ନିଜର ନାମ ଗୋପନ ରଖି ପେପର ରେ ଲେଖି କ୍ଷମା ପ୍ରାର୍ଥନା କଲେ ଜଣେ ବୃଦ୍ଧ ହେତୁବାଦୀ ।

ମଣିଷ ଏକ ସାମାଜିକ ପ୍ରାଣୀ । ଆଉ ସମାଜରେ ରହିବାକୁ ହେଲେ ତାକୁ ଅନେକ ନୀତି ନିୟମକୁ ଧ୍ୟାନରେ ରଖିବାକୁ ପଡିଥାଏ । ଏହା ସତ୍ୟ ଅଟେ କି ଆମେ ବର୍ତ୍ତମାନ ଏକ ଅତ୍ୟାଧୁନିକ ତଥା ଟେକ୍ନୋଲୋଜିର ଦୁନିଆଁରେ ବସବାସ କରୁଛନ୍ତି କିନ୍ତୁ ଆମେ କେବେ ବି ଆମ ପୁରାଣ ଶାସ୍ତ୍ରକୁ ଏଡ଼ାଇ ଦେଇ ପାରିବା ନାହିଁ । ମାତ୍ର ବର୍ତ୍ତମାନ ଆମ ରାଜ୍ୟରେ ଏହିପରି କିଛି ହେତୁବାଦୀ ମା-ତିଛନ୍ତି ଯେଉଁମାନେ କୌଣସି ନୀତିନିୟମକୁ ମାନୁ ନାହାନ୍ତି ଏବଂ ଲୋକଙ୍କୁ ମଧ୍ୟ ନୀତି ନିୟମକୁ ଭ-ଙ୍ଗ କରିବାର ପ୍ରବଚନ ଦେଉଛନ୍ତି ।

ତେବେ ଚଳିତ ବର୍ଷ ଏହିଭଳି ଘ-ଟଣା ଦେଖିବାକୁ ମିଳିଥିଲା ଅକ୍ଟୋବର ମାସର ଅମାବାସ୍ୟାର ସୂର୍ଯ୍ୟପରାଗରେ ଏବଂ ପୁଣିଥରେ ଏହା ଚନ୍ଦ୍ର ଗ୍ରହଣରେ ମଧ୍ୟ ଦେଖିବାକୁ ମିଳିଥିଲା ଯାହାକୁ ନେଇ ବର୍ତ୍ତମାନ ସୃଷ୍ଟି ହୋଇଛି ତା-ଣ୍ଡବ ଲୀଳା ଯାହା ଜାଣିଲେ ଆପଣ ଚକିତ ହୋଇଯିବେ ।ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି ଚଳିତ ସୂର୍ଯ୍ୟପରାଗ ରେ ବ୍ରହ୍ମପୁରରେ କିଛି ହେତୁବାଦୀ ପାକ ନିଷେ-ଧକୁ ଆମାନ୍ୟ କରି ମାଂ-ସ ଭାତ ଖାଇଥିଲେ । ତେବେ ଚନ୍ଦ୍ର ଗ୍ରହଣରେ ମଧ୍ୟ ସେମାନେ ସେହିପରି କରିଥିଲେ ଯଦିଓ ଆମ ଶାସ୍ତ୍ରରେ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗରେ ପାକ ନି-ଷେଧ ରହିଛି ।

ତେବେ ଏହାକୁ କଡା ବି-ରୋଧ କରିଥିଲେ ପରମ୍ପରାବାଦୀ ମାନେ ଆଉ ଉଭୟ ଗ୍ରୁପଙ୍କ ମଧ୍ୟରେ ତି-କ୍ତତା ମଧ୍ୟ ଦେଖା ଦେଇଥିଲା । ମାତ୍ର ବର୍ତ୍ତମାନ ଏହି ମାମ-ଲାକୁ ନେଇ ଅନ୍ୟ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି ଯେଉଁଥିରେ ଦେଖା ଯାଇଛି କି ହେତୁବାଦୀ ମାନେ ହାର ମାନିଛନ୍ତି ଆଉ ସମସ୍ତଙ୍କ ଆଗରେ ହାତ ଯୋଡ଼ି କ୍ଷମା ମାଗିଛନ୍ତି ମଧ୍ୟ । ତେବେ ଆହୁରି ମଧ୍ୟ ଦେଖା ଯାଇଛି ଯେ, ଜଣେ ପରମ୍ପରାବାଦୀ ଜଣେ ବୟସ୍କ ହେତୁବାଦୀଙ୍କୁ ପ୍ରଶ୍ନ କରିଛନ୍ତି କି ଯଦି ଆପଣ ପରମ୍ପରାକୁ ମାନୁ ନାହାନ୍ତି ତେବେ ଆପଣଙ୍କର ନାମକରଣ, ଦଶାହ, ଜନ୍ମଦିନ ଏହି ସବୁକୁ ମଧ୍ୟ ମାନିବେ ନାହିଁ ।

ତେବେ ସେ କହିଥିଲେ କି ଯଦି ଆପଣ ଜଣେ ବୟସ୍କ ଲୋକ ହୋଇ ଏହିପରି କରିବେ ତେବେ ଆପଣଙ୍କ ଠାରୁ ଆମ ଭବିଷ୍ୟତ ପିଲା ମାନେ କଣ ଶିକ୍ଷା କରିବେ । ତେବେ ଏହିଭଳି ଭାବରେ ପରମ୍ପରାବାଦୀ ଜଣଙ୍କ ହେତୁବାଦୀଙ୍କ ସହ ଯୁ-କ୍ତି ରଖିଥିଲେ ଆଉ ହେତୁବାଦୀ ଜଣଙ୍କ ମଧ୍ୟ ପ୍ରଥମେ ନିଜର ଯୁ-କ୍ତି ରଖିଥିଲେ ମାତ୍ର ପରେ ସେ ନିଜର ଭୁଲ ମାନିଥିଲେ । ଆଉ ହାତ ଯୋଡ଼ି କ୍ଷମା ମଧ୍ୟ ମାଗିଥିଲେ । ଆଉ ଅନ୍ୟଜଣେ ବୟସ୍କ ହେତୁବାଦୀ ମଧ୍ୟ ନିଜ ନାମ ଗୋପନ ରଖି କାଗଜରେ ଲେଖି କ୍ଷମା ମାଗିଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *