ଘରର ଛାତ ଉପରେ ପ୍ରେମିକା ସହ ରୋ-ମାନ୍ସ କରୁଥିଲା ପ୍ରେମିକ, ଦେଖିଦେଲେ ଝିଅର ବାପା, ଆଉ ତାପରେ….

ପ୍ରେମକୁ ନେଇ ଘଟୁଥିବା ଅନେକ ଘଟ-ଣାକୁ ଆପଣ ପ୍ରାୟ ସମୟ ଦେଖୁଥିବେ ଏବଂ ଶୁଣୁଥିବେ ନିଶ୍ଚିତ। ଦୁନିଆରେ ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ନିଜ ପ୍ରେମ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାନ୍ତି। ଏହାସହ ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ବହୁ ବର୍ଷର ପ୍ରେମକୁ ହଠାତ ଭୁଲିଯାଇ ମୁହଁ ବୁଲାଇଦିଅନ୍ତି। ତେବେ ଏପରି ଲୋକଙ୍କ ପାଇଁ ଆଜି ପ୍ରେମ ସମାଜରେ ବଦ-ନାମ ହୋଇରହିଛି।

ତେବେ ଆଜିର ଘ-ଟଣା ମଧ୍ୟ କିଛି ଏହିପରି ଅଟେ। ପ୍ରେମିକ ଘର ଆଗରେ ଧାରଣାରେ ବସିଲା ପ୍ରେମିକା। ପ୍ରେମିକ ଜଣକ ଝିଅକୁ ଚିହ୍ନି ନାହିଁ ବୋଲି କହି ଘରେ ତାଲା ପକାଇ କୁଆଡେ ଚାଲିଯାଇଛି। ତେବେ ଘଟ-ଣାଟି ଘ-ଟିଛି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥା-ନା ଅନ୍ତର୍ଗତ ନିକିରାଇ ଦଳିତ ସାହିରେ।

ସୂଚନା ଅନୁସାରେ ନିକିରାଇ ଗ୍ରାମର ରଶ୍ମିତା ମଲ୍ଲିକ ନାମକ ଜଣେ ଝିଅ ନିଜ ପଡ଼ୋଶୀ ଜନ୍ମେଜୟ ମଲ୍ଲିକଙ୍କ ସହ ଦୀର୍ଘ 7 ବର୍ଷ ଧରି ପ୍ରେମ ସ-ମ୍ପର୍କ ରହିଥିଲେ। କିନ୍ତୁ ଗତକାଲି ପ୍ରେମିକା ଘରେ କେହି ନଥିବା ବେଳେ ପ୍ରେମିକ ଜଣକ ତାଙ୍କ ଛାତ ଉପରକୁ ଯାଇ ପ୍ରେମିକା ସହ ରୋ-ମାନ୍ସ କରୁଥିଲେ।

ଠିକ ସେତିକି ବେଳେ ଝିଅର ବାପା ଉଭୟଙ୍କୁ ଦେଖିଦେଲେ। ତାପରେ ବାପା ରା-ଗିଯାଇ ଝିଅଟିକୁ ଘରୁ ବାହାର କରିଦେଲେ। ଏହାପରେ ଝିଅଟି ଯାଇ ପ୍ରେମିକ ଘରେ ପହଁଞ୍ଚିଲା। ତେବେ ଆଶ୍ଚର୍ଯ୍ୟର ବିଷୟଟି ହେଉଛି 7 ବର୍ଷର ପ୍ରେମ ସମ୍ପ-ର୍କ ଥାଇ ମଧ୍ୟ ପ୍ରେମିକ ଜଣକ ହଠାତ ଝିଅଟିକୁ ଚିହ୍ନି ନାହିଁ ବୋଲି କହିଦେଲା ଏବଂ ଘରେ ତାଲା ପକାଇ ଚାଲିଗଲା।

ତେବେ ସବୁ ଆଡୁ ନି-ରାଶ ହେଲାପରେ ରଶ୍ମିତା ଆଉ କିଛି ଉପାୟ ନପାଇ ନ୍ୟା-ୟ ପାଇବା ଆଶାରେ ପ୍ରେମିକ ଘର ଆଗରେ ଧାରଣା କରି ବସିରହିଛି। ଏହାସହ ରଶ୍ମିତା ପୋ-ଲିସ ପାଖରେ ମଧ୍ୟ ଅଭି-ଯୋଗ କରିଛନ୍ତି l କିନ୍ତୁ ପୋଲି-ସର ମଧ୍ୟ କୌଣସି ବି ପ୍ରତି-କ୍ରିୟା ମିଳିନାହିଁ।

Leave a Reply

Your email address will not be published. Required fields are marked *