ରଙ୍ଗମହଲ ସାଜିଛି ଅଚଳ ବସ୍, ବଦ-ନାମ ସହୁଛି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଖଣ୍ଡଗିରି

ଏବେ ଆରମ୍ଭ ହୋଇସାରିଛି ପର୍ଯ୍ୟଟନର ସମୟ। ଏହି ସମୟରେ ହିଁ ଅନେକ ଲୋକ ବିଭିନ୍ନ ପ୍ରସିଦ୍ଧ ସ୍ଥାନକୁ ବୁଲିବାକୁ ଯାଆନ୍ତି। ତେବେ ବିଶ୍ୱ ପ୍ରସିଦ୍ଧ ଖଣ୍ଡଗିରି ଏବଂ ଉଦୟଗିରିକୁ ମଧ୍ୟ ବହୁ ମାତ୍ରାରେ ଏବେ ପର୍ଯ୍ୟଟକ ଆସୁଛନ୍ତି। ଏପରି ପରିସ୍ଥିତିରେ ଏବେ ଖଣ୍ଡଗିରିରେ ଦେଖିବାକୁ ମିଳିଛି ଏକ ବଦ-ନାମ ଘ-ଟଣା।

ଗତ କିଛି ବର୍ଷ ଭିତରେ ଏଠାର ଅଚଳ ବସ୍‌ ପାଲଟିଛି ବଦ-ନାମର କାରଣ।ଖଣ୍ଡଗିରି ଏବଂ ଉଦୟଗିରି କିଛି ବସ୍‌ ଅଚଳ ଅବସ୍ଥାରେ ପଡ଼ି ରହିଥିବା ବେଳେ ଏହି ବସ୍‌ ଗୁଡିକ ରଙ୍ଗମହଲ ପାଲଟି ଯାଇଛି। ଏହି ଘଟ-ଣାକୁ ଗୁରୁ-ତ୍ବର ନେଇ ଏବେ ପୋ-ଲିସ ଛା-ନବି-ନ କରୁଛି।

ଆଜି ସ୍ଥାନୀୟ ପୋ-ଲିସ ଖଣ୍ଡଗିରିର ଘଟ-ଣାସ୍ଥଳକୁ ବୁଲି ଦେଖିଛନ୍ତି। ତେଣୁ ଖୁବ୍‌ ଶୀଘ୍ର ଏହି ବସ୍‌କୁ ଏଠାରୁ ହଟାଇବାକୁ ପୋ-ଲିସ ପଦକ୍ଷେପ ନେବ ବୋଲି ଶୁଣିବାକୁ ମିଳୁଛି। ସୂଚନା ଅନୁସାରେ ଗତ କିଛି ବର୍ଷ ଭିତରେ ଖଣ୍ଡଗିରିରେ ଏହି 3ଟି ଘରୋଇ ବସ୍‌ ଅଚଳ ଅବସ୍ଥାରେ ପଡ଼ିରହିଛି।

ଏହାର ଲାଭ ଉଠାଇ ସନ୍ଧ୍ୟା ହେବା ମାତ୍ରେ ସେହି ବସ୍‌ରେ କି-ନ୍ନର ଏବଂ ପ୍ରେମୀ ଯୁଗଳମାନେ ଚାଲି ଆସୁଛନ୍ତି। ଏହାପରେ ଆରମ୍ଭ ହୋଇଯାଉଛି ଶାରୀ-ରିକ ସ-ମ୍ପର୍କ। ତେବେ ବର୍ଷ ବର୍ଷ ଧରି ଏହି କୁକା-ର୍ଯ୍ୟ ଚାଲିଛି ବୋଲି ଶୁଣିବାକୁ ମିଳୁଛି। କିନ୍ନର ଏବଂ ପ୍ରେମୀଯୁଗଳମାନେ ହୋଟେଲ୍‌ ରୁମ୍‌ ଭଳି ଏହି ବସକୁ ବ୍ୟବହାର କରୁଛନ୍ତି।

ବସ୍‌ ର ଅବସ୍ଥାକୁ ନିଜର ଆଖିରେ ଥରେ ନ ଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ। ବସ୍‌ ଭିତରେ ଏବଂ ବସ୍ ର ଆଖପାଖରେ ପଡ଼ିଥିବା କ-ଣ୍ଡୋ-ମ୍‌ , ମ-ଦ ବୋତଲ ଏବଂ ଅନ୍ୟ ଅନୈତିକ ଜିନିଷ ଗୁଡିକ ହିଁ ପ୍ରମାଣ ଦିଏ ଯେ କିପରି କାର୍ଯ୍ୟ ଏଠାରେ ଚାଲେ। ଏମିତି ହେବା କାରଣରୁ ପର୍ଯ୍ୟଟକମାନେ ଏହି ସ୍ଥାନକୁ ଆସିବାକୁ ବନ୍ଦ କରିଦେଉଛନ୍ତି ଏବଂ କଦର୍ଯ୍ୟ ସ୍ଥାନ କହି ବଦ-ନାମ କରୁଛନ୍ତି।

ତେବେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳରେ ଖୋଲାଖୋଲି ଏପରି ଚାଲିଥିବା ଘ-ଟଣା ରାଜ୍ୟର ନାମ ମଧ୍ୟ ବଦ-ନାମ କରାଉଛି। ସେଥିପାଇଁ ଏଥିପ୍ରତି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ବୋଲି ପୋ-ଲିସ କହିଅଛି।

Leave a Reply

Your email address will not be published. Required fields are marked *