ଆଜିକାଲି ଲିଭଇନ୍ ରିଲେସନସିପର ଅର୍ଥ କେବଳ ସେ-କ୍ସ୍ । ଫିଜିକାଲି ଇଣ୍ଟିମେଟ୍ ହେବା ବ୍ୟତୀତ ଲିଭଇନରେ ଆଉ କିଛି ନଥାଏ ।

ବନ୍ଧୁଗଣ ଆପଣମାନେ ନୂଆଦିଲ୍ଲୀରେ ଘଟିଥିବା ବ-ର୍ବର ଘ-ଟଣା ସମ୍ପ-ର୍କରେ ତ ଅବଗତ ଥିବେ । ବର୍ତ୍ତମାନ ସମୟରେ ସବୁ ଠାରୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି ଶ୍ରଦ୍ଧା-ଅଫତାବଙ୍କ କାହାଣୀ । କେମିତି ଜଣେ ପ୍ରେମିକ ତା’ର ପ୍ରେମିକାକୁ ମାରି ୩୫ ଖଣ୍ଡ କରି ଭିନ୍ନ ଭିନ୍ନ ସ୍ଥାନରେ ଫୋଫା-ଡୁଥିଲା ।

ଏମିତି ଲୋ-ମଟା-ଙ୍କୁରା ଘଟ-ଣା ଶୁଣି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଥବେ । କିନ୍ତୁ ବହୁତ ସମୟରେ ଆମ ଦେଶରେ ଏଭଳି ବର୍ବ-ରକା-ଣ୍ଡ ଘଟୁଥିବା ବେଳେ ପ୍ରକୃତ ଦୋ-ଷୀ କିନ୍ତୁ ସହଜରେ ଦ-ଣ୍ଡ ପାଉନାହିଁ । ଯାହା ଫଳରେ ଆଜିକାଲି ଯୁବତୀ ଓ ମହିଳାମାନେ ଏମିତି ହିଂ-ସାତ୍ମ-କ ଶି-କାର ହେଉଛନ୍ତି । କିନ୍ତୁ ପୀଡ଼ି-ତାମାନେ ନ୍ୟା-ୟ ପାଇପାରୁ ନାହାନ୍ତି ।

ଏହାକୁ ନେଇ ଜଣେ ଯୁବତୀ କହିଛନ୍ତି ଯେ ଦେଖନ୍ତୁ ସୁପ୍ରିମକୋର୍ଟ ତ ଏବେ ସବୁ ଅଡର ପାସ କରିଦେଲା ଯେମିତିକି ଅନ ମ୍ୟାରେଡ ଯୁବତୀମାନେ ପ୍ରେଗେ-ନେଣ୍ଟ ହେଲେ ସେମାନେ ଆବୋ-ର୍ସନ କରିପାରିବେ । ଯେମିତିକି ଫ୍ରି ସେ-କ୍ସ୍ ମଧ୍ୟ କୁହାଯାଉଛି । ତାପରେ ସବୁଠାରୁ ବଡ଼ କଥା ଏବେ ମ୍ୟାରେଜ୍ ପୂର୍ବରୁ ଲିଭ-ଇନ୍ ରେ ମଧ୍ୟ ରହିବା ଲିଗାଲ ହେଇଗଲା । ତେବେ ଏସବୁ ପ୍ରକୃତରେ ମୂ-ର୍ଖାମି ଅଟେ । ଆଜିକାଲିର ୟଙ୍ଗ ଜେନେରେସନ ଏସବୁ ଦ୍ଵାରା ସାହସ ପାଇ ଯାଉଛନ୍ତି ।

ଯେଉଁଥିପାଇଁ କି ସେମାନେ ନିଜ ବାପା ମା’ଙ୍କୁ ନ ଜଣାଇ ଲିଭ୍ ଇନ୍ ରିଲେ-ସେନରେ ରହୁଛନ୍ତି ଯାହା ଫଳରେ ଏମିତି ଘ-ଟଣା ଦିନକୁଦିନ ବଢ଼ିବାରେ ଲାଗିଛି । ଯାହାର ଉଦାହରଣ ହେଉଛି ଦିଲ୍ଲୀର ଶ୍ରଦ୍ଧା କେଶ୍ । ଯଦି ଶ୍ରଦ୍ଧା ତା ବୟଫ୍ରେଣ୍ଡ୍ ସହ ଲିଭଇନ୍ ରେ ରହି ନଥାନ୍ତା ତେବେ ଆଜି ଏସବୁ ହୋଇ ନଥାନ୍ତା । ସେଇଟା ଶ୍ରଦ୍ଧାର ସବୁଠାରୁ ବଡ଼ ଭୁଲ ଥିଲା ।

ଆଜିକାଲି ସମୟରେ ଲିଭଇନ୍ ରିଲେ-ସନସିପର କେବଳ ମାନେ ହେଉଛି ସେ-କ୍ସ । ଯାହାର ସଂଜ୍ଞା ଆଜିକାଲିର ଯୁବପିଢି ଦେଇ ଦେଇଛନ୍ତି । ଏହାଦ୍ୱାରା ଧୀରେ ଧୀରେ କ୍ରା-ଇମ୍ ବଢ଼ିବାକୁ ଲାଗିଲାଣି । ଏବେ ସମୟର କେବଳ ଦିଲ୍ଲୀ କେଶ୍ ନୁହେଁ ୟା ପୂର୍ବରୁ ମଧ୍ୟ ସେମିତି ଅନେକ କେ-ଶ୍ ହେଇଛି ।

ହାଇଦ୍ରାବାଦରେ ଗୋଟେ ତେଲୁଗୁ ଝିଅ ତାର ବୟଫ୍ରେଣ୍ଡ୍ ସହ ଲିଭ-ଇନରେ ରହୁଥିଲେ । ଆଉ ସେଇ ପୁଅ ଆଉ ତାର ସାଙ୍ଗ ଦୁଇଜଣ ମିଶି ସେ ଝିଅ ସହ ସେ-କ୍ସ କରିଥିଲେ । ଆଉ ତାପରେ ତାକୁ ବ୍ଲା-କମେ-ଲ୍ କରୁଥିଲେ । ଝିଅଟି ବିଶ୍ୱାସ କରିକି ତାର ବୟଫ୍ରେଣ୍ଡ୍ ସହ ରହିଥିବ କିନ୍ତୁ ଶେଷରେ ଧୋ-କା ପାଇଲା । ଆଉ ଏଥିପାଇଁ ଦୁଇଜଣ ଦାୟୀ ରହିବେ । ତେଣୁ ଏଥିପାଇଁ ଲୋକେ ସଚେ-ତନ ହେବା ସହିତ ସରକାରକୁ ମଧ୍ୟ କିଛି ପଦକ୍ଷେପ ନେବା ଉଚିତ୍ ।

Leave a Reply

Your email address will not be published. Required fields are marked *