ବାରମ୍ବାର ମନା କଲା ପରେ ସ୍ତ୍ରୀ ରିଲସ କରିବାରୁ ଜୀବନରୁ ମା-ରିଦେଲା ସ୍ଵାମୀ।

ବର୍ତମାନ ସମୟରେ ଲୋକମାନେ ମଡର୍ନ ହେବାକୁ ଚେଷ୍ଟା କରୁଛନ୍ତି କର ଆମ ସମାଜ ଓ ଦୁନିଆ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି,ସେଥିପାଇଁ ଦୁନିଆ ସହ ତାଳ ମିଶାଇ ଚାଲିବା ପାଇଁ ଲୋକମାନେ କେତେ ପ୍ରକାର ଅଭ୍ୟାସ କୁ ଆପଣାଉଛନ୍ତି।ବର୍ତ୍ତମାନ ଲୋକମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ଖୁବ୍ ଶୀଘ୍ର ପରିଚିତ ହେବା ପାଇଁ ବହୁତ୍ ଚେଷ୍ଟା ଚଳାଇଛନ୍ତି।ଏହା ପାଇଁ ମଧ୍ୟ ସୋସିଆଲ ମିଡିଆ ରେ ବହୁତ ପ୍ରକାରର ଏପ୍ସ ମଧ୍ୟ ଅଛି ଯାହାକୁ ବର୍ତ୍ତମାନ ସମୟରେ ଲୋକମାନେ ବହୁତ୍ ପସନ୍ଦ କରୁଛନ୍ତି।କିନ୍ତୁ ଏବେ ସୋସିଆଲ ମିଡିଆ ରେ ଚହଳ ସୃଷ୍ଟି କରୁଛି ଇନଷ୍ଟାଗ୍ରାମ, ଫେସ୍ ବୁକ୍ ଏବଂ ଅନେକ ରିଲ୍ସ ଏପ୍ ଯେଉଁଥିରେ ବର୍ତ୍ତମାନ ପିଢ଼ିର ଲୋକମାନେ ଅନେକ ରୁ ଅନେକ ସମୟ ରିଲସ କରିବା ପାଇଁ ଲାଗିପଡିଛନ୍ତି।ଏବଂ ଏହି ରିଲସ ସୋସିଆଲ ମିଡିଆରେ ଲୋକମାନେ ବହୁତ୍ ମାତ୍ର ରେ ପସନ୍ଦ କରୁଛନ୍ତି।

ଯାହା ଦ୍ଵାରା ସେମାନେ ଅନେକ ରୁ ଅନେକ ରିଲସ୍ କରି ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି ଯାହାଦ୍ଵାରା ସେମାନେ ଦିନକୁ ଦିନ ଆହୁରି ଭଲ କରିବାକୁ ଚେଷ୍ଟା କରିଥାନ୍ତି। ପିଲାମାନଙ୍କ ଠାରୁ ଆରମ୍ଭ କରି ବୁଢ଼ା ମାନଙ୍କ ପର୍ଯ୍ୟନ୍ତ ଏହି ନି-ଶା ଏବେ ସମସ୍ତଙ୍କୁ ଘାରିଛି।ଏମିତି ଏକ ଘ-ଟଣା ଘ-ଟିଛି ଯେଉଁ ଥିରେ ରିଲସ୍ କରିବା ହେଲା ସ୍ତ୍ରୀ ପାଇଁ କାଳ।ନିଜ ସ୍ବାମୀ ହାତରେ ଗଲା ସ୍ତ୍ରୀ ର ଜୀବନ ।

ସ୍ତ୍ରୀ ଜଣକ ବାହାଘର ପରେ ସେ ରିଲସ୍ କରୁଥିଲା ଯାହା ଦ୍ଵାରା ତା ନିଜ ସ୍ବାମୀ ତାକୁ ବହୁତ ଥର ମନା କରିଥିଲା କିନ୍ତୁ ତା ନିଜ ସ୍ତ୍ରୀ ତା ସ୍ବାମୀ କଥାକୁ ନ ମାନି ରିଲସ୍ ପରେ ରିଲସ୍ କରିଚାଲିଲା। ରିଲସ୍ ବିଭିନ୍ନ ପ୍ରକାରର ଡ୍ରେସ୍ ବ୍ୟବହାର କରିବା ଦ୍ଵାରା ତା ସ୍ବାମୀ ତାକୁ ମନା କରିବା ସତ୍ତ୍ୱେ ସେ କଥାକୁ ନା ମାନି ରିଲସ୍ କରି ଚାଲିଲା ଯାହା ଆଜି ତା ପାଇଁ କାଳ ସାଜିଲା।

