ବେଡରୁମ୍‌ରେ ମୁଁ କାହା ସହ ସେ-କ୍ସ କଲେ ସନ୍ତୁଷ୍ଟ ହେବି ସେଇଟା ମୋର ବ୍ୟକ୍ତିଗତ ପସନ୍ଦ

ନାରୀ ଓ ପୁରୁଷମାନଙ୍କ ପରି କିନ୍ନର ମାନେ ମଧ୍ୟ ମଣିଷ । ଆମ ହିନ୍ଦୁ ସଂସ୍କୃତିରେ କୀନ୍ନର ମାନଙ୍କୁ ଇଶ୍ଵରଙ୍କ ରୂପ ବୋଲି ମନାଯାଇଛି । ଏଥିପାଇଁ କିନ୍ନର ମାନଙ୍କୁ ଅର୍ଦ୍ଧେନାରୀଶ୍ଵର ବୋଲି ମଧ୍ୟ କୁହାଯାଏ । ଆଉ ସେମାନଙ୍କୁ ବହୁତ ଶୁଭ ବୋଲି ମଧ୍ୟ ମନା ଯାଇଥାଏ । କିନ୍ତୁ ଏବେ ମଧ୍ୟ କି-ନ୍ନର ମାନଙ୍କୁ ଲୋକମାନେ ଦେଖି ଆସୁଛନ୍ତି ଘୃ-ଣ୍ୟ ନଜରରେ । ତେବେ ବନ୍ଧୁଗଣ ସେ ସମ୍ପ-ର୍କରେ ଆଜି ଆମର ଆଲୋଚନାର ବିଷୟବସ୍ତୁ ।

ଆଜିର ଯୁଗରେ ବିଜ୍ଞାନର ଉନ୍ନତି ଯୋଗୁ କିନ୍ନରମାନେ ମଧ୍ୟ ଟ୍ରାନ୍ସଓମ୍ୟାନ ହେଇ ସଂସାର ମଧ୍ୟ କରୁଛନ୍ତି । ସେମିତି ଜଣେ ଟ୍ରାନ୍ସ ଓମ୍ୟାନଙ୍କ ସହିତ ସାକ୍ଷାତକାରରେ କିପରି କିନ୍ନ-ରରୁ ଝିଅ ହେଉଛନ୍ତି ସେ ବିଷୟରେ ଆଲୋଚନା କରିଛନ୍ତି । ଆଉ ସେ ଜଣେ ସମାଜସେବୀ ମଧ୍ୟ । ସାକ୍ଷାତକାର ମାଧ୍ୟମରେ ସେ ଜନସମାଜକୁ ଖୁବ୍ ସୁନ୍ଦର ବାର୍ତ୍ତା ଦେଇଛନ୍ତି । କି-ନ୍ନର ମାନଙ୍କୁ ତାଙ୍କ ଅଧିକାର ଦେବା ପାଇଁ କରୁଛନ୍ତି ସତ ପ୍ରୟାସ ।ତାଙ୍କ ମତରେ ନାରୀ ଓ ପୁରୁଷ ପରି କିନ୍ନର ମାନେ ମଧ୍ୟ ଜଣେ ସାଧାରଣ ମଣିଷଟିଏ ।

ସେମାନଙ୍କୁ ମଧ୍ୟ ଭଗବାନ ସୃଷ୍ଟି କରିଛନ୍ତି । ତେଣୁ ସମାନ ସୁବିଧା ସୁଯୋଗ ଆଉ ସମ୍ମାନ କିନ୍ନର ମାନଙ୍କୁ ମଧ୍ୟ ମିଳିବା ଦରକାର । କିନ୍ତୁ ଆଜି ମଧ୍ୟ ସମାଜ ସେମାନଙ୍କୁ ଘୃ-ଣ୍ୟ ଦୃ-ଷ୍ଟିରେ ଦେଖୁଛି । ନାରୀ ଓ ପୁରୁଷମାନଙ୍କ ଭଳି କିନ୍ନର ମାନଙ୍କର ମଧ୍ୟ ସେ-କ୍ସ ଆବଶ୍ୟକ ତାଙ୍କୁ ତ କେହି ବାହାହୁଅନ୍ତି ନାହିଁ ତେଣୁ ସେମାନେ ବାଧ୍ୟ ହୋଇ ଅନେକ ପାଟନର ରଖନ୍ତି । ଆଉ ବେଡ଼ରୁମ ଭିତରେ କିଏ କାହା ସହ ସେ-କ୍ସ କଲେ ସନ୍ତୁଷ୍ଟ ହେବ ସେଇଟା ତାର ବ୍ୟକ୍ତିଗତ ପସନ୍ଦ । ଆଉ କି-ନ୍ନର ମାନଙ୍କର ଗ୍ରାହକ ପୁରୁଷମାନେ ହିଁ ହୋଇଥାନ୍ତି ।

ତେଣୁ ଏଥିରେ କି-ନ୍ନର ମାନଙ୍କ ଚରିତ୍ରକୁ ଆକ୍ଷେପ କରିବାର କୈାଣସି ଯଥାର୍ଥତା ନାହିଁ । ଆହୁରି ମଧ୍ୟ ସେ କି-ନ୍ନର ମାନଙ୍କ ଲି-ଙ୍ଗ ପରିବର୍ତ୍ତନକୁ ନେଇ କିଛି ବିଶେଷ ମତ ଦେଇ କହିଛନ୍ତି ଯେ ଲି-ଙ୍ଗ ସ-ର୍ଜରୀ କରିବା ସହଜ ନୁହେଁ । ସେଥିପାଇଁ ବହୁତ ସମୟ ଲାଗିବା ସହିତ ବହୁତ କଷ୍ଟ ମଧ୍ୟ ହୋଇଥାଏ । ତଥାପି ଲୋକେ କିନ୍ନ-ରଙ୍କୁ ଗ୍ରହଣ କରୁନାହାଁନ୍ତି । କୋଣାର୍କ ମନ୍ଦିରରେ ମଧ୍ୟ କାମ-ସୂତ୍ର ପୋଜ୍ ଦେଖିବାକୁ ଗଲେ ସେଥିରେ ମଧ୍ୟ ଲେସ-ବିଆନ୍ ଓ ଗେ ସେ-କ୍ସ ମଧ୍ୟ ଅଙ୍କିତ ହୋଇଛି । ତେବେ ସେତେବେଳୁ ମଧ୍ୟ ଏସବୁ ରହି ଆସିଛି ତୋ ବର୍ତମାନ ସମୟରେ ଏହାକୁ ଆପଣେଇ ନେବା କଥା ।

Leave a Reply

Your email address will not be published. Required fields are marked *