ପ୍ରେମିକକୁ ପାଇବା ପାଇଁ ସ୍ୱାମୀକୁ ମଧ୍ୟ ମା-ରିବାକୁ ଚେଷ୍ଟା କରୁଥିଲା ସ୍ତ୍ରୀ, ହ-ତ୍ୟା ଷ-ଡ଼ଯ-ନ୍ତ୍ରରେ ଖର୍ଚ ହୋଇଥିଲା 5 ଲକ୍ଷ ଟଙ୍କା।

ବିବାହ ପରେ ମଧ୍ୟ ପର ପୁରୁଷ ତଥା ନାରୀ ସହ ସ-ମ୍ପର୍କ ରଖିବା ଏକ ସାଧାରଣ କଥା ହୋଇଗଲାଣି। ଏପରି ଖରାପ କାର୍ଯ୍ୟ କରିବା ଆଗରୁ ଲୋକମାନେ ସମାଜର ନି-ନ୍ଦା ଏବଂ ନିଜର ସମ୍ମାନ ବିଷୟରେ ମଧ୍ୟ ଟିକେ ଭାବୁନାହାନ୍ତି। ଏପରିକି ପର ପୁରୁଷ ତଥା ନାରୀକୁ ପାଇବା ପାଇଁ ଲୋକମାନେ ଏପରି କାର୍ଯ୍ୟ କରନ୍ତି ଯାହା ଆପଣ କେବେ ସ୍ୱପ୍ନରେ ମଧ୍ୟ ଭାବିନଥିବେ। ତେବେ ଏହିପରି ଏକ ଘଟ-ଣା ଘ-ଟିଛି ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ଝୋଲା ଫାଣ୍ଡି ଅନ୍ତର୍ଗତ ଗୁମି ଗ୍ରାମରେ।

ନିଜ ସ୍ୱାମୀକୁ ହ-ତ୍ୟା କରିବା ପାଇଁ ଯୋଜନାକରି ଟଙ୍କା ଦେଇଥିବା ଅଭି-ଯୋଗରେ ସ୍ତ୍ରୀ ସହ ଆଉ ଜଣେ ବ୍ୟକ୍ତିଙ୍କୁ ପୋ-ଲିସ ଗି-ରଫ କରି କୋ-ର୍ଟଚା-ଲାଣ କରିଛି। ତେବେ ଗି-ରଫ ଯୁବକ ଜଣକ ହେଉଛନ୍ତି ବାଙ୍କି ଅଞ୍ଚଳର ବିକ୍ରମ ବେହେରା ଏବଂ ମହିଳାଙ୍କ ନାମ ହେଉଛି ଛବି ନାଏକ।

ସୂଚନା ଅନୁସାରେ ଗୁମି ଅଞ୍ଚଳର ଗୋଲେଖ ନାଏକ ନାମକ ଜଣେ ବ୍ୟକ୍ତି ଭୁବନେଶ୍ୱରରେ ରହି ପରିବାର ପ୍ରତିପୋଷଣ କରିବା ପାଇଁ କାମ କରନ୍ତି। ତେବେ ସ୍ୱାମୀ ଘରେ ରହୁନଥିବାର ସୁଯୋଗ ନେଇ ସ୍ତ୍ରୀ ଛବି ବାଙ୍କି ଅଞ୍ଚଳର ଜଣେ ପୁରୁଷଙ୍କୁ ଭଲ ପାଉଥିଲେ।

ଦୀର୍ଘଦିନ ଧରି ପ୍ରେମ ସ-ମ୍ପର୍କ ରହିବା ପରେ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବାପାଇଁ ଯୋଜନା କରିଥିଲେ ସ୍ତ୍ରୀ। ପର ପୁରୁଷର ପ୍ରେମରେ ଅନ୍ଧହୋଇ ସ୍ୱାମୀଙ୍କୁ ହ-ତ୍ୟାକରିବା ନିମନ୍ତେ ସମ୍ପୃକ୍ତ ଯୁବକଙ୍କୁ ଦେଇଥିଲେ 5 ଲକ୍ଷଟଙ୍କା।ଫଳରେ ସେହି ଯୁବକ ଜଣକ ସ୍ୱାମୀକୁ ହତ୍ୟା କରିବା ପାଇଁ ଘର ଭିତରକୁ ପଶି ଏକ ଧା-ରୁଆ କଟୁରି ଧରି ଆକ୍ର-ମଣ କରିଥିଲା।

କିନ୍ତୁ ଠିକ ସମୟରେ ଗୋଲେଖ ଚି-ତ୍କାର କରିବାରୁ ଘଟ-ଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ବିକ୍ରମକୁ ଧରି ପକାଇଥିଲେ। ଏହାପରେ ଘଟ-ଣାସ୍ଥଳରେ ପୋ-ଲିସ ପହଞ୍ଚି ଏକ ମାମ-ଲା ରୁ-ଜୁ କରି ବିକ୍ରମ ସମେତ ଛବିଙ୍କୁ ଗି-ରଫ କରିବା ସହ ଉଭୟଙ୍କୁ କୋର୍ଟଚା-ଲାଣ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *