ସ୍ୱାମୀର ମୁଣ୍ଡ ଗଣ୍ଡି ଅଲଗା କରି ୯୦ କିମି ଦୂର ଭଦ୍ରକ ଠାରେ ପକାଇଲା ସୁମିତ୍ରା।

ଆଜି କାଲି ଦୁନିଆ ରେ ବହୁତ ପ୍ରକାର ଘଟ-ଣା ଘ-ଟୁଛି।କିଛି ଭଲ ଘଟଣା ଥାଏ ତ କିଛି ଖରାପ ଘ-ଟଣା ଥାଏ।ସ୍ବାମୀ ସ୍ତ୍ରୀ ଏକ ଦୁଇ ସୁନ୍ଦର ଶବ୍ଦ,ହେଲେ ଆଜି କାଲି ର ମଣିଷ ଏହି ଶବ୍ଦ କୁ ଖରାପ କରିସାରିଲାଣି। ଏବେ କେଉଁଠି ସ୍ବାମୀ ସ୍ତ୍ରୀ ର ଜୀବନ ନେଲାଣି ତ କେଉଁଠି ସ୍ତ୍ରୀ ସ୍ବାମୀ ର ଜୀବନ ନେଲାଣି।ଆଉ ଏବେ ଏହି ସବୁ ଅପ-ରାଧ ବଢ଼ିବା ରେ ଲାଗିଛି।

ସତ ରେ ଏପରି ଅପ-ରାଧ କରୁଥିବା ଅପ-ରାଧୀ ମାନେ ସମାଜକୁ କଳୁ-ଷିତ କରିସାରିଲେଣି।ରୁ ଅପ-ରାଧୀ ମାନଙ୍କ ଯୋଗୁଁ ମଣିଷର ମଣିଷ ଉପରେ ଆଉ ବିଶ୍ୱାସ ରହୁନାହିଁ।ଏମିତି କିଛି ଜ-ଘନ୍ୟ ଅପ-ରାଧ କରି ସମାଜ ଏବଂ ମଣିଷ ଜାତିକୁ କଳୁ-ଷିତ କରିଛନ୍ତି।ଗୋଟେ ସ୍ତ୍ରୀ ଆଉ ତାର ପ୍ରଥମ ସ୍ବାମୀ,ଯେଉଁ ମାନେ କି ସେହି ସ୍ତ୍ରୀ ର ଦ୍ଵିତୀୟ ସ୍ବାମୀକୁ ମାରି ତା’ର ମୁଣ୍ଡକୁ ଦେହ ରୁ ଅଲଗା କରି ୯୦ କିମି ଦୂର ଭଦ୍ରକ ଠାରେ ପକାଇଛନ୍ତି।ତେବେ ଗତ ଶନିବାର ଦିନ ଭଦ୍ରକ ଠାରେ ଏକ କଟା ମୁଣ୍ଡ ଦେଖିବାକୁ ମିଳିଥିଲା।ତେବେ ସାମ୍ନାକୁ ଆସିଚି ସୁମିତ୍ରା ନାୟକଙ୍କ ଅସଲ ଚେହେରା।

ନିଜ ପ୍ରଥମ ସ୍ଵାମୀ ସହ ମିଶି ପ୍ରେମିକଙ୍କୁ ମା-ରି ବେକ କା-ଟି ଦେଇଥିଲେ। ଏହାପରେ ମୃ-ତ ଦେହକୁ ବାଲେଶ୍ଵର ଜିଲ୍ଲାରେ ଓ ମୁଣ୍ଡକୁ ଭଦ୍ରକ ଠାରେ ପକାଇ ଦେଇଥିଲେ। ଶ୍ରୀଧର ଙ୍କ ସମ୍ପର୍କୀୟ ଅଭି-ଯୋଗ କରିଛନ୍ତି ଯେ ସୁମିତ୍ରା ଏବଂ ଫକୀର ମିଶି ଶ୍ରୀଧର କୁ ମା-ରିଛନ୍ତି ବୋଲି।

ସେମାନଙ୍କର କହିବା ଅନୁଯାୟୀ ଶ୍ରୀଧରଙ୍କ ଭାଇ ଆସିଥିଲେ ବାଲେଶ୍ଵରକୁ ସେଥିପାଇଁ ସେ ଶ୍ରୀଧରଙ୍କ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ଯୋଗାଯୋଗ ନହେବାରୁ ସେମାନେ ଖନ୍ତାପଡ଼ା ଥା-ନାରେ ନିଖୋ-ଜର ଅଭି-ଯୋଗ କରିଥିଲେ।ତେବେ ଶ୍ରୀଧର ଙ୍କ ସମ୍ପର୍କୀୟ ମୃ-ତଦେହ କୁ ଚିହ୍ନି କହିଛନ୍ତି ଯେ ତାହା ଶ୍ରୀଧରଙ୍କ ମୃ-ତଦେହ।ତେବେ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଶ୍ରୀଧର ଏବଂ ସୁମିତ୍ରାଙ୍କ ମଧ୍ୟରେ କିଛି କଥାକୁ ନେଇ ବଚସା ହୋଇଥିଲା। ସେଥିପାଇଁ ସୁମିତ୍ରା ତା’ର ପ୍ରଥମ ସ୍ବାମୀ ଫକୀର ସହ ମିଶି ଏହି କା-ଣ୍ଡ ଭିଆଇଛି।ଶ୍ରୀଧର ଙ୍କ ସମ୍ପ-ର୍କୀୟ ଅଭି-ଯୋଗ କରିଛନ୍ତି ଯେ ଏହା ଯୋଜନାବଦ୍ଧ ଭାବେ ହ-ତ୍ୟା କରାଯାଇଛି।

Leave a Reply

Your email address will not be published. Required fields are marked *