ଶଶୁର ଘରେ ନୂଆ ବୋହୁର ହୋଇଛି ସ-ନ୍ଦେହ ଜନକ ମୃ-ତ୍ୟୁ, ସ୍ୱାମୀ ଫେ-ରାର ଥିବା ବେଳେ ଘଟ-ଣାକୁ ଦିଆଯାଉଛି ଆ-ତ୍ମହ-ତ୍ୟାର ରୂପ

ଟିଭି, ଖବରକାଗଜ ରେ ଆପଣ ଯୌତୁ-କକୁ ନେଇ ଅନେକ ଘଟଣା ଶୁଣୁଥିବେ। ଯୌ-ତୁକ କାରଣରୁ କିଛି ସ୍ଥାନରେ ଦୁଇ ପରିବାର ଭିତରେ ଝ-ଗଡା ହେଉଥିବା ବେଳେ କିଛି କିଛି ସ୍ଥାନରେ ଏଥିପାଇଁ ହ-ତ୍ୟା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ସେହିପରି ଯୌତୁ-କକୁ ନେଇ ଘଟିଛି ଆଉ ଏକ ଅଘ-ଟଣ।

ତେବେ ଘଟ-ଣାଟି ଘଟିଛି ଡେରାବିଶ ଥା-ନା ଅନ୍ତର୍ଗତ ବାଲିଆ ପଞ୍ଚାୟତ ମୁଲଣାପାଟଣା ଗ୍ରାମରେ। ଏଠାରେ ମଙ୍ଗଳବାର ଦିନ ନୂଆ ବୋହୂର ସନ୍ଦେ-ହଜନକ ଭାବେ ମୃ-ତ୍ୟୁ ଘ-ଟିଛି। ଶ୍ୱଶୁର ଘର ଲୋକମାନେ ଝିଅଟି ଆ-ତ୍ମହ-ତ୍ୟା କରିଛି ବୋଲି କହୁଥିବା ବେଳେ ଝିଅର ବାପା ହ-ତ୍ୟା ହୋଇଛି ବୋଲି ଥା-ନାରେ ଅଭି-ଯୋଗ କରିଛନ୍ତି। ଝିଅର ନାମ ଦୀପ୍ତିମୟୀ। ସ୍ୱାମୀଙ୍କ ନାମ ଜୟଦେବ।

ଅଭି-ଯୋଗ କରିଥିବା ଝିଅର ବାପାଙ୍କ ନାମ ସଞ୍ଜୟ ମହାରଣା। ସେ ଡେରାବିଶ ଥା-ନା ଅନ୍ତର୍ଗତ ଏଣ୍ଡର ପଞ୍ଚାୟତ ଅଧିନ ନୀଳକଣ୍ଠପୁର-୨ ଗ୍ରାମର ବାସିନ୍ଦା ଅଟନ୍ତି। ସୂଚନା ଅନୁସାରେ ଦେଢବର୍ଷ ପୂର୍ବରୁ ସଞ୍ଜୟ ମହାରଣାଙ୍କ ଝିଅ ଦୀପ୍ତିମୟୀ ମୁଲଣାପଟଣା ଗ୍ରାମର ଜୟଦେବଙ୍କୁ ବିବାହ କରିଥିଲେ।

ବିବାହ ପରେ ପ୍ରାୟ ସମୟ ଝିଅ ଦୀପ୍ତିମୟୀ ଏବଂ ସ୍ୱାମୀ ଜୟଦେବଙ୍କ ଭିତରେ ଯୌ-ତୁକ କୁ ନେଇ ଝ-ଗଡା ହେଉଥିଲା। ଏଥିପାଇଁ ଦୀପ୍ତିମୟୀଙ୍କୁ ଶାଶୂଘର ଲୋକ ନିର୍ଯା-ତନା ମଧ୍ୟ ଦେଉଥିଲେ। କିନ୍ତୁ ମଙ୍ଗଳବାର ଦିନ ହଠାତ୍ ସକଳେ ଦୀପ୍ତିମୟୀ ଆ-ତ୍ମହ-ତ୍ୟା କରିଛନ୍ତି ବୋଲି ଶାଶୂଘର ଲୋକ ଜଣାଇଥିଲେ।

ସଞ୍ଜୟ ଏହାପରେ ନିଜ ପୁଅ ଏବଂ ପୁତୁରାକୁ ଧରି ଦୀପ୍ତିମୟୀଙ୍କ ଘରେ ପହଞ୍ଚିଥିଲେ। ଦୀପ୍ତିମୟୀ ସକାଳୁ ସକାଳୁ ଝରକାର ଗ୍ରୀଲରେ ରଶି ଲଗାଇ ଆ-ତ୍ମହ-ତ୍ୟା କରିଛନ୍ତି ବୋଲି ଶଶୁର ଘର ଲୋକ କହିଥିଲେ। କିନ୍ତୁ ଝିଅର ବାପା ଏହି କଥାକୁ ବିଶ୍ୱାସ ନକରି ଝିଅକୁ ଶାଶୂଘର ଲୋକେ ହ-ତ୍ୟା କରିଛନ୍ତି ଡେରାବିଶ ଥା-ନାରେ ଅଭି-ଯୋଗ କରିଥିଲେ। ଅଭି-ଯୋଗ ପରେ ପୋ-ଲିସ ଏକ ମାମ-ଲା ରୁ-ଜୁ କରିଥିଲା। ଏହାପରେ ଶ-ବକୁ ଜ-ବତ କରି ପୋ-ଷ୍ଟମ-ର୍ଟମ ପାଇଁ ପଠାଇଦେଇଥିଲା।

Leave a Reply

Your email address will not be published. Required fields are marked *