ଲକ୍ଷେ ଶିବ ପୂଜି ପାଇଛି ଦୁଇଟି ବେଇ-ମାନ ପୁଅ।’ ଜଣେ ହତଭାଗା ମାଆ ର ଦୁଃ-ଖ କାହାଣୀ

ସୃଷ୍ଟି ର କର୍ତ୍ତା ହେଉଛନ୍ତି ଭଗବାନ।ସୃଷ୍ଟି କୁ ସୁରୁଖୁରୁରେ ରେ ଚଳେଇବା ପାଇଁ ଭଗବାନ ମାଆ ବାପା ଙ୍କୁ ବନେଇଛନ୍ତି।ସେମାନେ ହେଉଛନ୍ତି ଭଗବାନ ସଦୃଶ।ମାଆ ଜଣେ କେତେ କଷ୍ଟ ରେ ପିଲା କୁ ଜନ୍ମ ଦେଇଥାଏ ଓ ତାର ଲାଳନ ପାଳନ କରି ବଡ଼ କରିଥାଏ।କିନ୍ତୁ ସେ ପିଲା ଯେବେ ବଡ଼ ହୋଇଯାଏ ସେଇ ମାଆ ର ସେବା ନ କରି ତାକୁ ଘରୁ ବାହାର କରିଦିଏ।

ଏଭଳି ଦୃ-ଶ୍ୟ ଆଜି ସମାଜ ରେ ସବୁ ଆଡ଼େ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ସୋସିଆଲ ମିଡିଆ ରେ,ଯେଉଁଠାରେ ଏକ ବୁଦ୍ଧି ମାଆ ଟିଏ ପେନ୍ ବିକି ନିଜ ଗୁଜୁରାଣ ମେଣ୍ଟାଉଛି।ଭିଡିଓ ରେ ଦେଖିବାକୁ ମିଳିଛି ଯେ କିପରି ସେ ବୁଦ୍ଧି ଜଣକ ଓଳିଏ ଖାଇବାର ପାଇଁ ଖରା ରେ ବୁଲି ବୁଲି ପେନ୍ ବିକୁଛନ୍ତି ଓଳିଏ ଖାଇବାର ପାଇଁ।

ଘରେ ତାଙ୍କର ଦୁଇଦୁଇଟା ଭେଣ୍ଡିଆ ପୁଅ ଅଛନ୍ତି।ଜଣେ ଡାକ୍ତର ତ ଆଉ ଜଣେ ଇଞ୍ଜିନୀୟର।ଦୁଇ ଜଣଙ୍କର ଆଲିସାନ୍ ବଙ୍ଗଳା ଅଛି,କିନ୍ତୁ ସେ ବଙ୍ଗଳା ରେ ଏ ବୁଢ଼ୀ ମା କୁ ରଖିବା ପାଇଁ ଟିକେ ଜାଗା ନାହିଁ। ବୁଢ଼ୀ ମାଆ ଟି ଏଇ ବୟସ ରେ ସାହାରା ପାଇଁ ଦୁଇ ଜଣ ପୁଅ ଜନ୍ମ କଲା ସତ କିନ୍ତୁ ତା ପାଖରେ କେହି ନାହିଁ ତାର ଯତ୍ନ ନେବା ପାଇଁ।ସତରେ ଭଗବାନ କେଡ଼େ ନିଷ୍ଠୁର।

ସେଇ ପୁଅ ମାନେ ନିଜ ମାଆ କୁ ଘରୁ ବିତାଡ଼ି ଦେଲେ ଯେଉଁ ମାଆ ତାଙ୍କୁ ଛୋଟରୁ ଏତେ ବଡ଼ ମଣିଷ କରିଛି।ସେଇ ମାଆ ର ଆଜି ଚମ ଧୁଡୁ ଧୁଡୁ ହେଇଗଲାଣି ଓ ସେ ଖରା ତ ରେ ଏପଟୁ ସେପଟ ସେପଟୁ ଏପଟ ହୋଇ ଛିଡା ଶାଢ଼ୀ ଖଣ୍ଡେ ପିନ୍ଧି ପେନ୍ ବିକୁଚି ମୁଠେଇ ଦାନା ପାଇଁ। ଏ ଦୃ-ଶ୍ୟ ଯିଏ ଦେଖୁଚି ସିଏ କା-ନ୍ଦି ପକାଉଛି।ସମସ୍ତଙ୍କୁ ଅନୁରୋଧ ଦୟାକରି ଏପରି ନିଜ ବାପା ମା ଙ୍କ କରନ୍ତୁ ନାହିଁ କାରଣ ଆଗକୁ ସେଇ ପୁଅ ନିଜେ ବାପା ହେବ ଓ ୟ ଥୁ ଆହୁରି ଭୟା-ନକ ପରିଣାମ ଭୋଗିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *