ବାପା ଆଉ ଦାଦା ସାଜିଲେ ପି-ଶାଚ, ନିଜ ଝିଅ ସହ କରୁଥିଲେ ବାର୍ ବାର୍ ଦୁ-ଷ୍କର୍ମ

ଆଜିକାଲିର ସମୟରେ ଦୁଷ୍କ-ର୍ମର ମାମ-ଲା ବହୁତ ବଢ଼ିଗଲାଣି। ନିର୍ଯା-ତନା, ଦୁ-ଷ୍କର୍ମ ତଥା ବଳ-ତ୍କାରକୁ ନେଇ ଆପଣ ଅନେକ ଘ-ଟଣା ସୋସିଆଲ ମିଡିଆ ଏବଂ ଟିଭିରୁ ଶୁଣୁଥିବେ। ଦେଶର ସରକାର ଏଥିପ୍ରତି ଯେତେ ପଦକ୍ଷେପ ନେଲେ ମଧ୍ୟ କୌଣସି ଲାଭ ମିଳୁନାହିଁ। ଏହା ସମୟ ବିତିବା ସହ ଧୀରେ ଧୀରେ ବଢିବାକୁ ଲାଗୁଛି।

ଝିଅ ମାନେ ଆଉ ନିଜ ଘରେ ମଧ୍ୟ ସୁର-କ୍ଷିତ ନାହାନ୍ତି। କେତେକ ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ନିଜ ମାଆ, ଭଉଣୀ, ଝିଅ ଉପରେ ମଧ୍ୟ ଆଖି ପକାଉଛନ୍ତି। ଏପରି ମଣିଷ ରୂପୀ ରାକ୍ଷା-ସଙ୍କୁ ଆପଣ ପ୍ରାୟ ସ୍ଥାନରେ ଦେଖିବାକୁ ପାଇବେ। ତେବେ ଏହିପରି ଏକ ଘଟ-ଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁନେ ରେ।

ବାପା, ଦାଦା ବାରମ୍ବାର ନିଜ ଝିଅକୁ କରୁଥିଲେ ଦୁ-ଷ୍କର୍ମ। ଝିଅ ଯେତେ ମନା କଲେ ମଧ୍ୟ ଶୁଣୁନଥିଲେ ଏହି ପି-ଶାଚ। ସବୁ ରାତିରେ ଝିଅକୁ କରୁଥିଲେ ଶଯ୍ୟା ସଙ୍ଗିନୀ।ତେବେ ଘଟ-ଣା ଅନୁସାରେ ପୁନେର ଜଣେ 17 ବର୍ଷୀୟ ନାବା-ଳିକା ନିଜ ବାପା ଏବଂ ଦାଦା ଉପରେ ଅଭି-ଯୋଗ ଆଣିଛନ୍ତି। କା-ନ୍ଦି କା-ନ୍ଦି କରିଛନ୍ତି ନିଜର ଦୁଃ-ଖ ପ୍ରକାଶ। ଝିଅଟି ଯେଉଁ କଲେଜରେ ପାଠ ପଢୁଥିଲେ ସେଠାରେ ଏକ ଯୌ-ନ ନିର୍ଯା-ତନା ବିରୋ-ଧୀ କମିଟି କଲେଜକୁ ଆସିଥିଲେ।

କମିଟି ଆଗରେ ହିଁ ଝିଅଟି ନିଜର ସବୁ ଦୁଃ-ଖ କହିଥିଲା। ଏବେ ଏହି ଖବର ପୁନେର ଚାରିଆଡେ ଚର୍ଚ୍ଚାରେ ବିଷୟ ପାଲଟିଛି। ଏହାପରେ ସ୍ଥାନୀୟ ପୋ-ଲିସ ଉଭୟ ବାପା ଏବଂ ଦାଦାଙ୍କୁ ଗି-ରଫ କରି ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରି କୋ-ର୍ଟଚା-ଲାଣ କରିଛି। ଝିଅଟିର କହିବା ଅନୁସାରେ ସେ ଯେତେବେଳେ ଉତ୍ତରପ୍ରଦେଶରେ 2016 ରୁ 2018 ମସିହା ପର୍ଯ୍ୟନ୍ତ ରହିଥିଲେ ସେହି ସମୟ ଭିତରେ ଝିଅଟିର ଦାଦା ଝିଅକୁ ବାର୍ ବାର୍ ଦୁ-ଷ୍କର୍ମ କରିଥିଲେ।

ଏହାପରେ ଝିଅଟି ଦାଦା ବିଷୟରେ ନିଜ ବାପାଙ୍କୁ ସବୁ କଥା କହିଥିଲେ। କିନ୍ତୁ ପି-ଶାଚ ବାପା କୌଣସି ପଦକ୍ଷେପ ଗ୍ରହଣ ନକରି ଓଲଟା ନିଜ ଝିଅକୁ ହିଁ ମାଆ ନଥିବା ବେଳେ ଦୁ-ଷ୍କର୍ମ କରିବାକୁ ଲାଗିଲେ। ଏବେ ପୋ-ଲିସ ଉଭୟ ମଣିଷ ରୂପୀ ରାକ୍ଷା-ସଙ୍କୁ ଧରି ତ-ଦନ୍ତ କରିବା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *