କେବଳ ବିବାହିତ ମହିଳା ମାନଙ୍କୁ ଫୋନ୍ କରି ପ୍ରେମ ନିବେଦନ କରୁଥିଲା କାଳିଆ, ଧ-ରା ପଡ଼ିଲା ପରେ ଖାଇଲା ମା-ଡ଼।

ଏବେ ଏମିତି ଏକ ଖବର ଲୋକଙ୍କ ସମ୍ମୁଖକୁ ଆସିଛି ଯେଉଁ ଥୀରେ ଜଣେ ଯୁବକ ବିବାହିତା ମହିଳା ମାନଙ୍କୁ ନିଜର ପ୍ରେମ ଜା-ଲରେ ଫସା-ଇବାକୁ ଚେଷ୍ଟା କରୁଥିବାର ଦେଖାଯାଇଛି ।ସେ ବିବାହିତା ମହିଳା ମାନଙ୍କୁ ଟା-ର୍ଗେଟ କରି ତାଙ୍କ ଫୋନ୍ ନମ୍ବର ଖୋଜି ତାଙ୍କୁ ପ୍ରଥମେ କଲ କରି କଥା ହଉଚି ଆଉ ପଟେଇବାକୁ ଚେଷ୍ଟା କରୁଛି। ଆଉ ଘଣ୍ଟା ଘଣ୍ଟା ଧରି କଥା ହେବା ପରେ ସେ ସେ ମହିଳା ମାନଙ୍କୁ ପ୍ରେମ ନିବେଦନ କରୁଥିଲା ।ଆଉ ସେଇ ମହିଳା ମାନେ ଯଦି ତା କଥା ନ ମାନୁଛନ୍ତି ତାହେଲେ ସେ ସେମାନଙ୍କୁ ଧ-ମକ ମଧ୍ୟ ଦେଉଥିଲା ।ଧମ-କରେ ସେ କହୁଚି ଯେ ତାଙ୍କ ପିଲାଙ୍କ ସହ ତାଙ୍କ ସ୍ୱାମୀକୁ ମଧ୍ୟ ଉଠାଇନେବ ବୋଲି ଯାହା ଦ୍ଵାର ସେହି ମହିଳା ମାନେ ଡ-ରି ଯାଉଛନ୍ତି।

ସେ ଏଭଳି ମହିଳା ମାନଙ୍କୁ ଟା-ର୍ଗେଟ କରୁଛି ଯେଉଁ ମାନେ ନିଜ ଘର ଛାଡ଼ି ପିଲାଙ୍କ ପାଇଁ ଆସି ଅଲଗା ଜାଗାରେ ରହୁଛନ୍ତି ଆଉ ଯେଉଁ ମାନଙ୍କ ସ୍ବାମୀ କାର୍ଯ୍ୟ ପାଇଁ ବାହାରେ ରହୁଛି।ସେ ସେମାନଙ୍କ ନମ୍ୱର୍ ଖୋଜି ତାଙ୍କୁ ପଟାଉଛି ଏବଂ ପରେ ତାଙ୍କୁ ହଇ-ରାଣ କରୁଛି।ଏହି ଭଳି ଘ-ଟଣା ରେ ଲୋକଙ୍କ ସମ୍ମୁଖକୁ ଆସିଛି କାଳିଆ ଯିଏ ବିବାହିତା ନାରୀଙ୍କୁ ଟା-ର୍ଗେଟ କରୁଥିଲା ଏବଂ ପରେ ଧ-ମକ ଦେଉଥିଲା ।ଏମିତି ଏକ ଘ-ଟଣା ଦଶରଥପୁର ବ୍ଲକର ମଙ୍ଗଳପୁର ଥା-ନା ଅନ୍ତର୍ଗତ ଶୈବାଳ ଗ୍ରାମରେ କୁଞ୍ଜବିହାରୀ ନାୟକ ଙ୍କ ପୁଅ ସତ୍ୟବ୍ରତ ନାୟକ।

ଦରଭା ଗ୍ରାମର ପ୍ରଫୁଲ୍ଲ ନାୟକ ଙ୍କ ସ୍ତ୍ରୀ ସ୍ମୃତିରେଖା ନାୟକ ଙ୍କୁ ଗତ ୩ ମାସ ହେଲା ପ୍ରେମ ନିବେଦନ କରିଆସୁଥିଲା।କିନ୍ତୁ ଯେତେ ବେଳେ ସ୍ମୃତିରେଖା ତାକୁ ମନା କଲେ ସେତେ ବେଳେ କାଳିଆ ତାଙ୍କୁ ଧ-ମକ ଦେବା ଆରମ୍ଭ କରିଲା ।ସେ କହିଲା ଯଦି ସେ ମହିଳା ଜଣକ ତା କଥା ରେ ରାଜି ନ ହୁଅନ୍ତି ତାହେଲେ ସେ ତା ପିଲା ଆଉ ତା ସ୍ବାମୀ କୁ ଉଠାଇ ନେବ।କାଳିଆ ସେହି ମହିଳା ଜଣକୁ ହଇ-ରାଣ କରିବା ଦ୍ଵାରା ସେ ମହିଳା ଜଣକ ତା ପିଲାକୁ ପାଠ ପଢିବା ପାଇଁ ଆଉ ନ ପଠାଇ ସେ ମଙ୍ଗଳପୁର ଗ୍ରାମ ଛାଡ଼ି ତା ନିଜ ଶାଶୁ ଘରେ ଯାଇ ରହିଲା।

ତାପରେ ବି କାଳିଆ ତାଙ୍କୁ ପିଛା କରି ତା ସାଥିଙ୍କ ସହ ମିଶି ତା ସାଥିମାନଙ୍କୁ କାର ରେ ନେଇଯାଇ ସ୍ମୃତିରେଖା ଙ୍କ ଶାଶୁ ଘର ଗାଁ ରେ ଯାଇ ପହଞ୍ଚି ଯାଇ ତାଙ୍କ ଘର ସମ୍ମୁଖ ଦେଇ ଗାଡ଼ି କୁ ନେବା ଆଣିବା କରୁଥିଲା ଆଉ ସ୍ମୃତିରେଖାଙ୍କୁ ଦେଖି ଖରାପ ଆଚରଣ କରୁଥିଲା।ଆଉ ସେହି ମହିଳା ଜଣକ ପାଣି ଆଣିବ ପାଇଁ ଯାଇଥିବା ବେଳେ କାଳିଆ ଓ ତା ସାଥୀ ମାନେ ସେହି ମହିଳା ଜଣକୁ ଉଠାଇବାକୁ ଚେଷ୍ଟା କରିଥିଲେ ଆଉ ସେଠାରେ ଲୋକମାନେ ଥିବାରୁ ତାଙ୍କର ଚେଷ୍ଟା ବି-ଫଳ ହୋଇଥିଲା ଓ ସେଠାରେ ଥିବା ଲୋକମାନେ ତାଙ୍କୁ ନିସ୍ତୁକ ମା-ଡ଼ ମଧ୍ୟ ମା-ରିଥିଲେ ଏବଂ ପରେ ମଙ୍ଗଳପୁର ଥା-ନାରେ ନେଇ ହାଜର କରିଥିଲେ ।

Leave a Reply

Your email address will not be published. Required fields are marked *