ଖଗେଶ୍ୱରଙ୍କୁ ଜେ-ରା କରିବା ପରେ ମିଳିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଏବେ ନେତା,ମନ୍ତ୍ରୀଙ୍କର ଅବସ୍ଥା ହେଲା ଖରାପ।

ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁ-ମର ଖୋଲୁଛି ଖଗେଶ୍ୱର। ଜେ-ରା କରିବା ବେଳେ ଖଗେଶ୍ୱର କହିଛି ଅନେକ ନେତା ମନ୍ତ୍ରୀଙ୍କର ନାମ। ଏହା ମଧ୍ୟରେ ଅର୍ଚ୍ଚନା ଙ୍କ ବାପାଙ୍କୁ ମଧ୍ୟ ଜେ-ରା କରିଛି ଇଡି। ଏହାସହ ଇଡି ଖଗେଶ୍ୱର ଠାରୁ ଯେଉଁ ଦୁଇଟି ମୋବାଇଲ ଜ-ବତ କରିଥିଲା ତାକୁ ଯା-ଞ୍ଚ କରୁଛି। ଅର୍ଚନାଙ୍କ ବାପାଙ୍କ ମୋବାଇଲକୁ ମଧ୍ୟ ଇଡି ଯା-ଞ୍ଚ କରୁଛି।

ଏହା ସହ କେସିଙ୍ଗା ଘରୁ ଜ-ବତ ହୋଇଥିବା ତଥ୍ୟ କୁ ଭିତ୍ତିକରି ଇଡି ଅର୍ଚ୍ଚନା ବାପାଙ୍କୁ ପଚ-ରାଉ-ଚରା କରିଛି।ତେବେ ଖଗେଶ୍ୱରଙ୍କ ମୋବାଇଲରେ କଣ ରହିଛି ଏହାର ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି। ସେଥିଲାଗି ଇଡ଼ି ସାଇବର ଫରେନସିକ୍ ଏକ୍ସପର୍ଟର ସହାୟତା ନେଇଛି।

ସାଇବର ଫରେନ୍ସିକ୍ ଏକ୍ସପର୍ଟ ଖଗେଶ୍ୱରଙ୍କ ଦୁଇଟି ମୋବାଇଲରୁ ତଥ୍ୟ ବାହାର କରୁଛନ୍ତି। ଅର୍ଚ୍ଚନା ମାମ-ଲା ପରଠାରୁ ଅନେକ ଗୁଡିଏ ଫଟୋ, ମ୍ୟାସେଜ୍ ଏବଂ ଭିଡିଓ ଡିଲିଟ୍ ହୋଇଥିବା ଜଣାପଡିଛି। ସେଗୁଡିକୁ ବାହାର କରିବାକୁ ଉଦ୍ୟମ ଜା-ରି ରହିଛି।ଏହାଛଡ଼ା ଖଗେଶ୍ୱରର ସମ୍ପତ୍ତିକୁ ନେଇ ମଧ୍ୟ ଖୋଳତାଡ଼ ଚାଲିଛି।

ଖଗେଶ୍ୱର କମ ସମୟ ମଧ୍ୟରେ ଏତେ ସମ୍ପତ୍ତି କେଉଁଠାରୁ ଆଣିଲେ ଏହାର ସମସ୍ତ ତଥ୍ୟ ବାହାର କରୁଛି ଇଡି। ଖଗେଶ୍ୱର ପରେ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କୁ ରିମା-ଣ୍ଡରେ ଆଣି ମୁହାଁମୁହିଁ ଜେରା କରିବାକୁ ଇଡି ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *