ମଥା ରେ ଟିକେ ସିନ୍ଦୂର ଦେଇ ସାତ ବର୍ଷ ଲିଭ୍ ଇନ୍ ରେଲେସନ ରେ ରହିଲେ ପ୍ରେମିକ ପ୍ରେମିକା। ପ୍ରେମିକା ଗର୍ଭ-ବତୀ ହେଲା ପରେ ଏବେ ଆଉ ଦେଖା ନାହିଁ ପ୍ରେମିକ ର।

ଆଜିର ଏଇ ବ୍ୟସ୍ତମୟ ଦୁନିଆ ରେ ପ୍ରତ୍ୟେକ ଦିନ କିଛି ନା କିଛି ଘ-ଟଣା ଘ-ଟୁଛି।କିଛି ଘ-ଟଣା ଲୋକ ଲୋଚନ କୁ ଆସୁଛି ତ କିଛି ଘ-ଟଣା ସେମିତି ରହିଯାଉଛି।କେବେ ଭଲ ଖବର ଆସୁଛି ତ କେବେ ଖରାପ ଖବର।ଏପରି ଏକ ଖବର ଆସିଛି ଖୋର୍ଦ୍ଧା ର ବାଘମାରି ଅଞ୍ଚଳ ରୁ।ଏହି ଅଞ୍ଚଳ ର ଅଶୋକ ଦାସ ଅନୁଗୁଳ ର ଜଣେ ଯୁବତୀ ଙ୍କ ସହ ଭୁବନେଶ୍ବର ରେ ଲିଭ୍ ଇନ୍ ରେ ରହୁଥିଲେ।ସେଇ ଯୁବତୀ ଙ୍କ ନାମ ହେଉଛି ପିଙ୍କି।ଅଶୋକ ପିଙ୍କି ଙ୍କ ସହ ଦୀର୍ଘ ସାତ ବର୍ଷ ଧରି ଲିଭ୍ ଇନ୍ ରହି ଆସୁଥିଲେ। ସେମାନଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରହିଥିଲା।

କିନ୍ତୁ ପିଙ୍କି ଯେତେବେଳେ ଗର୍ଭ-ବତୀ ହେଲେ ସେତେବେଳ ଅଶୋକ ଙ୍କ ଆଉ ଦେଖା ନଥିଲା।ପିଙ୍କି ସୋଇଥିବା ବେଳେ ତାଙ୍କ ମୁଣ୍ଡ ତଳେ ୧୦,୦୦୦/- ଟଙ୍କା ରଖିଦେଇ କୁଆଡେ ପଳାଇଥିଲେ।ତାପରେ ପିଙ୍କି ଅଶୋକ ଙ୍କ ଘର ଆଗରେ ଧାରଣା ରେ ବସିଥିଲେ।ତାଙ୍କ କହିବା ଅନୁଯାୟୀ ଅଶୋକ ଙ୍କ ସହ ତାଙ୍କର ଭୁବନେଶ୍ବର ରେ ଦେଖା ହୋଇଥିଲା। ଏହା ପରେ ସେମାନେ କଥା ବାର୍ତ୍ତା ହୋଇଥିଲେ ।ତାପରେ ତାଙ୍କ ମଧ୍ୟ ରେ ପ୍ରେମ ସ-ମ୍ପର୍କ ଗଢି ଉଥିଲିଥିଲା।

ସେମାନେ କଥା ଦେଇଥିଲେ ଯେ ଦୁହେଁ ପରସ୍ପର କୁ ହିଁ ବିବାହ କରିବେ।ଅଶୋକ ତାଙ୍କର କଥା ରଖି ଭୁବନେଶ୍ବର ରେ ଏକ ମନ୍ଦିରରେ ଟିକେ ସିନ୍ଦୂର ଦେଇ ପିଙ୍କି ଙ୍କ ସହ ଲିଭ୍ ଇନ୍ ରେ ରହିଥିଲେ।ଅଶୋକ ପିଙ୍କି ଦୁଇଟି ଭିନ୍ନ ଜାତି ର ହେଲେ ମଧ୍ୟ ଅଶୋକ ସବୁବେଳେ କହୁଥିଲା ସେ କେବେ ବି ତାଙ୍କୁ ଛାଡ଼ିବ ନାହିଁ। ସେଠାରେ ସେମାନଙ୍କ ମଧ୍ୟ ରେ ଶାରୀ-ରିକ ସମ୍ପ-ର୍କ ମଧ୍ୟ ରହିଥିଲା।ପିଙ୍କି ବହୁବାର ଗର୍ଭ-ବତୀ ହୋଇ ବାରମ୍ବାର ଅବୋ-ର୍ସନ ମଧ୍ୟ କରିଛନ୍ତି।

କିନ୍ତୁ ଶେଷ ବେଳେ ଯେତେବେଳ ଗର୍ଭ-ବତୀ ହେଲେ ସେତେବେଳ ଅଶୋକ ତାଙ୍କୁ ଛାଡି ପଳାଇଲେ।ପିଙ୍କି ଅଶୋକ ଙ୍କ ଘର ଆଗରେ ଧାରଣା ବସିଥିବା ବେଳେ ପୋ-ଲିସ ତାଙ୍କୁ ନେଇ ସୁଧାର ଗୃହ ରେ ରଖିଥିଲା।ଏବେ ଯେତେବେଳେ ମିଡିଆ ସେଠାରେ ଯାଇଥିଲା ତାଙ୍କୁ ସୁଧାର ଗୃହ ରୁ ମଧ୍ୟ ବାହାର କରିଦେଇଛନ୍ତି।ତେବେ ସୂଚନା ମିଳିଛି ଯେ ପିଙ୍କି ଅଶୋକ ଙ୍କ ଘର ଆଗରେ ଧାରଣା ରେ ବସିବେ।ଖାଲି ଦେଖିବାକୁ ବାକି ରହିଲା ଯେ କେତେ ଶୀଘ୍ର ପିଙ୍କି ଙ୍କୁ ନ୍ୟା-ୟ ମିଳୁଛି ଓ କିପରି ମିଳୁଛି।

Leave a Reply

Your email address will not be published. Required fields are marked *