ପ୍ରେମିକାର ଦୁଇ ଗୋଡ଼ ଅକାମି ଥିବା ଜାଣି ମଧ୍ୟ ବିବାହ କଲା ପ୍ରେମିକ, ପ୍ରେମର ଏପରି ଦୃ-ଶ୍ୟ ଦେଖିବାକୁ ଅତ୍ୟନ୍ତ ବିରଳ।

ଆପଣମାନେ ପ୍ରେମକୁ ନେଇ ପ୍ରାୟ ସମୟ ଅନେକ ଘଟଣା ଦେଖୁଥିବେ ଏବଂ ଶୁଣୁଥିବେ। କିଛି କିଛି ପ୍ରେମ ଘଟ-ଣାରେ ପ୍ରେମକୁ ବଦ-ନାମ କରାଯାଉଥାଏ ତ କିଛି କିଛି ପ୍ରେମ ଘଟ-ଣାରେ ପ୍ରେମର ପ୍ରକୃତ ପରିଭାଷା ଦେଖାଦେଉଥାଏ। ତେବେ ଏହିପରି ଏକ ପ୍ରେମ ଘଟ-ଣାର ଦୃ-ଶ୍ୟ ଆମେ ଆପଣଙ୍କ ପାଇଁ ଆଣିଛୁ ଯାହାକୁ ଜାଣିବାପରେ ଆପଣ ମଧ୍ୟ ପ୍ରଶଂସା କରିବାକୁ ଲାଗିବେ।

ଏକ ସମୟରେ ଏହି ପ୍ରେମୀ ଯୁଗଳ ପରସ୍ପରକୁ ବହୁତ ଭଲ ପାଉଥିଲେ ସେଥପାଇଁ ଆଜି ଶୋଚନୀୟ ପରିସ୍ଥିତିରେ ମଧ୍ୟ ଉଭୟ ପରସ୍ପରଙ୍କ ହାତ ଛାଡ଼ି ନାହାନ୍ତି। ଏହି ଦୃଶ୍ୟରେ ଦେଖା ଯାଉଥିବା ପ୍ରେମୀ ଯୁଗଳଙ୍କ ନାମ ହେଉଛି ଶୁଭ୍ରାଂଶୁ ଏବଂ ଦେବସ୍ମିତା। ଆଠ ବର୍ଷର ଭଲ ପାଇବା ଆଜି ପ-କ୍ଷାଘା-ତ ପରେ ମଧ୍ୟ ହୋଇଯାଇଛି ସାକାର।

ତେବେ ଏହି ଘଟ-ଣାଟି ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଫତେପୁର ଅଞ୍ଚଳରେ। ସୂଚନା ଅନୁସାରେ ଫତେପୁର ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀ ବିଷ୍ଣୁଚରଣ ମହାପାତ୍ରଙ୍କ ପୁଅ ଶୁଭ୍ରାଂଶୁ ମହାପାତ୍ର ଏବେ ନିଜର ପ୍ରେମ କାହାଣୀକୁ ନେଇ ସୋସିଆଲ ମିଡିଆର ଭାଇରାଲ ହେଉଛନ୍ତି। ତେବେ 2015 ମସିହାରୁ ଦେବସ୍ମିତା ପଣ୍ଡା ନାମକ ଜଣେ ଯୁବତୀଙ୍କୁ ଶୁଭ୍ରାଂଶୁ ଭଲ ପାଉଥିଲେ।

ଯୁବତୀ ଜଣକ ସେରଗଡ଼ ଗଡପଦା ଅଞ୍ଚଳର ବାସିନ୍ଦା। ଅନେକ ସମସ୍ୟାର ସମ୍ମୁଖୀନ ହୋଇ ପ୍ରେମ ସମ୍ପ-ର୍କ ଆଗକୁ ଗଡୁଥିବା ବେଳେ ହଠାତ ଜୀବନରେ ଆସିଥିଲା ସାଂଘା-ତିକ ସମସ୍ୟା। ହଠାତ ଦେବସ୍ମିତା ନିଜ ଗୋଡରେ ଆଉ ଠିଆ ହୋଇ ପାରୁ ନଥିଲେ।

ଭଲ ଭାବରେ ଠିଆ ନ ହୋଇ ପାରୁଥିବାରୁ ଦେବସ୍ମିତା ଠିକ ଭାବରେ କୌଣସି କାର୍ଯ୍ୟ କରିପାରୁନଥିଲେ। ଏହାପରେ ଦେବସ୍ମିତାଙ୍କୁ ନିଜର ସବୁ ଆଶା ଭା-ଙ୍ଗି ଯାଉଥିବାର ଦେଖାଗଲା। କିନ୍ତୁ ଶୁଭ୍ରାଂଶୁ ସ୍ଥିର କରିଥିଲେ ଯେ ସେ କେବେ ମଧ୍ୟ ନିଜ ପ୍ରେମିକାକୁ ଏକା ଛାଡିବେ ନାହିଁ। ଏହାପରେ ଉଭୟ ନଭେମ୍ବର 4 ତାରିଖରେ ଏକ ମନ୍ଦିରରେ ବିବାହ କରିଥିଲେ। ଉଭୟ ଏବେ ଏକାଠି ବହୁତ ରହି ବହୁତ ଖୁସି ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *