ଯେଉଁ ପିଲା ମାନେ ଲିଭ୍ ଇନ୍ ରେ ରହୁଛନ୍ତି ସେଇ ପିଲା ମାନଙ୍କୁ ବାପା ମା ମାନେ ମା-ଡ଼ ମା-ରିବା ଦରକାର। ଏହିଭଳି କିଛି ମତ ଆସିଛି ଲିଭ୍ ଇନ୍ କୁ ନେଇ।

ବନ୍ଧୁଗଣ ଏବେ ଦୁନିଆ ଆଗ ଅପେକ୍ଷା ବହୁତ୍ ବଦଳି ଗଲାଣି।ଆଗରୁ ବାପା ମା ଯେଉଁଠି କହୁଥିଲେ ପିଲା ମାନେ ସେଇଠି ବିବାହ କରୁଥିଲେ।ବାପା ମା ମାନେ ପିଲା ମାନଙ୍କ ପାଇଁ ଜୀବନ ସାଥି ଖୋ-ଜୁଥିଲେ ।କିନ୍ତୁ ଏବେ ସବୁ ବଦଳିଗଲା।ଏବେ ପିଲା ମାନେ ନିଜେ ନିଜର ଜୀବନ ସାଥି ଖୋ-ଜୁଛନ୍ତି।କିନ୍ତୁ ବର୍ତ୍ତମାନ ଲିଭ୍ ଇନ୍ ରହିବାର ର ଏକ ଟ୍ରେଣ୍ଡ୍ ଆସିଚି ଯେଉଁଥିରେ ପୁଅ ଝିଅ ଯଦି ପରସ୍ପର କୁ ଭଲ ପାଉଛନ୍ତି ତେବେ ରୁମ୍ ନେଇକି ଲିଭ୍ ଇନ୍ ରେ ରହୁଛନ୍ତି।ବିବାହ ର ପରିଭାଷା ପୁରା ବଦଳିଗଲା ଏଇ ସବୁ ପାଇଁ ।ଏଇ ଲିଭ୍ ଇନ୍ କୁ ନେଇ ଜଣେ ଝିଅ ଙ୍କ ମତ ନିଆ ଯାଇଛି।

ସେଇ ଝିଅଙ୍କ ମତରେ ପ୍ରେମ ହେଉଛି ଏକ ତ୍ୟା-ଗ।ପ୍ରେମ କଥା ଉଠିଲେ ତାଙ୍କ ମନକୁ ରାଧା କୃଷ୍ଣଙ୍କ କଥା ଆସେ।କିନ୍ତୁ ଆଜିର ଦୁନିଆରେ ପ୍ରେମ ର ପରିଭାଷା ହେଉଛି ଦେହ ସୁଖ ମେଣ୍ଟେ-ଇବା।ତାଙ୍କ ମତରେ ଆଜିକାଲିର ପିଲାମାନେ ପ୍ରେମକୁ କଳୁ-ଷିତ କରି ସାରିଲେଣି ଖାଲି ଦେହ ର ସୁଖ ପାଇଁ ଲିଭ୍ ଇନ୍ ରେ ରହୁଛନ୍ତି।

ପିଲାମାନେ ଆଜିକାଲି ପାଠ ପଢ଼ିବା ଚାକିରି କରିବା କହି ବାହାରକୁ ଆସୁଛନ୍ତି।କିନ୍ତୁ ବାହାରକୁ ଆସି ଲିଭ୍ ଇନ୍ ରେ ପ୍ରେମିକ କିମ୍ବା ପ୍ରେମିକା ସହ ରହୁଛନ୍ତି। ତାଙ୍କ କହିବା ଅନୁସାରେ ଯେତେବେଳ ପିଲା ଏହି କାମ କରନ୍ତି ସେତେବେଳେ ତାଙ୍କର ମନ ବିକଶିତ ହୋଇନଥାଏ।

ସେଥିପାଇଁ ଯିଏ ବି ବାପା ମା ଜାଣିଛନ୍ତି ଯେ ପିଲା ମାନେ ଲିଭ୍ ଇନ୍ ରେ ରହୁଛନ୍ତି ତାଙ୍କୁ ବାଡେଇକି ଠିକ୍ କରିବା କଥା।ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁପ୍ରିମକୋର୍ଟ ଯାହା ସବୁ ଲିଭ୍ ଇନ୍ ହେଉ କି oyo କୁ ବେଆ-ଇନ ନା କରିବା ଦ୍ୱାରା ପିଲା ମାନେ ଆଉ କିଛି ମାନୁନାହାନ୍ତି।ତାଙ୍କୁ କହିବା ଅନୁସାରେ ଏହି ସବୁ କୁ କୋର୍ଟ ବେଆ-ଇନ କରିବା ଦରକାର ।ନହେଲେ ଏପରି ଅଫତାବ୍ ଶ୍ରଦ୍ଧା ଭଳି କେସ ଆଗକୁ ଆସୁଥିବ।ଦେଖିବାକୁ ବାକି ରହିଲା ଯେ କିପରି ଏହାକୁ ଠିକ୍ ଆୟତ କରାଯାଉଛି।

Leave a Reply

Your email address will not be published. Required fields are marked *