ତା ସ୍ବାମୀ କହିବା ମୁତାବକ ସେ ରିଲସ୍ କଲା ବେଳେ ଅନେକ ପ୍ରକାରର ଷ୍ଟାଇଲ ଡ୍ରେସ୍ ପିନ୍ଧୁଥିଲା ଯାହା ଜଣେ ନାରୀ କେବେବି ପିନ୍ଧିବା ର ନୁହେଁ।ସ୍ତ୍ରୀ ଲୋକ ଜଣକ ଯେତେ ବେଳେ ରିଲସ୍ କରୁଥିଲେ ସେହି ଭିଡିଓ ଗୁଡ଼ିକ ତା ସ୍ବାମୀ ସାଙ୍ଗ ମାନେ ଦେଖି ତା ସ୍ୱାମୀର ମଜା ଉଡାଉଥିଲେ ଯାହା ତା ସ୍ୱାମୀକୁ ଭଲ ଲାଗୁନଥିଲା।ସେ ତା ସ୍ତ୍ରୀ କୁ ଆସି ବାରମ୍ବାର ମନ କରିବା ସତ୍ତ୍ୱେ ଯେତେ ବେଳେ ତା ସ୍ତ୍ରୀ ତା କଥା ନ ଶୁଣି ରିଲ୍ସ୍ କରିଚାଲିଲା ସେତେବେଳେ ସିଆ ଆଉ କିଛି ନ କହି ତା ସ୍ତ୍ରୀକୁ ମା-ରିଦେଇଛି ବୋଲି ନିଜେ ସ୍ବାମୀ ମିଡିଆ ଆଗରେ ପରିପ୍ରକାଶ କରିଛି।

ଯାହା ଏବେ ବଡ଼ ଚର୍ଚ୍ଚା ର ବିଷୟ ପାଲଟିଛି। ଏବେ ଲୋକମାନେ ପରିଚିତ ଆଉ ନିଜକୁ ଲୋକମାନଙ୍କୁ ଆଗକୁ ଆଣିବା ପାଇଁ କିଛି ବି କରିପାରନ୍ତି। ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ପାଲଟିଛି ଯେ ଝିଅ ମାନେ ରିଲସ୍ ମାଧ୍ୟମରେ ଏମିତି ପ୍ରକାର ଭିଡିଓ ପୋଷ୍ଟ କରୁଛନ୍ତି ଯାହା ଲୋକମାନେ ଅନେକ ରୁ ଅନେକ ସମୟ ରିଲସ୍ ଦେଖିବାରେ ଅବହେଳା କରୁନାହାନ୍ତି।

ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ପଛରେ ପାଗଳ।ଏମିତି ଏକ ଘଟ-ଣା ଘ-ଟିଛି ଯେଉଁଥିରେ ମୃତ-କଙ୍କ ନାମ ଚିତ୍ରା ବୋଲି ଜଣାପଡିଛି ଏଵଂ ନିଜ ସ୍ବାମୀ ଅମୃତ ଲିଙ୍ଗମ୍ ସମସ୍ତଙ୍କୁ କହିଛନ୍ତି ଯେ ସେ ନିଜେ ତାଙ୍କ ସ୍ତ୍ରୀ କୁ ମା-ରିଛନ୍ତି। ଆଉ ମା-ରିବାର କାରଣ କହିଛନ୍ତି ଯେ ସେ ତାଙ୍କ କଥା ନମାନି ରିଲସ୍ ପରେ ରିଲସ କରି ଚାଲିଥିଲେ ଯାହା ଦ୍ଵାରା ସେ ଶେଷରେ ଏହି ନିଷ୍ପତି ନେବା ପାଇଁ ବାଧ୍ୟ ହୋଇଥିଲେ।ଚିତ୍ରାଙ୍କର ଆଶା ଥିଲା ସେ ଅଭିନୟ କରିବେ କିନ୍ତୁ ତାଙ୍କ ସ୍ୱାମୀର ସେ ସବୁ ପସନ୍ଦ ନଥିଲା କି ସେ ଛୋଟ ଡ୍ରେସ୍ ପିନ୍ଧି ଛୋଟ ଛୋଟ ଗୀତ ରେ ନାଚନ୍ତୁ ବୋଲି। ସେଥିପାଇଁ ସେ ବାରମ୍ବାର ମନା କରୁଥିଲେ। ସେଥିପାଇଁ ସେ ଶେଷରେ ଏହି ନିଷ୍ପତି ନେଇଥିଲେ। ଶେଷରେ ସୋସିଆଲ ମିଡିଆରେ ପରିଚିତ ହେବାପାଇଁ ଗଲା ଏକ ଜୀବନ ।

Leave a Reply

Your email address will not be published. Required fields are marked *