ଲିଙ୍ଗରାଜ ମନ୍ଦିର ବୁଲିବାକୁ ଆସିଥିଲେ ଦମ୍ପତି । ସ୍ଵାମୀ ଗାଧୋଉଥିବା ବେଳେ ପୁଅକୁ ଧରି ସ୍ତ୍ରୀ ନିଖୋଜ । କା-ନ୍ଦି କା-ନ୍ଦି ସ୍ତ୍ରୀକୁ ଖୋଜୁଛି ସ୍ଵାମୀ ।

ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଆମେ ଅନେକ ଘଟ-ଣା ବିଷୟରେ ସୂଚନା ପାଉଛେ । ଆଉ ଏମିତି କିଛି ଘଟଣା ଏବେ ସମାଜରେ ଘ-ଟୁଛି ଯାହା ନିନ୍ଦ-ନୀୟ ଅଟେ । ଲୋକମାନେ ଏମିତି ନିନ୍ଦ-ନୀୟ କାମ କରୁଛନ୍ତି ଯାହା ଏହି ସମାଜ ଉପରେ ଖରାପ ପ୍ର-ଭାବ ପକାଉଛି । ଦୁନିଆରେ ଏଭଳି ଘଟଣା ବହୁତ ପରିମାଣରେ ଘଟି ସମାଜକୁ କଳୁ-ଷିତ କରୁଛନ୍ତି । ଛୋଟ ଛୋଟ କଥା ପାଇଁ ସ୍ଵାମୀ ସ୍ତ୍ରୀ ପରସ୍ପରକୁ ଛାଡି ପଳାଉଛନ୍ତି । ତେବେ ଆଜି ଯେଉଁ ଘ-ଟଣା ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତାହା ହେଉଛି ସ୍ଵାମୀ ସ୍ତ୍ରୀ ଆଉ ସାଙ୍ଗରେ ୫ ବର୍ଷର ପୁଅ ସଙ୍ଗେ ଆସିଥିଲେ ଲିଙ୍ଗରାଜ ମନ୍ଦିର ବୁଲିବାକୁ ।

ଆଉ ସେଇଠୁ ସ୍ଵାମୀ ଯେତେବେଳେ ଗାଧୋଉଥିଲେ ତାପରେ ବୁଲି ପଛକୁ ଦେଖିଲା ବେଳକୁ ସ୍ତ୍ରୀ କୁଆଡେ ଗା-ଏବ ହୋଇ ଯାଇଛି ।ଆଉ ଏହା ଭିତରେ ମାସେ ବିତି ଗଲାଣି । ହେଲେ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରି ନାହିଁ । କେଉଁଠି ଅଛି ଆଉ କଣ କରୁଛି, ଠିକ୍ ଅଛି କି ନାହିଁ ତାକୁ ନେଇକି ବହୁତ ଚିନ୍ତିତ ହୋଇ ପଡ଼ୁଛନ୍ତି ମହିଳାଙ୍କ ସ୍ଵାମୀ ପ୍ରଭାତ ନାୟକ ।

ମିଳିଥିବା ସୂଚନା ଅନୁସାରେ ଘର ହେଉଛି ଗଞ୍ଜାମର ମଙ୍ଗଳପୁର ଥା-ନା ଅନ୍ତର୍ଗତ ଜିଲିବା ଗାଁରେ । ଆଉ ସେଇଠି ପୁଅକୁ ନେଇ ସ୍ଵାମୀ ସ୍ତ୍ରୀ ରହୁଥିଲେ । ଏବଂ ପରେ ହାଇଦ୍ରାବାଦ ଯାଇଥିଲେ । ଆଉ ସେଠାରୁ ଫେରିବା ପରେ ଅକ୍ଟୋବର ୧୭ ତାରିଖ ଦିନ ଲିଙ୍ଗରାଜ ମନ୍ଦିର ପାଖରୁ ସ୍ତ୍ରୀ ଗାୟବ ହୋଇ ଯାଇଛି । ଆଉ ସ୍ଵାମୀ କହିବା ଅନୁସାରେ ସେ ଏବେ କୁଆଡେ ଶୁଣିବାକୁ ପାଉଛନ୍ତି ଯେ ସ୍ତ୍ରୀ କୁଆଡେ ବାଲି ସିମେଣ୍ଟ କାମ କରୁଛି । କିନ୍ତୁ କେଉଁଠି ଅଛି ତାକୁ ନେଇ କିଛି ଖୋଜ ଖବର ପାଉନାହାନ୍ତି ସ୍ଵାମୀ ଜଣକ ।

ଏହାର କାରଣରେ ସ୍ଵାମୀ କହିଥିଲେ ଯେ ହାଇଦ୍ରାବାଦରେ କୌଣସି କାରଣରୁ ସ୍ଵାମୀ ସ୍ତ୍ରୀ ଉପରେ ଟିକେ ରା-ଗି ଯାଇଥିଲେ । କିନ୍ତୁ ସ୍ତ୍ରୀଙ୍କୁ ବହୁତ ଭଲ ମଧ୍ୟ ପାଆନ୍ତି । କିନ୍ତୁ ସ୍ତ୍ରୀ ଏତେ ଛୋଟ କଥା ପାଇଁ ତାଙ୍କ ହାତ ଏମିତି ଛାଡ଼ି ଚାଲିଯିବ ବୋଲି ସେ କେବେହେଲେ ଭାବି ନଥିଲେ । ନି-ଖୋଜ ଦିନ ସ୍ଵାମୀ ସ୍ତ୍ରୀ ଦୁହେଁ ମିଶି ୧ନଂ ମାର୍କେଟରେ ସପିଙ୍ଗ ମଧ୍ୟ କରିଥିଲେ । ଆଉ ଶେଷରେ ନି-ରାଶ ହୋଇ ସ୍ଵାମୀ ଜଣକ ଲିଙ୍ଗରାଜ ଥା-ନାରେ ସ୍ତ୍ରୀ ଓ ପୁଅର ନି-ଖୋଜ ହେବାର ଅଭି-ଯୋଗ କରିଥିଲେ । ଆଉ ପୋ-ଲିସ୍ ଏନେଇ ଅନୁସ-ନ୍ଧାନ ଜାରି ରହିଛି ।

Leave a Reply

Your email address will not be published. Required fields are marked *