ପ୍ରେମିକ ପାଇଁ ଚିଠି ଲେଖି ଜୀବନ ହରିଦେଲା ଯୁବତୀ, ଚିଠି ପଢି ଆସିଯିବ ଆଖିରେ ଲୁ-ହ

ପ୍ରେମ କୁ ନେଇ ଘଟିଛି ଆଉ ଏକ ଘ-ଟଣା। ପ୍ରେମିକ ପାଇଁ ଚିଠି ଲେଖି ଜୀବନ ହାରିଲେ ଯୁବତୀ। ଘଟ-ଣାଟି ଘ-ଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ। ଯୁବତୀ ଜଣକ ହେଉଛନ୍ତି ଗଞ୍ଜାମ ଧରାକୋଟ ଅଂଚଳର ଅଞ୍ଜଳି ବେହେରା। ସେ ବ୍ରହ୍ମପୁର ଫାଷ୍ଟ୍ ଗେଟ୍ ଅଂଚଳରେ ଏକ ଭଡ଼ା ଘରେ ରହୁଥିଲେ। ଶେଷ ଚିଠିରେ ସେ ନିଜ ମାଆ ଏବଂ ପ୍ରେମିକ ପାଇଁ କିଛି ଲେଖି ଦେଇ ଚାଲିଯାଇଛନ୍ତି।

ଘଟଣା ଅନୁସାରେ ଘର ଲୋକଙ୍କୁ ନ ଜଣାଇ ଭଲ ପାଇବାରୁ ଯୁବକଙ୍କର ଘର ଲୋକ ପ୍ରତିବନ୍ଧକ ସାଜି ଉଭୟଙ୍କର ଭଲ ପାଇବାକୁ ସ୍ୱୀକୃତି ଦେଲେନାହିଁ। ଏଥିରେ ଯୁବକ ଜଣକ ମଧ୍ୟ ବି-ବାଦ ନକରି ଦୁରେଇ ଗଲେ। ଯାହାକୁ ସହି ନପାରି ଯୁବତୀ ଜଣକ ଆ-ତ୍ମହ-ତ୍ୟା କରିଥିଲେ। ଏହାସହ ପ୍ରେମିକଙ୍କ ବିରୋ-ଧରେ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ ନ କରିବାକୁ ସେ ଚିଠିରେ ଲେଖିଛନ୍ତି।

ତେବେ ଚିଠିରେ କିଛି ଏପରି ଲେଖା ହୋଇଛି:

” ମୋ ବାଇଆ, ମତେ ତୁମେ କେତେ ଭଲ ପାଉଥିଲ। ମୋର ଟିକେ କଣ ହୋଇଗଲେ ତୁମେ କା-ନ୍ଦି ଦେଉଥିଲ। ମୋ ପସନ୍ଦ ଜିନିଷ ମୁଁ ମାଗିବା ପୂର୍ବରୁ ମୋତେ ଆଣି ଧରାଇ ଦେଉଥିଲ। କିନ୍ତୁ ଆଜିଠୁ ସବୁ ବଦଳିଯିବ। ମୁଁ ସବୁଦିନ ପାଇଁ ତୁମ ଠାରୁ ଦୂରେଇ ଯାଉଛି।

ନିଜର ଧ୍ୟାନ ରଖିବ। ଖାଇବ ଠିକ୍‌ ଟାଇମରେ ଖାଇବ। କେବେହେଲେ ବାଇଆ ପରି ହେବ ନାହିଁ। ତୁମ ଘର ଲୋକ କେବେବି ଆମକୁ ଏକାଠି ରହିବାକୁ ଦେବେ ନାହିଁ। ସବୁଠାରୁ ଭଲ ହେବ କି ମୁଁ ହିଁ ତୁମ ରାସ୍ତାରୁ ଚାଲିଯିବି। ଜାଣିଚି ତୁମ ଭଳି ଭଲପାଇବା ମତେ କେହି କେବେ ଦେଇ ପାରି ନଥାନ୍ତେ।

ତଥାପି ଆମ ଦୁହିଁଙ୍କ ପାଖରେ କେବଳ ଏତିକି ହିଁ ସମୟ ଥିଲା। ପରିବାର ତ ତୁମକୁ ଆଜି ନ ହେଲେ କାଲି ମିଳିଯିବ, କିନ୍ତୁ ମୁଁ ଆଉ ମିଳିବିନାହିଁ।ଆଇ ଲଭ ୟୁ ମାଇ ବେବି, ଆଇ ମିସ୍ ୟୁ। ଆଉ ହଁ ଗୋଟିଏ ଅନୁରୋଧ ଯେ ମତେ ସାଧବା ନାରୀଟିଏ ପରି ଅ-ନ୍ତିମ ସଂ-ସ୍କାର କରିବ।”

Leave a Reply

Your email address will not be published. Required fields are marked *