ପ୍ରେମିକା ସହ ରୋ-ମାନ୍ସ କରି ସାରି, ଧାରୁଆ ଛୁରୀରେ ପ୍ରେମିକା ର ବେକ କା-ଟିଦେଲା ପ୍ରେମିକ।

ବନ୍ଧୁଗଣ ଆଜି ଆମ୍ଭେମାନେ ଏମିତି ଏକ ଘଟ-ଣା ଆପଣଙ୍କ ସାମ୍ନାକୁ ନେଇ ଆସିଛୁ ଯାହାକୁ ଶୁଣିଲେ ଆପଣ ମାନଙ୍କର ଲୋମ ତା-ଙ୍କୁରି ଆଉଥିବ। ହଁ ଆଜ୍ଞା ଏମିତି ଏକ ମର୍ମ-ନ୍ତୁକ ଘ-ଟଣା ଘଟିଯାଇଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶର ଶିଳ୍ପା ଝୁରିଆଙ୍କ ସହ ପ୍ରେମରେ ଥିଲେ ଅଭିଜିତ ପଟିଦାର।ଅଭିଜିତ ପେଶାରେ ଜଣେ ବ୍ୟବସୟୀ । ଅଭିଜିତ ତାଙ୍କ ପ୍ରେମିକା ସିଳ୍ପାଙ୍କ ବିରୁ-ଦ୍ଧରେ ସଙ୍ଗୀନ ଅଭି-ଯୋଗ ଆଣିଛନ୍ତି। ଅଭିଜିତ ଶିଳ୍ପା ଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖିଥିବାର ନିଜେ ସ୍ବୀକାର କରିଛନ୍ତି।

କିନ୍ତୁ ସେ ଅଭି-ଯୋଗ ଆଣିଛନ୍ତି ଯେ ସେ ଝିଅ ତାଙ୍କ ବିଜନେସ ପାର୍ଟନରଙ୍କ ସହିତ ଶାରୀ-ରିକ ସମ୍ପ-ର୍କ ରେ ରହିଥିଲେ।ଆଜିକାଲି କାହାକୁ ବି ଭରସା କରି ହେବନାହିଁ। ଅଭିଜିତ ଆହୁରି କହୁଛନ୍ତି ସେ ଝିଅ ତାଙ୍କ ସହିତ ପ୍ରତା-ରଣା ଓ ଛଳନା କରିଛି ଜାଉଥି ପାଇଁ ସେ ଏମିତି କିଛି ଅଘ-ଟଣ ଘଟା-ଇଛନ୍ତି। ଅଭିଜିତ ଶିଳ୍ପା ଙ୍କ ସହ ପ୍ରେମ ସଂପ-ର୍କରେ ରହିଥିଲେ ତା ଵାହିତ ସେ ୨ ଜଣଙ୍କ ମଧ୍ୟରେ ଶାରୀ-ରିକ ସମ୍ପ-ର୍କ ବି ରହିଥିଲା।

କିନ୍ତୁ ଅଭିଜିତ ଯେତେବେଳେ ଜାଣିପାରିଲେ ଶିଳ୍ପା ଆଉ ଜଣେ ପୁଅଙ୍କ ସହ ଶାରୀ-ରିକ ସଂ-ପର୍କ ରଖିଛନ୍ତି ସେତେବେଳେ ସେ ଆଉ ନିଜକୁ ସମ୍ଭାଳି ପାରିଲେ ।ତାଙ୍କ ପ୍ରେମିକା ଙ୍କୁ କେମିତି ଉଚିତ୍ ଶିକ୍ଷା ଦେବେ ସେ ବିଷୟରେ ଭାବିବାକୁ ଲାଗିଲେ। ସେ ୨ ଜଣ ମିଶି ରାତି କଟେଇବା ପାଇଁ ହୋଟେଲ୍ କୁ ଯାଇଥିଲେ।କିନ୍ତୁ ସେଠି ଯାହା କିଛି ହୋଇଥିଲା ଆପଣ ମାନେ ଶୁଣିଲେ ତାଯୁବ ହୋଇଯିବେ। ସେଠାରେ ବହୁତ୍ ସମୟ ୨ ଜଣ ଶାରୀ-ରିକ ସ-ମ୍ପର୍କ ରଖିଥିଲେ ,ଅଭିଜିତ ଶିଳ୍ପା ର ଦେହକୁ ପୁରା ମନଭରି ଉପଭୋଗ କରିଥିଲା।

କିନ୍ତୁ ତା ପରେ ଶିଳ୍ପା ଅନ୍ୟ ପୁରୁଷ ସହ ସ-ମ୍ପର୍କ ରଖିଥିବା ଘଟ-ଣାକୁ ନେଇ ସେ ୨ ଜଣଙ୍କ ଭିତରେ ବହୁତ୍ ସମୟ ଧରି ପଟି ତୁ-ଣ୍ଡ ହୋଇଥିଲା।ତା ପରେ ଅଭିଜିତ ରା-ଗିଯାଇ ଶିଳ୍ପା ଙ୍କ ବେକ କୁ ଏକ ଧାରୁଆ ଛୁ-ରୀରେ କା-ଟି ଦେଇଥିଲେ। ତା ପରେ ସେ ଛଟପଟ ହେଉଥିବା ବେଳେ ଅଭିଜିତ ତାଙ୍କୁ ହସ୍ପିଟାଲ୍ ନ ନେଇ ସେ ଦୃ-ଶ୍ୟକୁ ଫୋନ୍ରେ ରେ-କର୍ଡ କରିଥିଲା । ପରେ ସେହି ଦୃ-ଶ୍ୟକୁ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲା ଏବଂ ପ୍ରତା-ରଣା କଲେ ଏମିତି ଦ-ଣ୍ଡ ମିଳେ ଏମିତି କିଛି ଲେଖିଥିଲା ଅଭିଜିତ ।

Leave a Reply

Your email address will not be published. Required fields are marked *