ପର-କ୍ରିୟା ପ୍ରୀ-ତିକୁ ନେଇ ଘ-ଟିଛି ହ-ତ୍ୟା ଘଟ-ଣା, ପ୍ରେମିକକୁ ପାଇବା ଆଶାରେ ନିଜ ସ୍ୱାମୀକୁ ହିଁ ମା-ରିଦେଲେ ମହିଳା

ପର-କ୍ରିୟା ପ୍ରୀ-ତି ଏପରି ଏକ ଜିନିଷ ଯାହା ଭଲ ଭଲ ପରିବାରକୁ ମଧ୍ୟ ଛାରଖାର କରିଦିଏ। ଆଜିକାଲିର ସମୟରେ ସମ୍ପ-ର୍କର ମୂଲ୍ୟକୁ ଆଉ କେହି ବୁଝୁନାହାନ୍ତି। ନିଜର ସ୍ୱାମୀ ତଥା ସ୍ତ୍ରୀ ଥାଇ ମଧ୍ୟ ପର ବ୍ୟକ୍ତି ସହ ସମ୍ପ-ର୍କ ରଖିବା ଏକ ସାଧାରଣ କଥା ହୋଇଗଲାଣି। ଏପରି ପା-ପ କାମ କରିବାକୁ ଲୋକମାନେ ଆଉ ପଛାଉନାହାନ୍ତି। ଏପରି କାର୍ଯ୍ୟ କରିବା ଆଗରୁ ନିଜର ପରିବାର କଥା ଏବଂ ସମାଜ ନି-ନ୍ଦା ବିଷୟରର ମଧ୍ୟ ଟିକେ ବି ଭାବୁନାହାନ୍ତି।

ତେବେ ଆଜିର ଖବର ମଧ୍ୟ କିଛି ଏହିପରି। ପ୍ରେମିକକୁ ପାଇବା ପାଇଁ ନିଜ ସ୍ୱାମୀକୁ ମା-ରିଦେଲେ ମହିଳା। ମୃତ-କଙ୍କ ପରିବାର ଥା-ନାରେ ଏହାକୁ ନେଇ ଅଭି-ଯୋଗ କରିଛନ୍ତି। ତେବେ ଘଟ-ଣାଟି ଘ-ଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥା-ନା ଅଧିନସ୍ଥ ପାର୍ବତୀପୁର ଅଂଚଳରେ।

ଘ-ଟଣା ଅନୁସାରେ ଧନେଶ୍ୱର ମହାଳିଙ୍କ ପୁଅ ଅନନ୍ତ ମହାଳିଙ୍କର ଦେଢ଼ ବର୍ଷ ପୂର୍ବେ ଭଦ୍ରକ ଜିଲ୍ଲା ଚୁନିନ୍ଦା ଅଂଚଳର ପିତ୍ତବାସ ସାହୁଙ୍କ ଝିଅ ଅନୁସୟାଙ୍କ ସହ ବିବାହ ହୋଇଥିଲା। ବିବାହ ପରେ ପୁଅ ର ବାପା-ମାଆ ବାଙ୍ଗାଲୋରକୁ ନିଜ ସାନ ଝିଅ ପାଖକୁ ଯାଇଥିଲେ। ଏହି ସମୟରେ ଘରେ ଅନନ୍ତ ଏବଂ ଅନୁସୟା ଏକା ରହୁଥିଲେ। ଉଭୟଙ୍କର ପ୍ରାୟ ସମୟ କୌଣସି କଥାକୁ ନେଇ ଝ-ଗଡା ଲାଗିରହୁଥିଲା।

ଝ-ଗଡା କାରଣରୁ ଝିଅର ବାପା ଆସି ଝିଅକୁ ଶାଶୂଘରୁ ନେଇଯାଇଥିଲେ। ଏହାପରେ ଅନନ୍ତ ଯେତେବେଳେ ଘରେ ଏକା ରହୁଥିଲେ ସେ ନିଜ ବେକରେ ଦଉଡି ଲଗାଇ ଆ-ତ୍ମହ-ତ୍ୟା କରିଥିଲେ। ଯାହାକୁ ଗ୍ରାମବାସୀମାନେ ନିଜ ଆଖିରେ ଦେଖିଥିଲେ। ଏହାପରେ ସେମାନେ ପରିବାର ଲୋକଙ୍କୁ ସବୁ କଥା ଜଣାଇଥିଲେ। ମୃ-ତକ ପରିବାରଲୋକ ଆସି ଥା-ନାରେ ଅଭି-ଯୋଗ କରିଛନ୍ତି।

ଅଭି-ଯୋଗରେ ମହିଳାଙ୍କ କାରଣରୁ ଏହି କା-ଣ୍ଡ ଘ-ଟିଛି ବୋଲି ପରିବାର ଲୋକ କହିଛନ୍ତି। ଏହାସହ ପରିବାର ଲୋକ ଆହୁରି ମଧ୍ୟ କହିଛନ୍ତି ଯେ ମହିଳାଙ୍କର ଆଉ ଜଣେ ପୁରୁଷ ସହ ସ-ମ୍ପର୍କ ଥିଲା। ସେଥିପାଇଁ ସେ ନିଜ ସ୍ୱାମୀ ଠାରୁ ଦୂରତା ର-କ୍ଷା କରୁଥିଲେ ଏବଂ ବାର୍ ବାର୍ ନିଜ ବାପ ଘରକୁ ଚାଲି ଆସୁଥିଲେ। ତେବେ ଘ-ଟଣାର ସତ୍ୟତା କଣ ତାହାକୁ ପୋ-ଲିସ ଏବେ ତ-ଦନ୍ତ କରୁଛି।

Leave a Reply

Your email address will not be published. Required fields are marked *