ସ-ମ୍ପର୍କ ରଖିବା ପରେ ଧୋ-କା ଦେଲା ପ୍ରେମିକ । ଘର ଆଗରେ ପ୍ରେମିକାର ଧାରଣା ।

ଜଣେ ଯୁବକ ଏବେ ଏଭଳି ଭାବେ ଯୁବତୀଙ୍କର ସରଳତାର ସୁଯୋଗ ନେଇ କରିଛି ପ୍ରତାରଣା।ଶାରୀ-ରିକ ସ-ମ୍ପର୍କ ରଖିବା ବେଳେ କୁଆଡେ ଥିଲା ବାପା ବୋଉଙ୍କ ଅଜ୍ଞାକାରୀ ପୁଅ । ଝିଅର ପ୍ରେମ ସେତେବେଳେ ଏତେ ମିଠା ଲାଗୁଥିଲା କେମିତି । ଆଉ ମନ ଭରି ଗଲା ପରେ ଏବେ ବାପା ମା ରାଜି ହେଉ ନାହାନ୍ତି କହି ଛାଡ଼ି ଚାଲିଗଲା ଧୋ-କାବା-ଜ ପ୍ରେମିକ ।

ସବୁକିଛି ଲୁ-ଟି ନେବା ପରେ କେମିତି ବଦଳିଗଲା ଧୋ-କେବା-ଜ୍ ରସିକ ନାଗର ପ୍ରେମିକର ଅଢେଇ ଦିନିଆ ପ୍ରେମ । ନୂଆ ନୂଆ ପ୍ରେମ ଲାଗୁଥିଲା ଭଲ । ପ୍ରେମରେ ଉବୁଡୁବୁ ହୋଇ ପରସ୍ପରକୁ ହଜାଇ ଦେଉଥିଲେ ପ୍ରେମୀ ଯୁଗଳ । ପ୍ରେମରେ ଅନ୍ଧ ହୋଇ ଭୁଲିଗଲେ ସମାଜର ପରମ୍ପରା ଆଉ ବାପା ମାଆଙ୍କ କଥା ।

ପ୍ରେମର ଅସୁମାରୀ ସାଗରର ଢେଉ ସତେ ଯେମିତି ଦୁହିଁଙ୍କୁ ପ୍ରେମର ଦୁନିଆରେ ହଜାଇ ଦେଇଥିଲା । ଆଉ ଏତେ ବର୍ଷର ପ୍ରେମ ସଂ-ପର୍କ ପରେ ଘରେ ରାଜି ନହେବା କାରଣରୁ ପ୍ରେମିକ ଛାଡ଼ି ଚାଲିଗଲା ପ୍ରେମିକାକୁ । ଆଉ ଯୁବତୀ ଜଣକ ନିଜ ପ୍ରେମକୁ ପାଇବା ପାଇଁ ପ୍ରେମିକ ଦୁଆରରେ।

ଏବେ ପୁଣିଥରେ ଦେଖିବାକୁ ମିଳିଛି ପ୍ରେମିକ ଘର ଆଗରେ ଧାରଣାରେ ବସିଲା ପ୍ରେମିକା l କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥା-ନା ଅନ୍ତର୍ଗତ ନିକିରାଇ ଦଳିତ ସାହିରେ ଏମିତି ଏକ ଘଟ-ଣା ସାମନାକୁ ଆସିଛି l ଉକ୍ତ ଗ୍ରାମର ଝିଅ ରଶ୍ମିତା ମଲ୍ଲିକଙ୍କର ନିଜ ପଡ଼ୋଶୀ ଜନ୍ମେଜୟ ମଲ୍ଲିକଙ୍କ ସହ ଦୀର୍ଘ ୭ ବର୍ଷ ଧରି ପ୍ରେମ ସ-ମ୍ପର୍କ ରହିଥିଲା l ରଶ୍ମିତାଙ୍କୁ ବିବାହ ପ୍ରତି-ଶ୍ରୁତି ଦେଇ ବାରମ୍ବାର ପ୍ରତା-ରଣା କରିବା ପରେ ନିକଟରେ ଜନ୍ମେଜୟ ଉଭୟଙ୍କ ଭିତରେ ଥିବା ପ୍ରେମ ସମ୍ପ-ର୍କକୁ ସମ୍ପୂର୍ଣ୍ଣ ଫାଙ୍କି ଦେଇଥିଲେ l

ସବୁ ଆଡୁ ନି-ରାଶ ହେଲାପରେ ରଶ୍ମିତା ନ୍ୟା-ୟ ପାଇବା ପାଇଁ ନିଜ ପ୍ରେମିକ ଜନ୍ମେଜୟଙ୍କ ଘର ଆଗରେ ଧାରଣାରେ ବସିଛନ୍ତି l ଶନିବାର ମଧ୍ୟ ରାତିରୁ ରଶ୍ମିତା ଧାରଣାରେ ବସିଥିବା ବେଳେ ଜନ୍ମେଜୟ ତାଙ୍କ ବାପା ଚକ୍ରଧର ମଲ୍ଲିକ ଏବଂ ସାରା ପରିବାର ଘରେ ତାଲା ପକାଇ ସେଠାରୁ ଫେ-ରାର୍ ହୋଇ ଯାଇଥିବାର ଜଣାପଡିଛି l ଏ ନେଇ ପୋ-ଲିସରେ ଅଭି-ଯୋଗ କରିଥିବା ରଶ୍ମିତା କହିଛନ୍ତି l କିନ୍ତୁ ଏନେଇ ପୋଲି-ସର କୌଣସି ପ୍ରତି-କ୍ରିୟା ମିଳିପାରି ନାହିଁ l

Leave a Reply

Your email address will not be published. Required fields are marked *