ରାସ୍ତା ପାଖରେ 2 ଯୁବକ ଠିଆ ହୋଇଥିବା ସମୟରେ ହଠାତ ଏକ କାର ଆସି ପଛରୁ ଦେଲା ପି-ଟି, ଆଉ ତାପରେ…

ଆଜିକାଲି ରାସ୍ତାରେ ଦୁର୍ଘ-ଟଣା ବହୁତ ବଢିବାକୁ ଲାଗିଲାଣି। ରାସ୍ତାରେ ଏକା ଏକା ଚାଲିବାକୁ ମଧ୍ୟ ଲୋକଙ୍କୁ ଭ-ୟ ଲାଗୁଛି। କେତେକ ଲୋକମାନେ ନିୟମ ନମାନିବା ସହ କେତେକ ଲୋକ ମ-ଦ ପିଇ ଗାଡି ଚଳାଇବା କାରଣରୁ ସଡ଼କ ଦୁର୍ଘ-ଟଣାର ମାତ୍ରା ବହୁତ ବଢିଯାଏ। ତେବେ ଏହିପରି ଏକ ସଡ଼କ ଦୁର୍ଘ-ଟଣା ଘ-ଟିଛି ଗଜପତି ଜିଲ୍ଲା ମୋହନା ଥା-ନା ଅନ୍ତର୍ଗତ ଚନ୍ଦ୍ରଗିରି ଠାରେ।

ରାସ୍ତା କଡରେ ଦୁଇ ଲୋକ ଚାହା ପିଉଥିବା ବେଳେ ଦ୍ରୁତଗତିରେ ଏକ କାର ଆସି ଦୁଇ ଜଣଙ୍କ ଉପରେ ମା-ଡିଯାଇଥିଲା। ସମ୍ପୁର୍ଣ୍ଣ ଘଟଣାଟି ସିସିଟିଭିରେ ରେ-କର୍ଡ ହୋଇଛି। ଏଥିରେ ସେହି ଦୁଇ ବ୍ୟକ୍ତି ସାଂଘାତିକ ଗୁରୁ-ତର ହୋଇଛନ୍ତି। ସ୍ଥାନୀୟ ଲୋକେ ଉଭୟ ବ୍ୟକ୍ତିଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସେହି ଦୁଇ ଜଣ ବ୍ୟକ୍ତିଙ୍କ ନାମ ହେଉଛି କାଳୁଚରଣ ବେହେରା ଏବଂ ଜିତେନ୍ଦ୍ର ମହାଙ୍କୁଡ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ତେବେ ସ୍ଥାନୀୟ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ଦୂର୍ଘ-ଟଣା ଘଟାଇଥିବା ଗାଡ଼ିକୁ ଜ-ବତ କରି ମା-ମଲା ରୁ-ଜୁ କରିଛି।

ଡ୍ରାଇଭରକୁ ପଚ-ରାଉ-ଚରା କରି ପରେ ଛାଡ଼ି ଦେଇଛନ୍ତି। ଏହି ଦୁର୍ଘ-ଟଣାର ସିସିଟିଭି ରେ-କର୍ଡ଼ିଂ ଏବେ ଚାରିଆଡେ ଘୁରିବୁଲୁଛି। ଦୁଇ ବ୍ୟକ୍ତି ପରସ୍ପର କାନ୍ଧ ଉପରେ ହାତ ପକାଇ ରାସ୍ତାର ବାମପଟେ ଚାହା ପିଇ ପିଇ କଥା ହେଉଥିଲେ। ଠିକ୍ ଏତିକି ବେଳେ ପଛପଟୁ ଗୋଟିଏ ନାଲି ରଙ୍ଗର କାର୍ ଆସି ଜୋରରେ ଧ-କ୍କା ଦେଇ ଚାଲି ଯାଇଥିଲା। ଭିଡ଼ିଓରେ ଏହି ଦୃ-ଶ୍ୟଟି ବହୁତ ଭ-ୟାନକ ଅଟେ।

Leave a Reply

Your email address will not be published. Required fields are marked *