ନାବଳିକାକୁ ଦୁ-ଷ୍କର୍ମ କରି ଗର୍ଭ-ବତୀ କରାଇଲେ ସରପଞ୍ଚଙ୍କ ସ୍ୱାମୀ, ଧମ-କକୁ ଭ-ୟ କରି ଚୁପ ରହି ସବୁ ସହୁଥିଲେ ନାବାଳିକା

ଆଜିର ଦୁନିଆରେ କୌଣସି ଏକ ମଣିଷକୁ ବିଶ୍ୱାସ କରିବା ଅତି କଷ୍ଟକର। କାରଣ ନିଜ ଲୋକ ମଧ୍ୟ କିଛି ଏପରି କାର୍ଯ୍ୟ କରନ୍ତି ଯାହା ଆପଣ କେବେ ଭାବି ମଧ୍ୟ ନଥିବେ। ସମାଜର ନିନ୍ଦା, ନିଜର ସମ୍ମାନ କୁ ଖାତିର ନକରି ଅତ୍ୟନ୍ତ ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟ ବେଳେ ବେଳେ ଏପରି କାର୍ଯ୍ୟ କରନ୍ତି ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆଜିର ଘ-ଟଣା ମଧ୍ୟ କିଛି ଏହିପରି ଅଟେ।

ଲୋଭ ଦେଖାଇ ନାବାଳିକାଙ୍କୁ ଦୁ-ଷ୍କର୍ମ କରିଥିବା ଘଟ-ଣାରେ ଗି-ରଫ ହେଲେ ସରପଞ୍ଚଙ୍କ ସ୍ୱାମୀ। ଘରକୁ ଆସି ବାର୍ ବାର୍ କରୁଥିଲେ ଦୁ-ଷ୍କର୍ମ। ଏହାସହ କାହାକୁ ଏହି ବିଷୟରେ କହିଲେ ଜୀବନରୁ ମା-ରିଦେବେ ବୋଲି ଦେଉଥିଲେ ଧ-ମକ। ତେବେ ଘଟ-ଣାଟି ଘଟିଛି ଗଜପତି ଜିଲ୍ଲା ଅଡବା ଥା-ନା ଅଞ୍ଚଳରେ।

ଏଠାରେ ଜଣେ ନବମ ଶ୍ରେଣୀ ଛାତ୍ରୀକୁ ଅନେକ ପ୍ରଲୋଭନ ଦେଖାଇ ଦୁ-ଷ୍କର୍ମ କରିବା ଅଭି-ଯୋଗରେ ଅଡବା ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଗି-ରଫ ହୋଇଛନ୍ତି। ଗି-ରଫ ହୋଇଥିବା ବ୍ୟକ୍ତିଙ୍କ ନାମ ମନସି ମଣ୍ଡଳ ଏବଂ ଝିଅର ନାମ ପଦ୍ମା।
ସୂଚନା ଅନୁସାରେ ଝିଅର ବାପା-ମାଆ କାମ କରିବା ପାଇଁ ଘରୁ ବହାରିଯିବା ପରେ ଝିଅ ପାଖକୁ ଆସୁଥିଲେ ସରପଞ୍ଚଙ୍କ ସ୍ୱାମୀ।

ଝିଅକୁ ମୋବାଇଲ ଦେବେ ବୋଲି ଲୋଭ ଦେଖାଇ ଦୁ-ଷ୍କର୍ମ କରୁଥିଲେ ଅଭି-ଯୁକ୍ତ। ତେବେ ଏହିପରି ବାର୍ ବାର୍ ହେବା ପରେ ଦିନେ ଝିଅଟି ଅସୁସ୍ଥ ଅନୁଭବ କଲା ଏବଂ ଏହାପରେ ଝିଅଟି ନିଜ ବାପାଙ୍କୁ ସବୁକଥା କହିଦେଲା। ବାପା ଏହା ଶୁଣି ସ୍ତବ୍ଧ ହୋଇଗଲେ। ତେବେ ଘଟ-ଣାକୁ ଲୁଚା-ଇବା ପାଇଁ ସରପଞ୍ଚଙ୍କ ସ୍ୱାମୀ ଝିଅର ବାପାଙ୍କୁ ଅନେକ ଲୋଭ ଦେଖାଇଲେ।

ଯେପରିକି ଘରର ଆର୍ଥିକ ଅବସ୍ଥା ଭଲ ହୋଇଯିବ। ଇନ୍ଦିରା ଆବାସ ମିଳିଯିବ ଭଳି ଅନେକ ଅନେକ ଲୋଭ ଦେଖାଇଲେ। କିନ୍ତୁ ତଥାପି ବାପା ରାଜି ନେହବାରୁ ଅଭି-ଯୁକ୍ତ ଜଣକ ପରିବାର ଲୋକଙ୍କୁ ମା-ରିଦେବେ ବୋଲି ଧ-ମକ ଦେଇଥିଲେ। ତେବେ ଘଟ-ଣାକୁ ନେଇ ନାବାଳିକାଙ୍କ ବାପା ଥା-ନାରେ ଅଭି-ଯୋଗ କରିବା ପରେ ମାମ-ଲା ସାମ୍ନାକୁ ଆସିଥିଲା।

ଏବେ ଝିଅଟି 5 ମାସର ଗର୍ଭ-ବତୀ ଅଟେ। ଅଭି-ଯୋଗ ପରେ ତଦ-ନ୍ତ ଆରମ୍ଭ କରିଥିଲା ପୁ-ଲିସ।ଘଟ-ଣା ପରେ ଅଭି-ଯୁକ୍ତ ବ୍ୟକ୍ତିଟି ଫେ-ରାର ହୋଇଯାଇଥିଲା। କିନ୍ତୁ ପୋ-ଲିସ୍ ଛାନ-ବିନ କରି ଆଜି ସକାଳୁ ଏକ ଜଙ୍ଗଲରୁ ମନସୀଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି।

Leave a Reply

Your email address will not be published. Required fields are marked *