ଖଣ୍ଡ ଖଣ୍ଡ କରି ଶ୍ରଦ୍ଧାଙ୍କ ଶରୀରକୁ ଫ୍ରିଜରେ ରଖିଥିଲା ଅଫତାବ, ସବୁଦିନ କାମରୁ ଫେରି ପ୍ରେମିକାର କଟା ମୁଣ୍ଡକୁ ଦେଖୁଥିଲା ପ୍ରେମିକ

ଚାରି ଆଡ଼େ ଚର୍ଚ୍ଚାରେ ରହିଥିବା ଶ୍ରଦ୍ଧା ୱାକରଙ୍କ ନି-ର୍ମମ ହ-ତ୍ୟା ମାମ-ଲାରେ ଏବେ ଅନେକ ଖୁଲାସା ହୋଇସାରିଛି। ଜେଲରେ ଚାରି କାନ୍ଥରେ ବନ୍ଦ ହୋଇ ରହିଥିବା ପ୍ରେମିକ ଅଫତାବ ପୁନାୱାଲା ଏବେ ବଡ ଖୁଲାସା କରିଛନ୍ତି। ପୁଲି-ସର କହିବା ଅନୁସାରେ ଅଫତାବ ସେହି ରୁମରେ ହିଁ ଶୋଉଥିଲେ ଯେଉଁ ରୁମରେ ସେ ଶ୍ରଦ୍ଧାଙ୍କ ଶରୀରକୁ 35 ଖଣ୍ଡ କରି କା-ଟିଥିଲେ।

କେବଳ ଏତିକି ନୁହେଁ ସେ ଫ୍ରିଜରେ ରଖିଥିବା ଶ୍ରଦ୍ଧାଙ୍କ କ-ଟା ମୁଣ୍ଡକୁ ପ୍ରତିଦିନ କାମରୁ ଫେରି ଦେଖୁଥିଲେ। ଶ୍ରଦ୍ଧା ହ-ତ୍ୟା ମାମ-ଲାର ଯା-ଞ୍ଚ କରୁଥିବା ଦିଲ୍ଲୀ ପୋ-ଲିସ ବର୍ତ୍ତମାନ ହ-ତ୍ୟାକା-ଣ୍ଡକୁ ଜୋରଦାର ଯା-ଞ୍ଚ କରୁଛି। କାହିଁକି ଅଫତାବ ଏପରି କଲେ?, କଣ ନିଜ ପ୍ରେମିକାକୁ ମା-ରିବା ପାଇଁ ହିଁ ସେ ଏକ ଫ୍ଲାଟ ନେଇଥିଲେ? କଣ ନିଜ ପ୍ରେମିକା ସହ ସେ ଆଉ କାହାକୁ ବି ପସନ୍ଦ କରୁଥିଲେ କି? ଏହିପରି ଅନେକ ପ୍ରଶ୍ନ ଉଙ୍କି ମା-ରୁଛି।

ଶ୍ରଦ୍ଧାଙ୍କ ନାମ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି। ପ୍ରେମ ପାଇଁ ନିଜ ବାପା-ମାଆଙ୍କୁ ମଧ୍ୟ ପର କରିଦେଇଥିଲେ ଶ୍ରଦ୍ଧା। ଘର ଛାଡ଼ିବା ପରେ ପ୍ରେମିକ ସହ ବିବାହ କରି ଏକ ସୁଖର ସଂସାର ଗଢ଼ିବାର ସ୍ବପ୍ନ ଦେଖିଥିଲେ ଶ୍ରଦ୍ଧା। କିନ୍ତୁ ତାଙ୍କୁ ଜଣାନଥିଲା ଯେ ତାଙ୍କ ମନର ମଣିଷ ହିଁ ତାଙ୍କୁ ମା-ରିବାକୁ ଚାହୁଁଛି।

ରି-ପୋର୍ଟ ଅନୁସାରେ ହ-ତ୍ୟାକା-ଣ୍ଡର କିଛି ସମୟ ପରେ ଅଫତାବ ଡେଟିଂ ଆପ୍ ବମ୍ବେଲ୍ ଇନଷ୍ଟଲ କରିଥିଲେ। ଡେଟିଂ ଆପରେ ସେ ଅନ୍ୟ ଜଣେ ମହିଳାଙ୍କ ସହ ଯୋଗାଯୋଗ କରିଥିଲେ ଯିଏ ବୃତ୍ତିରେ ସାଇକୋଲୋଜିଷ୍ଟ ଥିଲେ।

ତେବେ ବମ୍ବେଲ ହେଉଛି ସେହି ସମାନ ଡେଟିଂ ଆପ୍ ଯେଉଁଠାରେ 2019ରେ ପ୍ରଥମ ଥର ପାଇଁ ଶ୍ରଦ୍ଧା ଏବଂ ଅଫତାବଙ୍କର ଚିହ୍ନା ପରିଚୟ ହୋଇଥିଲା।ତେବେ ଦିଲ୍ଲୀରେ ମେ ମାସରେ ଘ-ଟିଥିବା ଏହି ହ-ତ୍ୟାକା-ଣ୍ଡର ଆଜି ପ-ର୍ଦ୍ଦାଫା-ଶ ହୋଇସାରିଛି।

ଶ୍ରଦ୍ଧାଙ୍କର ଏପରି ହ-ତ୍ୟା କରାଯାଇଛି ବୋଲି ଶୁଣିବା ପରେ ଏବେ ସାରା ଦେଶର ଲୋକମାନେ ସ୍ତବ୍ଧ ହୋଇଯାଇଛନ୍ତି। ପ୍ରତି ସମୟରେ ଏହି ଘଟ-ଣାକୁ ନେଇ ନୁଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପ୍ରେମ କରି ମଧ୍ୟ ନିଜ ସାଥିକୁ ଜଣେ ମଣିଷ ଏପରି କିପରି ମା-ରିପାରିବ ବୋଲି ପ୍ରଶ୍ନ ଉଠୁଛି।

Leave a Reply

Your email address will not be published. Required fields are marked *