ରଙ୍ଗ ନମ୍ବରରୁ ହେଲା ପ୍ରେମ , ପ୍ରେମିକାକୁ ସାଇକେଲରେ ବସାଇ ୧୦୦ କିଲୋମିଟର ଆସିଲା ପ୍ରେମିକ।

ଆପଣମାନଙ୍କୁ ଆଜି ଏମିତି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଜାଣିଲେ ବିଶ୍ୱାସ କରିବା ପାଇଁ ସମର୍ଥ ହୋଇପାରିବେ ନାହିଁ, କାରଣ ଏହା ଏକ ପ୍ରେମ କାହାଣୀ ଉପରେ ଆଧାରିତ ଯେଉଁ ଥିରେ ଜଣେ ୨୪ବର୍ଷୀୟ ଯୁବକ ତାର ପ୍ରେମିକା କୁ ତା ଘରଠାରୁ ୧୦୦ କିଲୋ ମିଟର ସାଇକଲ ରେ ବସାଇ ନେଇଆସିଛି।ସେ ତା ପ୍ରେମିକା ତା ଘରୁ ରାତି ୩ ଟାରୁ ଉଠାଇ ତା ଗାଆଁ ଠାରୁ ୧୦୦ କିଲୋ ମିଟର ଦୂର କୁ ପୁଅ ର ଗାଆଁ ରେ ଦିନ ୮ତା ବେଳେ ଆସି ପହଞ୍ଚିଛି।

ପୁଅ ତା ଘରେ ତା ପ୍ରେମିକା କୁ ନେଇ ପହଞ୍ଚିବା ପରେ ସେହି ପୁଅ ର ଘର ଲୋକ ସେହି ଝିଅକୁ ନେଇ ପାଖ ଥାନାରେ ହାଜର ହୋଇଛନ୍ତି।ଏମିତି ଘ-ଟଣା ଘ-ଟିଛି ଯେଉଁ ଥୀରେ ପୁଅର ପରିବାର ଲୋକେ ଉଚିତ୍ ପଦକ୍ଷେପ ନେଇଛନ୍ତି ଆଉ ପୁଅ ର ବାପା ତାଙ୍କ ପୁଅ ରେ ପ୍ରେମିକା କୁ ନେଇ ଥା-ନାରେ ପହଞ୍ଚିବା ପରେ ସେ ପୋ-ଲିସ ଙ୍କୁ କ ଯେ ତାଙ୍କର ବୋହୁ କୁ ୧୨ ବର୍ଷ ,ସେ ନାବାଳିକା ହୋଇଥିବାରୁ ସେ ଏବେ ବାହାଘର ପାଇଁ ଯୋଗ୍ୟା ନୁହଁ ବୋଲି କହିଛନ୍ତି।

ଏମିତି ଏକ ଘ-ଟଣା କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଛି।ଶୁଣିବାକୁ ମିଳେ ଯେ ପ୍ରେମ ହେଉଛି ଅନ୍ଧ ଯାହା ଦ୍ଵାରା ବହୁ ପ୍ରେମୀ ଯୁଗଳ ଏକାଠି ହେବା ସହ ଅନେକ ଆ-ତ୍ମହ-ତ୍ୟା ମଧ୍ୟ କରିଥାନ୍ତି, କିନ୍ତୁ ଏହି ପ୍ରେମ ତାଙ୍କଠାରୁ ନିଆରା କାରଣ ସେ ପୁଅ ନିଜ ପ୍ରେମକୁ ପାଇବା ପାଇଁ ନିଜ ଗ୍ରାମରୁ ୧୦୦ କିଲୋ ମିଟର ଦୂର ମହାକାଳପଡ଼ା କୁ ସାଇକଲ ରେ ଯାଇ ପୁଣି ତା ପ୍ରେମିକା କୁ ନେଇ ସାଇକଲ ରେ ପୁଣି ନିଜ ଗ୍ରାମ ବାର ଅଞ୍ଚଳକୁ ରାତା ରାତି ଉଥାଇନେଇ ଆସିଥିଲା।

