ନବମ ଶ୍ରେଣୀ ଛାତ୍ରୀ ହେଲେ 5 ମାସର ଗର୍ଭ-ବତୀ, ଟଙ୍କା ଲୋଭ ଦେଖାଇ ଦୁ-ଷ୍କର୍ମ କରିଥିଲେ ସରପଞ୍ଚଙ୍କ ସ୍ୱାମୀ

ଇଜ୍ଜ-ତକୁ ମାଟିରେ ମିଶାଇଲେ ସରପଞ୍ଚଙ୍କ ସ୍ୱାମୀ। ଗଜପତି ଜିଲ୍ଲା ଅଡ଼ବା ଅଞ୍ଚଳରେ ଘଟିଛି ଏକ ଲ-ଜ୍ଜାଜ-ନକ ଘ-ଟଣା। ଜଣେ ଆଦିବାସୀ ନାବା-ଳିକାଙ୍କୁ ଦୁ-ଷ୍କର୍ମ କରିଥିବାର ହୋଇଛି ଅଭି-ଯୋଗ। ତେବେ ନାବା-ଳିକା ଜଣକ ଏବେ 5 ମାସର ଗର୍ଭ-ବତି ଅଟନ୍ତି।

ତେବେ ସୂଚନା ଅନୁସାରେ ନାବା-ଳିକା ଜଣକ ହେଉଛନ୍ତି ଅଡବା ଥା-ନା ଅଞ୍ଚଳର ପଦ୍ମା। ସେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ଝିଅଟି ପ୍ରତିଦିନ ସ୍କୁଲ ଯିବା ଆସିବା କରିବା ସମୟରେ ତା ଉପରେ ଖରାପ ନଜର ପକାଇଥିଲେ ସରପଞ୍ଚଙ୍କ ସ୍ୱାମୀ। ଝିଅର ବାପା-ମାଆ କାମକୁ ଗଲା ପରେ ପଦ୍ମାଙ୍କ ଘରକୁ ଆସୁଥିଲେ ସରପଞ୍ଚଙ୍କ ସ୍ୱାମୀ।

ତେବେ ମୋବାଇଲ୍‌ ଦେବା ବାହାନାରେ ଝିଅକୁ ବ୍ୟକ୍ତିଟି ବଳପୂର୍ବକ ଦୁ-ଷ୍କର୍ମ କରୁଥିଲା। ଏହାପରେ କାହା ଆଗରେ ମୁହଁ ଖୋଲିଲେ ଜୀବନରୁ ମା-ରିଦେବ ବୋଲି ସରପଞ୍ଚଙ୍କ ସ୍ୱାମୀ ଦେଉଥିଲା ଧ-ମକ। ଯେଉଁଥିପାଇଁ ଝିଅଟି ବାଧ୍ୟ ହୋଇ ଚୁପ୍‌ ରହୁଥିଲା। ଏହାପରେ ସମୟ ବିତିବା ସହ ପଦ୍ମା ନିଜକୁ ଅସୁସ୍ଥ ଅନୁଭବ କରିବାକୁ ଲାଗିଲେ। ଆଉ ସମ୍ଭାଳି ନପାରି ଝିଅଟି ନିଜ ବାପାଙ୍କୁ ସବୁକିଛି କହିଥିଲା।

ସବୁ କଥା ଶୁଣିବା ପରେ ବାପାଙ୍କ ପାଦ ତଳୁ ମାଟି ଖସିଗଲା। ଝିଅର ଘରଲୋକ ସବୁକିଛି ଜାଣିଯାଇଛନ୍ତି ବୋଲି ଯେତେବେଳେ ସରପଞ୍ଚଙ୍କ ସ୍ୱାମୀ ଶୁଣିଲେ ସେତେବେଳେ ଗ-ର୍ଭ ନ-ଷ୍ଟ କରିବା ପାଇଁ ସରପଞ୍ଚଙ୍କ ସ୍ୱାମୀ କହିଥିଲେ। ମାତ୍ର ଝିଅର ବାପା ଏଥିରେ ରାଜି ନହେବାରୁ ସରପଞ୍ଚଙ୍କ ସ୍ୱାମୀ ଟଙ୍କା ଏବଂ ଇନ୍ଦିରା ଆବାସ ଯୋଜନାରେ ଘର ଦେବାକୁ ଲୋଭ ଦେଖାଇଥିଲେ।

ତେବେ ପରିବାର ଲୋକେ କୌଣସି କଥାରେ ରାଜି ନହେବାରୁ ହ-ତ୍ୟା ଧ-ମକ ଦେଇଥିଲେ ସରପଞ୍ଚଙ୍କ ସ୍ୱାମୀ। ଏଥିରେ ପଦ୍ମାଙ୍କ ପରିବାର ଲୋକେ ଭ-ୟଭୀ-ତ ହୋଇ ଥା-ନାରେ ଲିଖିତ ଅଭି-ଯୋଗ କରିଛନ୍ତି। ସରପଞ୍ଚଙ୍କ ସ୍ୱାମୀଙ୍କ ବିରୋ-ଧରେ ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପୁ-ଲିସ ମାମ-ଲା ରୁଜୁ କରି ଘଟ-ଣାର ତ-ଦନ୍ତ କରୁଛି।

Leave a Reply

Your email address will not be published. Required fields are marked *