ଦୀପ୍ତିରଖା କହିଲେ ଯାହାକୁ ଗୋଟାଏ ଧର । ହଜାରେ ଜାଗାରେ ମୁହଁ ମା-ରିକି ଏଡ଼ସ ରୋଗକୁ ଡାକନି ବୋଲି ।

ତେବେ ନିକଟରେ ଦୀପ୍ତିରେଖା ଏକ ସାକ୍ଷାତ କାରରେ ମିଡ଼ିଆ ସାମ୍ନାରେ କହିଛନ୍ତି ଯେ ଆଜିକାଲି ଏପରି କ୍ୟାରେକ୍ଟର ର ଲୋକମାନେ ସବୁ ସମାଜରେ ଅଛନ୍ତି ଯାହାକୁ ଶୁଣିଲେ ଲାଜ ଲାଗୁଛି । କଣ ପାଉଛନ୍ତି ଏପରି ନୀଚ କାମ କରିକି । ପଇସା ଇନକମ୍ କରିବା ପାଇଁ କଣ ହାତ ଗୋଡ ନାହିଁ । ଆଜିକାଲି ଯାହାର ହାତ ଗୋଡ଼ କ-ଟି ଯାଇଛି ସେମାନ ମଧ୍ୟ ଟ୍ରେନ ଲାଇନ୍ ରେ କିଏ ଭିକ ମାଗି ହେଉ କିମ୍ବା କିଛି ଛୋଟ ମୋଟ ଜିନିଷ ବିକ୍ରି କରି ହେଉ ପଇସା ଉପାର୍ଜନ କରୁଛନ୍ତି ।

କିନ୍ତୁ ଆଜିକାଲି ଝିଅ ମାନେ ଯାଇକି କଉ ଝିଅର ଫୋଟକୁ ଏଡିଟିଙ୍ଗ କରିକି ନ୍ୟୁ-ଡ ଫୋଟ ସହ ବ୍ଲା-କମେ-ଲିଙ୍ଗ କରିକି ଟଙ୍କା ଇନକମ୍ କରୁଛନ୍ତି ।ଯଦି ସେମାନଙ୍କ ପାଖରେ ଯଦି ଏତେ ସମୟ ଅଛି ଆଉ ଏତେ ଟେଲେଣ୍ଟ ଅଛି ତେବେ ସେମାନେ ଏସବୁ ଖରାପ କାମ ନକରି ଏନିମେସନ କିମ୍ବା ଅଲଗା କିଛି ଆର୍ଟ ଆଦି କାମ କରି ସେଥିରେ ଇନକମ୍ ଭଲ କରିବ । କିନ୍ତୁ ଅନ୍ୟର ପଇସା ଉପରେ ନଜର କଣ ପାଇଁ ପକାଉଛ ।

ଯେମିତି ଗାଇ ଉପରେ କୁଆ ବସିକି ତା ଦେହରେ ଲାଗିଥିବା ଟିଙ୍କ ସବୁବେଳେ ଲାଗି କରି ଖୁଣ୍ଟି କରି ଖାଇଥାଏ । ତେବେ ଆଜିକାଲି ଯାହା ସବୁ ଚାଲିଛି ତାକୁ ଆଜିକାଲି ଜେନେରେସନ ପିଲା ମାନେ ଏହାର ଶି-କାର ହେଉଛନ୍ତି । କିନ୍ତୁ ଆଜିର ପିଲା କଣ ଜାଣି ପାରୁ ନାହାଁନ୍ତି ଯେ କଉଟା ଠିକ୍ ଲୋକ ଆଉ କେଉଁଟା ଫେକ୍ ଆକାଉଣ୍ଟ ବୋଲି । ଆଞ୍ଜେଲ ପ୍ରିୟା, ସୁକୁଟି ସାହୁ ଏସବୁ ନାଁରେ ଯେଉଁ ଫେକ ଆଇଡି ଲୋକେ ବନେଇ ଅନ୍ୟକୁ ଠକୁଛନ୍ତି ସେସବୁରୁ ଜାଣି ନେବା କଥା ଅସଲି ଆଉ ନକଲି ଭିତରେ ଫରକ ।

ସେଭଳି ନିକଟରେ କ୍ୟୁଟ ନନ୍ଦିନୀ ନାଁରେ ଗୋଟେ ଛୋଟ ପୁଅ ଆକାଉଣ୍ଟ ବନାଇ ସାମ୍ନା ଘର ଝିଅକୁ ଗୋଟେ ଫ-ସେଇ ଥିଲା । ସେ ଝିଅର ଫୋଟ ଗୋଟେ ନ୍ୟୁ-ଡ଼ ପୋଟରେ ଲଗାଇ ତାକୁ ବଲାକମେଲିଂ କରୁଥିଲା । ଆଉ ତାକୁ ଏବେ ଆ-ରେଷ୍ଟ୍ କରାଯାଇଛି । ଆଉ ଏଭଳି କ୍ୟାରେକ୍ଟରର ଝିଅ ପୁଅ ମାନେ ଆଜିକାଲିକା ସମୟରେ ଭରି ଭରିକି ଅଛନ୍ତି । ଆଜିକାଲି ପିଲା ମାନଙ୍କ ପାଇଁ ଲଭ କେବଳ ହେଉଛି ଶାରୀ-ରିକ ସଂ-ପର୍କ ରଖିବା । ତେଣୁ ହଜାରେ ଜାଗା ମୁହଁ ନମାରିକି ଗୋଟିଏକୁ ଧର ଆଉ ତାସହ ଜୀବନ ସାରା ରୁହ ବୋଲି ଆଜିକା ଯୁବଗୋଷ୍ଠୀଙ୍କୁ କହିଛନ୍ତି ।

Leave a Reply

Your email address will not be published. Required fields are marked *