଆ କର କିଛି କଥାନାହିଁ । ଆଜିକାର ସଂସ୍କୃତି ହିସାବରେ ନାରୀଙ୍କୁ ରହିବା ଦରକାର କାରଣ ନାରୀ ପାଇଁ ହିଁ ସୃଷ୍ଟି ନାରୀ ପାଇଁ ହିଁ ଧ୍ଵଂସ । ତେଣୁ ବାପା ମା କଥା ଭାବି ସେମାନେ କେତେ କଷ୍ଟରେ ତୁମକୁ ବଢ଼େଇଛନ୍ତି ତାପରେ ତାକୁ ଆଖିରେ ରଖିକି କାର୍ଯ୍ୟ କର । ପୁରୁଷ ଆଗରେ ଦାସୀ ହେବା କଥାନୁହେଁ । ଶାଳୀ-ନତା ଓ ସଂସ୍କାର ଭିତରେ ରୁହ ଆଉ କ୍ୟାରିଅର ଉପରେ ଆଗ ଧ୍ୟାନ ଦିଅ ବୋଲି କହିଛନ୍ତି ଜ୍ଞାନ ବାରିକ୍ ।

Leave a Reply

Your email address will not be published. Required fields are marked *