ପ୍ରମୋସନ ପାଇଁ ଯିଏ ଯାହା ପାଖରେ ପାଉଛି ସୋଇପଡୁଛି, ଖାଲି ଲୋକଙ୍କୁ ରା-ମ୍ପିବାକୁ ଆସିଛନ୍ତି।

ଇତିହାସ ଦେଖିଛି ଗୋଟେ ନାରୀ କଣ୍ କରିପାରେ। ନାରୀର ବହୁତ୍ ରୂପ ଅଛି।କେବେ ସେ ନାରୀ ତ କେବେ ନାରାୟଣୀ।ନାରୀର ଅନେକ ରୂପ ମା,ଭଗିନୀ, ଅର୍ଦ୍ଧା-ଙ୍ଗିନୀ ଏହିଭଳି ଆହୁରି ଅନେକ । ଜଣେ ରହିବ ଲୋକ ଏହିଭଳି ବହୁତ୍ କିଛି କଥା ମିଡ଼ିଆ ଆଗରେ ବଖାଣିଛନ୍ତି।

ସେ ନାରୀ ବିଷୟରେ ବହୁତ୍ କିଛି କଥା କହିଛନ୍ତି ତା ସହିତ ଆହୁରି ଅନେକ କଥା ମିଡ଼ିଆ ସାମ୍ନାରେ କହିଛନ୍ତି । ସେ କହିଛନ୍ତି ବାହାଘର ଆଗରୁ ଯେଉଁ ପୁଅ ଝିଅ ମାନେ ଶାରୀ-ରିକ ସ-ମ୍ପର୍କ ରଖୁଛନ୍ତି ତାହା ଯାମାବି ଠିକ ନୁହଁ।ବିବାହ ପରେ ଯାହା କଲେ କିଛି ନାହିଁ। ସେ ଜଣେ କଳାକାର କଳା ପ୍ରଦର୍ଶନ କଲେ ୨ ପଇସା ପାଆନ୍ତି ।ଏହି ୨ ପଇସାରେ ହିଁ ତାଙ୍କ ଘର ଚାଲିଥାଏ।

https://www.youtube.com/watch?v=BvovlA-FdLU

ଜ୍ଞାନ ବାରିକ୍ ନାମକ ଜଣେ କଳାକାର ଏମିତି କିଛି ବ-ୟାନ ଦେଇଛନ୍ତି ଯାହାକୁ ଶୁଣିଲେ ଦର୍ଷକବନ୍ଧୁ ମାନେ ତାଯୁଵ୍ ହୋଇଯିବେ। ହଁ ଆଜ୍ଞା ସେ ନାରୀ ବିଷୟରେ ବହୁତ୍ କଥା କହିଛନ୍ତି। ନାରୀ କିଛିବି କରିପାରେ।କେବେ ସେ ନାରାୟଣୀ ତ କେବେ ସେ ଠାକୁରାଣୀ। ସେ ଆହୁରି କହୁଛନ୍ତି ଯେ ଏବେ ଯିଏ ଯାହାର କାମ ହାସଲ କରିବା ପାଇଁ ନିଜର ମ-ର୍ଯ୍ୟାଦା କୁ ଭୁଲି ଯାଉଛନ୍ତି।ନର୍ସ ରାତିରେ ଡକ୍ଟର ଙ୍କ ପାଖରେ ଶୋଇପଡୁଛି ତାର କାମ ହାସଲ କରିବା ପାଇଁ। ବଡ଼ ବଡିଆ ବାବୁମାନେ କାମ ହାସଲ କରିବା ପାଇଁ ନେତା ମନ୍ତ୍ରୀ ଙ୍କ ପାଖରେ ଶୋଇ ପଡ଼ୁଛନ୍ତି।

ଏମିତି ବହୁତ୍ କିଛି କଥା କହି ସେ ଚର୍ଚ୍ଚାର ପରିସର କୁ ଆସିଛନ୍ତି।ସେ ନିଜେ ନିଜକୁ ଗୋଟେ ଛୋଟ ଲୋକ ବୋଲି କହିଛନ୍ତି ଏବଂ ପ୍ରଶାସନକୁ ବି ଅନେକ କଥା ବାକ୍ୟ କହିଛନ୍ତି। କୋର୍ଟ ରେ ଗୋଟେ କେ-ସ୍ ୨/୩ ବର୍ଷ ଧରି ଚାଲୁଛି ଯାହା ଫଳରେ ବହୁତ୍ ଅସୁବିଧା ହେଉଛି। ଜଣେ ଲୋକ କୁ ନ୍ୟା-ୟ ପାଇଁ ବହୁତ୍ ଦିନ ଅପେକ୍ଷା କରିବାକୁ ପଡୁଛି।

ଏହି ଭଳି ବହୁତ୍ କିଛି କଥା ସେ ମିଡ଼ିଆ ଆଗରେ ବଖାଣି ଚାଲିଛନ୍ତି। ସେ ନାରୀକୁ ଲକ୍ଷ୍ମୀ ବୋଲି ବି କହୁଛନ୍ତି। ଯେଉଁ ଲୋକ ମାନେ ନାରୀ ଉପରେ ହାତ ଉଠାଉଛନ୍ତି ସେମାନଙ୍କୁ ସେ ବହୁତ୍ କଟୁ କଥା କହିବା ସହିତ ବହୁତ୍ ଖରାପ୍ ଲୋକଙ୍କ ସହିତ ତୁଳନା କରିଛନ୍ତି।

Leave a Reply

Your email address will not be published. Required fields are marked *