ବ୍ୟକ୍ତି ଜଣକ ନିଜର ଲି-ଙ୍ଗ ବଦଳାଇ ଏବେ କରୁଛନ୍ତି ଅନୁତାପ, ଏପରି କରିବା ଉଚିତ ନଥିଲା ବୋଲି କହିଛନ୍ତି ଏହି ବ୍ୟକ୍ତି

ଆପଣ ଓଲି ଲଣ୍ଡନ (Oli London) ଙ୍କୁ ତ ନିଶ୍ଚିତ ଜାଣିଥିବେ। ଯଦି ଜାଣି ନାହାନ୍ତି ତେବେ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଓଲି ଲଣ୍ଡନ ଜଣେ ବ୍ରିଟିଶ ସିଙ୍ଗର ଅଟନ୍ତି। ସେ ନିଜକୁ କୋରିୟନ ମହିଳାଙ୍କ ଭଳି ଦେଖାଇବା ପାଇଁ ଗୋଟିଏ କି ଦୁଇଟି ନୁହେଁ ବରଂ ନିଜ ଶରୀରରେ 30ଟି ସ-ର୍ଜରି କରିଥି‌ଲେ।

ଏହି ସ-ର୍ଜରି ପାଇଁ ସେ 8ବର୍ଷ ମଧ୍ୟରେ 2କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲେ।କିନ୍ତୁ ଏବେ ତାଙ୍କ ମନ ବଦଳି ଯାଇଛି। ତେବେ ପୁରୁଷରୁ ମହିଳା ହୋଇଥିବା ଏହି ବ୍ୟକ୍ତି ଜଣକ ଏବେ କହିଛନ୍ତି ଯେ ସେ ପୁଣି ଥରେ ପୁରୁଷ ହେବାକୁ ଚାହୁଁଛନ୍ତି।
ସେ କହିଛନ୍ତି ଯେ, ‘ଝିଅ ହେବା ପାଇଁ ଲି-ଙ୍ଗ ବଦଳାଇଥିଲି, କିନ୍ତୁ ଏବେ ଭାବୁଛି ଏହା ମୋର ବଡ ଭୁଲ ଥିଲା।’

ତେବେ ସମ୍ପୁର୍ଣ୍ଣ ବିଷୟଟି ହେଉଛି ବ୍ରିଟେନରେ ଜନ୍ମ ହୋଇଥିବା ଏହି 32 ବର୍ଷୀୟ ଓଲି ଲଣ୍ଡନ ନିଜକୁ କୋରିୟନ ମହିଳା କରିବାକୁ ଇଛା କରିଥିଲେ। ଏଥିପାଇଁ ସେ କ-ଷ୍ଟ ସହିବାକୁ ମଧ୍ୟ ପ୍ରସ୍ତୁତ ଥିଲେ। ଓଲି ଗୋଟିଏ କି ଦୁଇଟି ନୁହେଁ ବରଂ 30ଟି ସର୍ଜରି ନିଜ ଶରୀରରେ କରିଥିଲେ।

କିନ୍ତୁ ଓଲି ଏବେ କହୁଛନ୍ତି ଯେ , ‘ତାଙ୍କର ଏବେ ମନ ବଦଳି ଯାଇଛି, ସେ ସ-ର୍ଜରି କରି ବଡ ଭୁଲ କରିଦେଇଛନ୍ତି ସେ ପୂର୍ବପରି ପୁରୁଷ ହୋଇ ବଞ୍ଚିବାକୁ ଚାହାନ୍ତି।’ଓଲି 2018 ଅକ୍ଟୋବରରେ ନିଜର ସର୍ଜରି ପାଇଁ ପ୍ରଥମେ ଚର୍ଚ୍ଚାରେ ଆସିଥିଲେ।

ସେତେବେଳେ ସେ କୋରିୟନ ମହିଳା ପରି ଦେଖାଯିବାକୁ 15 ରୁ ଅଧିକ ସ-ର୍ଜରି କରି ସାରିଥିଲେ। ଏବେ 2021 ଶେଷ ସୁଦ୍ଧା ସେ ପାଖାପାଖି 30 ରୁ ଅଧିକ ସ-ର୍ଜରି କରିସାରିଛନ୍ତି। କିନ୍ତୁ ଏବେ ଆଉ ସ-ର୍ଜରି ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ଏବଂ ନିଜର ପୂର୍ବ ରୂପକୁ ଫେରିବାକୁ ଚାହୁଁଛନ୍ତି।

Leave a Reply

Your email address will not be published. Required fields are marked *