ଶାରୀ-ରିକ ସମ୍ପ-ର୍କ ନ ରଖିଲେ ପୁଅକୁ ସ୍କୁଲରୁ ବାହାର କରିଦେବେ ବୋଲି କହି ଏବେ ଚର୍ଚ୍ଚାରେ ଆସିଛନ୍ତି ପ୍ରଧାନ ଶିକ୍ଷକ, ଏବେ ମହିଳା ମାଗୁଛନ୍ତି ନ୍ୟା-ୟ

ଯୌ-ନ ଲାଳ-ସାରେ ଆସି ନିଜର ସାଧାରାଣ ଜ୍ଞାନ ଭୁଲିଗଲେ ପ୍ରଧାନ ଶିକ୍ଷକ। ପାକଳ ବୟସରେ ମଧ୍ୟ ଖୋଜୁଥିଲେ ମହିଳା ଶରୀର। ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଯାଇଛନ୍ତି ଏହି ଶିକ୍ଷକ ଜଣକ। ତେବେ ଘଟ-ଣାଟି ଘ-ଟିଛି କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥା-ନା ଅଧୀନ ଡେରାବିଶ ବ୍ଲକର ବାରିମୂଳ ଅଞ୍ଚଳରେ।

ଶାରୀ-ରିକ ସ-ମ୍ପର୍କ ରଖିବାକୁ ରାଜି ନହେବାରୁ ଜଣେ ପାଚିକାଙ୍କୁ ଚାକିରିରୁ ହଟାଇ ଦେଇଛନ୍ତି ପ୍ରଧାନ ଶିକ୍ଷକ। ସେହି ବିଦ୍ୟାଳୟରେ ପାଠ ପଢ଼ୁଥିବା ମହିଳାଙ୍କର ପୁଅ ମଧ୍ୟ ନିର୍ଯା-ତନାର ଶି-କାର ହୋଇଛି।

ପ୍ରଧାନଶିକ୍ଷକଙ୍କ ବେତ ମା-ଡ଼ରେ ଛାତ୍ରଟି ଲ-ହୁ ଲୁ-ହାଣ ହୋଇଯାଇଛି । ଆଜି ଏହି କଥାକୁ ନେଇ ଥା-ନାରେ ଅଭି-ଯୋଗ କରିଛନ୍ତି ଛାତ୍ର। ଅଭି-ଯୋଗ ଅନୁସାରେ ଏହି ପୀ-ଡ଼ିତ ଛାତ୍ରଙ୍କ ମା ଉକ୍ତ ବିଦ୍ୟାଳୟରେ ପାଚିକା ଭାବେ କାମ କରୁଥିଲେ। 7 ବର୍ଷ ପୂର୍ବେ ମହିଳାଙ୍କ ସ୍ବାମୀଙ୍କର ମୃ-ତ୍ୟୁ ହୋଇଯାଇଥିଲା।

ଦୁଃ-ଖ କ-ଷ୍ଟ ସହି ମହିଳା ଜଣକ ନିଜର ପରିବାର ଚଳାଉଥିଲେ। ତେବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ପରିଚାଳନା କମିଟି ସଭାନେତ୍ରୀଙ୍କ ସ୍ୱାମୀ ସେହି ମହିଳାଙ୍କୁ ନିଜ ସହ ଶାରୀ-ରିକ ସ-ମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏହାସହ ପୁଅର ସବୁ ଦୁଃ-ଖ ସୁଖ ବୁଝିବେ ବୋଲି ମଧ୍ୟ ଆଶ୍ୱାସନା ଦେଉଥିଲେ।

କିନ୍ତୁ ମହିଳା ଜଣକ ରାଜି ନହେବାରୁ ତାଙ୍କୁ ଚାକିରିରୁ ବାହାର କରିଦେଇଥିଲେ। ତେବେ ଏହାପରେ ମହିଳାଙ୍କୁ ରାଜି କରାଇବାକୁ ପ୍ରଧାନ ଶିକ୍ଷକ ଜଣକ ଅଷ୍ଟମ ଶ୍ରେଣୀରେ ପଢୁଥିବା ମହିଳାଙ୍କ ପୁଅ ଉପରେ ଚାପ ପକାଇଥିଲେ। ପୁଅଟି ମଧ୍ୟ ରାଜି ନହେବାରୁ ତାଙ୍କୁ ମା-ଡ଼ ମଧ୍ୟ ମା-ରିଥିଲେ।

ତେବେ ପିଲାଟି ଏଥିରେ ଗୁରୁ-ତର ଆ-ହତ ହୋଇଛନ୍ତି। ମା-ଡ ମା-ରିବା ସହ ଶିକ୍ଷକ ଜଣକ କହିଥିଲେ ଯେ ଯଦି ମାଆଙ୍କୁ ଏଥିପାଇଁ ରାଜି ନ କରାନ୍ତି ତେବେ ସ୍କୁଲରୁ ଟିସି ଦେଇ ବାହାର କରିଦେବେ। ଏହାପରେ ପିଲାଟି ଆଉ ସହି ନପାରି ପୋ-ଲିସ ପାଖେ ଅଭି-ଯୋଗ କରିଛି। ଅଭି-ଯୋଗ ପରେ ସ୍ଥାନୀୟ ପୋ-ଲିସ ଏବେ ତ-ଦନ୍ତ ଜା-ରି ରଖିଛି।

Leave a Reply

Your email address will not be published. Required fields are marked *