ଘରେ କେହି ନଥିବା ବେଳେ ତରକାରୀ ମାଗିବା ବାହାନାରେ ଯୁବତୀଙ୍କୁ କଲେ ବଳା-ତ୍କାର ।

ବନ୍ଧୁଗଣ ଆମେ ଆପଣଙ୍କୁ ଏଭଳି ଏକ ଘଟ-ଣା ସମ୍ପ-ର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ । ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘ-ଟଣା ଘ-ଟୁଛି ତାହା ବିଷୟରେ ଜାଣିଥିବେ । ଆଉ ଆଜିକା ଦୁନିଆରେ ଶାରୀ-ରିକ ସଂ-ପର୍କ ରଖିବା ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ନେଉଛନ୍ତି । ମିଛ, ଛଳନା, ଅନୈ-ତିକ ଭଳି ସ-ମ୍ପର୍କ ଦେଖିବା ପାଇଁ ମିଳୁଛି ।

ତେବେ ବର୍ତମାନ ସମୟରେ ମଧ୍ୟ ସେଭଳି ଏକ ଲ-ଜ୍ୟା ଜ-ନକ ଘଟ-ଣା ସାମ୍ନାକୁ ଆସିଛି । ତରକାରୀ ମାଗିବାକୁ ଯାଇ ମାଡ଼ି ବସିଲା ପଡୋଶୀ । ତରକାରୀ ନେବା ବାହାନାରେ ଝୁଣି ଖାଇଲା ଯୁବତୀର ଶରୀର । ପଡୋଶୀ ଯୁବତୀର କ-ଅଁଳ ମାଂ-ସ ଯୁବକକୁ କଲା ପାଗଳ । ଘରେ ଧର୍ଷ-ଣ କରିବା ପରେ ଅପ-ହରଣ କରି ଏବେ ବାହାରେ ରଖିଛି ଅଭି-ଯୁକ୍ତ ।

ତେବେ ଅଜ୍ଞା ହଁ ଦର୍ଶକ ବନ୍ଧୁ ମିଳିଥିବା ସୂଚନା ମୁତାବକ ପଡିଶା ଘରେ ରହୁଥିବା ଜଣେ ଯୁବକ ଯୁବତୀ ଘରେ କେହି ନ ଥିବାର ସୁଯୋଗ ନେଇ ତରକାରୀ ମାଗିବା ବାହାନା କରି ଯୁବତୀଙ୍କୁ ବଳା-ତ୍କାର କରିଥିଲା । ଆଉ ତାର ଭିଡ଼ିଓ ଉଠାଇ ରଖିଲା । ଆଉ କେବଳ ସେତିକି ନୁହେଁ ଉକ୍ତ ଅ-ଶ୍ଲୀଳ ଭିଡ଼ିଓ ଦେଖାଇ ବାରମ୍ବାର ବ୍ଲା-କମେ-ଲିଂ କରି ଯୁବତୀକୁ ଧ-ର୍ଷଣ କରି ଚାଲିଲା । ଆଉ ଫୋଟ ଭିଡ଼ିଓ ଭାଇରାଲ ହୋଇଯିବା ଭ-ୟରେ ଯୁବତୀ ଜଣକ ମଧ୍ୟ ଚୁପଚାପ୍ ସେସବୁ ସହୁଥିଲା ।

କିନ୍ତୁ ଗୋଟେ ସମୟ ପରେ ଅତିଷ୍ଠ ହୋଇ ଯାଇଥିଲା ଯୁବତୀ । ଆଉ ଶେଷରେ ଆଉ କିଛି ବାଟ ନ ପାଇ ଆ-ତ୍ମହ-ତ୍ୟା କରିବା ଉଦ୍ୟମ କରୁଥିବା ବେଳେ ଯୁବତୀଙ୍କ ମା ଦେଖିନେଇ ଅଟକାଇ ଥିଲେ । ତାପରେ ଘର ଲୋକେ ଜାଣିବା ପରେ ଯୁବତୀଙ୍କ ବାପା ମା ରାମଗିରି ଥା-ନାରେ ଅଭି-ଯୋଗ କରି କେ-ଶ୍ ରେଜିଷ୍ଟ୍ରେସନ୍ କରିଦେଇଥିଲେ । ଆଉ ଏବେ ଯେତେେବେଳେ ଉକ୍ତ ଯୁବତୀର ସାକ୍ଷୀ ଦରକାର ହେଉଛି ସେତେବେଳେ ଯୁବତୀକୁ ଅପ-ହରଣ କରାଯାଇଥିବା ନେଇ ଯୁବତୀଙ୍କ ପରିବାର ଲୋକେ ଅଭି-ଯୋଗ କରୁଛନ୍ତି । ତେବେ ପୋ-ଲିସ୍ ଯୁବତୀକୁ କେବେ ଉ-ଦ୍ଧାର କରୁଛି ଆଉ ସେ ଧର୍ଷ-ଣକାରୀ କେବେ ଧ-ରା ପଡୁଛି ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *