ପୁଣି ବ୍ଲାକମେଲର ଅର୍ଚ୍ଚନା ଫର୍ମୁଲା ।୪୨ ବର୍ଷୀୟା ପ୍ରୀତି ଦେଶାଇ ସେକ୍ସରେ ସ୍ପେଶାଲିଷ୍ଟ । ଉଠାଇନେଲା ରାଜସ୍ଥାନ ପୁଲିସ

ତେବେ ବନ୍ଧୁଗଣ ବର୍ତମାନ ସମୟରେ ସାମ୍ନାକୁ ଆସିଲେଣି ଆଉ ଜଣେ ଲେଡି ବ୍ଲା-କମେ-ଲର । ଅର୍ଚ୍ଚନା ନାଗଙ୍କ ପରେ ଏବେ ପ୍ରୀତି ଦେଶାଇ । ଭୁବନେଶ୍ୱରରୁ ପ୍ରୀତିଙ୍କୁ ବାନ୍ଧିଲା ରାଜସ୍ଥାନ ପୋ-ଲିସ । ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ନିଜ ପ୍ରେମ ଜା-ଲରେ ଫସା-ଉଥିଲେ । ଲକ୍ଷାଧିକ ଟଙ୍କା ହଡ଼ପ କରି ମା-ରୁଥିଲେ ଚ-ମ୍ପଟ । ପ୍ରୀତି ଦେଶାଇଙ୍କ ଘର ହେଉଛି କର୍ଣ୍ଣାଟକ ରାଜ୍ୟରେ । ନିଜକୁ ଉଚ୍ଚଶିକ୍ଷିତାର ପରିଚୟ ଦେଇ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ । ଜଣଙ୍କ ପରେ ଜଣଙ୍କୁ ନିଜ ପ୍ରେମ ଜା-ଲରେ ଫ-ସାଇ ଚାଲିଥିଲେ ପ୍ରୀତି । ରାଜସ୍ଥାନରେ ବ୍ୟବସାୟୀଙ୍କୁ ନିଜ ପ୍ରେମ ଜା-ଲରେ ଫ-ସାଇ ଲୁ-ଟି ନେଇଥିଲେ ଲକ୍ଷାଧିକ ଟଙ୍କା ।

ଏହାପରେ କର୍ଣ୍ଣାଟକର ଜଣେ କପଡ଼ା ବ୍ୟବସାୟୀଙ୍କୁ ଫସା-ଇଥିଲେ । ପ୍ରୀତିଙ୍କ ବ୍ଲା-କମେ-ଲ୍‌ରେ ଏତେ ଅତିଷ୍ଠ ହୋଇପଡିଲେ ଯେ, ଶେଷରେ ବ୍ୟବସାୟୀ ନିଜ ଜୀବନ ହାରି ଦେଇଥିବା ଅଭି-ଯୋଗ ହୋଇଛି । ରାଜସ୍ଥାନ ଠ-କେଇ ମାମ-ଲାରେ କୋଟୱାଲି ଥା-ନାରେ ମାମ-ଲା ରୁ-ଜୁ ପରେ ତ-ଦନ୍ତ ଆରମ୍ଭ କରିଥିଲା ପୋ-ଲିସ । ଏହାପରେ ପୋ-ଲିସ ପ୍ରୀତିକୁ ଗି-ରଫ କରି ରାଜସ୍ଥାନକୁ ନେଇଛି ।

ତେବେ ବନ୍ଧୁଗଣ ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ପୁ-ଲିସ୍‌ ହାତରେ ପଡ଼ିଛନ୍ତି ଆଉ ଜଣେ ଲେଡି ବ୍ଲା-କମେ-ଲର । ତେବେ ଶନିବାର ତାଙ୍କୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥା-ନା ଅଞ୍ଚଳରୁ ଗି-ରଫ କରିଛି ରାଜସ୍ଥାନ ପୁ-ଲିସ୍‌ । ଚନ୍ଦ୍ରଶେଖରପୁର ଥା-ନା ପୁ-ଲିସ୍ ସହାୟତାରେ ରାଜସ୍ଥାନ ପୁଲି ତାଙ୍କୁ ଗି-ରଫ କରି ନେଇଯାଇଛି । ପ୍ରୀତି ଦେଶାଇଙ୍କ ନାଁରେ ଭିନ୍ନ ଭିନ୍ନ ରାଜ୍ୟରେ ୩ଟି ମାମ-ଲା ଥିବା ଜଣାପଡ଼ିଛି । ସବୁ ଗୁଡ଼ିକ ବ୍ଲାକ-ମେଲିଂକୁ ନେଇ । ଅର୍ଥ ଉପାର୍ଜନ ପାଇଁ ସେ ଏହାକୁ କରି ନେଇଥିଲେ ମାଧ୍ୟମ । ତାଙ୍କ ଟାର୍ଗେ-ଟରେ ଥିଲେ ଧନୀ ବ୍ୟବସାୟୀ ।

ସେ ସୋଶାଲ ମିଡିଆରେ ଧନୀ ବ୍ୟବସାୟୀଙ୍କ ସହିତ ବନ୍ଧୁତା କରୁଥିଲେ । ବେଶ୍ ଘନିଷ୍ଠ ହେବା ପରେ ପ୍ରେମ ନିବେଦନ କରୁଥିଲେ । ତା’ପରେ ବିବାହ କରୁଥିଲେ । ତେବେ ତାଙ୍କ ବିବାହ ପଛରେ ଥା-ଏ ଛଳନା । ସେ କେବଳ ଟଙ୍କା ଆଦାୟ କରିବା ପାଇଁ ବିବାହ କରୁଥିଲେ । ବିବାହ ପରେ ଅନ୍ତ-ରଙ୍ଗ ମୁହୂର୍ତ୍ତର ଭିଡିଓ ଉଠାଇ ତଥା ବିବାହ ପୂର୍ବରୁ ଭିଡିଓ କଲ୍ ବେଳେ ରଖିଥିବା ଫଟୋ ଆଦିକୁ ଭାଇରାଲ କରି ଦେବାର ଧ-ମକ ଦେଇ ସେ ପତିମାନଙ୍କୁ କରୁଥିଲେ ବ୍ଲା-କମେ-ଲିଂ । ସେ ଦୁ-ଷ୍କର୍ମ ମାମ-ଲାରେ ଫସାଇ ଦେବେ ବୋଲି ମଧ୍ୟ ଧ-ମକ ଦେଉଥିଲେ । ତେବେ ରାଜସ୍ଥାନର ଉକ୍ତ ବ୍ୟବସାୟୀ ଜଣଙ୍କ ୨୦୧୯ରୁ ପ୍ରୀତି ଦେଶାଇଙ୍କୁ ଖୋଜୁଥିଲେ ଆଉ ଏବେ ଧ-ରାପଡିଛନ୍ତି ।

Leave a Reply

Your email address will not be published. Required fields are marked *