ଏହି ପ୍ରେମ କାହାଣୀ ରଙ୍ କଲ ରୁ ଆରମ୍ଭ ହେଇଥିଲା ସେ ଏହା ଜାଣି ମଧ୍ୟ ତା ସହ କଲ କରି କଥା ହେବା ଜାରି ରଖିଥିଲା।ସେ ଝିଅ ଏହା ଜାଣି ମଧ୍ୟ ଯେତେ ବେଳେ ଥରେ ରୁ ଦୁଇଥର କଲ ରେ କଥା ହେଲା ତାପରେ ସେମାନେ ପ୍ରେମ ରେ ପଡିଯାଇଥିଲା ଆଉ ଯାହାଦ୍ଵାରା ସେମାନଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଯାଇଥିଲା।

ଆଉ ସେମାନେ ନିଜେ ନିଷ୍ପତି ନେଇଥିଲେ ଯେ ସେମାନେ ବିବାହ କରିବେ। ପରସ୍ପରଙ୍କ ମଧ୍ୟରେ ୩ ବର୍ଷ ଧରି କଥାବାର୍ତ୍ତା ଚାଲିଥିଲା କିନ୍ତୁ ଝିଅଟି ରାତିରେ ପୁଅକୁ ଫୋନ୍ କରି କହିଲ କି ମୋତେ ଆସି ତମ ସହ ନେଇଯାଅ ତମ ବିନା ମୁ ବଞ୍ଚିପାରିବିନି ,ତମେ ମୋତେ ଆସି ନ ନେଲେ ମୁ ଆ-ତ୍ମହ-ତ୍ୟା କରିଦେବି ଯାହା ଫଳରେ ପୁଅ ଟି ବାଧ୍ୟ ହୋଇ ଯାଇ ସେ ଝିଅକୁ ନେଇ ଆସିଥିଲା।ପୁଅଟି ତା ପ୍ରେମିକା କୁ ଆସିବା ପରେପ ପୁଅ ର ବାପା ଓ ମାଆ ମିଶି ସେହି ଝିଅର କଥା ବୁଝିଲେ।

ଆଉ ତାକୁ ଖାଇବାକୁ ଦେଲେ।ତା ଘର କେଉଁଠି,ତା ବାପ ଓ ମା ନାମ କଣ, ବୟସ କେତେ ପଚରିବୁଝିବ ପରେ ସେମାନେ ଝିଅକୁ ନେଇ ଥା-ନା କୁ ଗଲେ ଏବଂ ପୋ-ଲିସ କୁ କହିଲେ କି ଆମ ପୁଅ ଏହି ଝିଅକୁ ନେଇ ଆସିଛି ଯାହାର ବୟସ ୧୨ ର ବର୍ଷ ଯିଏକି ଜଣେ ନାବାଳିକା ।

ଏବେ ସେ ବାହାହେବା ପାଇଁ ତାର ଉଚିତ୍ ବୟସ ହୋଇନାହିଁ।ବର୍ତ୍ତମାନ ସମୟରେ ଏହିଭଳି ଚିନ୍ତାଧାରା ରଖୁଥିବା ଲୋକ ଦୁନିଆ ବହୁତ୍ କମ୍।କାରଣ ବଡ଼ ଲୋକ ମାନେ ଆ-ଇନ କୁ ମାନୁ ନଥିବା ବେଳେ ଦିନ ମଜୁରିଆ ଏବଂ ଗରିବ ପ୍ରଜାତିର ଲୋକମାନେ ଆ-ଇନ କୁ ମାନି ଚାଲିଛନ୍ତି।ଏହି କଥା ପୁଅ ଓ ଝିଅ ଟି ବୁଝିବା ପରେ ପୁଅର ବାପା ପ୍ରତି-ଶ୍ରୁତି ଦେଇଛନ୍ତି ଯେ ସେ ଝିର ବୟସ ହେଲେ ତାକୁ ତାଙ୍କ ଘର ର ବହୁ କରି ଆଣିବେ ସେ ପର୍ଯ୍ୟନ୍ତ ସେ ଝି ତା ନିଜ ଘରେ ରହିବ।ଏକଥା ପୁଅ ର ବାପା ଝିଅର ବାପା କୁ ମଧ୍ୟ କହିଛନ୍ତି।ଏହି କଥାରେ ଦୁଇ ପରିବାର ଲୋକ ରାଜି ହେବା ପରେ ପୁଅଟି ଝିଅକୁ ନେଇ ତା ଘରେ ଛାଡ଼ି ଦେଇଆସିଛି।

Leave a Reply

Your email address will not be published. Required fields are marked *