ପ୍ରଥମ ସ୍ଵାମୀ ଧୋ-କା ଦେଲା,ପୁଣି ଅନ୍ୟ ଜଣେ ଯୁବକ ବାହା ହେବି କହି ଗର୍ଭ-ବତୀ କଲା, କହିଲେ ମହିଳା।

ବନ୍ଧୁଗଣ ଏମିତିବି ଘ-ଟଣା ଘଟିପାରେ ଆପଣ ମାନେ ଶୁଣିଲେ ବିଶ୍ୱାସ କରିପାରିବେନି। ଜାଣେ ମହିଳାଙ୍କ ସହ ଏମିତି କିଛି ଅଭା-ବନୀୟ ଘ-ଟଣା ଘଟିଛି।ମହିଳା ଜଣକ କିଛି ବର୍ଷ ପୂର୍ବେ ବିବାହ କରିଥିଲେ।କିନ୍ତୁ ତାଙ୍କର କନ୍ୟା ସନ୍ତାନ ଜନ୍ମ ହେଲା ପରେ ତାଙ୍କ ସ୍ବାମୀ ତାଙ୍କୁ ଛାଡିଦଇଥିଲେ।ପୁଣି ୨୦୨୨ ମସିହାରେ ମହିଳା ଜଣକ ଆଉଜଣେ ଯୁବକ କୁ ଭଲ ପାଇ ବସିଲେ ।ଏହି କଣ ହେଲା ଏବେ ସେ ଯୁବକ ବି ମହିଳାଙ୍କୁ ଧୋ-କ ଦେଇ କୁଆଡେ ଚାଲିଛି।ହଁ ଆଜ୍ଞା ଏମିତି ଏକ ଘ-ଟଣା ଦେଖିବାକୁ ମିଳିଛି।ମହିଳା ଜଣକ ୨୦୧୫ ମସିହାରେ ଜଣେ ଯୁବକ ଙ୍କୁ ରୀତିନୀତି ଅନୁସାରେ ବିବାହ କରିଥିଲେ।

କିନ୍ତୁ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହେଲା ପରେ ସବୁ କିଛି ବଦଳି ଯାଇଥିଲା ,ତାଙ୍କର ବିବାହ ବି-ଚ୍ଛେଦ ହୋଇଥିଲା।ଏମିତି କିଛି ଦିନ ଗଲା ପରେ ମହିଳା ଜନକ ଜୀବନରେ ଆଉ ଜଣେ ପୁରୁଷ ବନ୍ଧୁ ଆସିଥିଲେ। ୨ୟ ପୁରୁଷ ବନ୍ଧୁ ଜଣକ ମହିଳାଙ୍କୁ ବିବାହ କରିବାର ପ୍ରତି-ଶୃତି ବି ଦେଇଥିଲେ। ଉଭୟଙ୍କ ଘର ଲୋକ ଏହି ବିଷୟରେ ଅବଗତ ଥିଲେ।

ତାପରେ ୨ ଜଣଙ୍କ ଭିତରେ ଗଢି ଉଠିଥିଲା ଶାରୀ-ରିକ ସଂପର୍କ। ସେ ପୁରୁଷ ବନ୍ଧୁ ଜଣକ ବହୁତ୍ ଥର ମହିଳାଙ୍କ ରୁମ୍ କୁ ଆସିଛନ୍ତି ଏବଂ ଶାରୀ-ରିକ ସମ୍ପର୍କ ରଖିଛନ୍ତି। ମହିଳା ଜଣକ ବରଣ କରିବାରୁ ସେ ମହିଳାଙ୍କୁ ବହୁତ୍ କଥା କହି ବୁଝାଇ ଦିଅନ୍ତି।ପୁରୁଷ ବନ୍ଧୁ ଜନକ ୩/୪ ଯାଇ ମହିଳାଙ୍କ ରୁମ୍ ରେ ରହୁଥିଲେ ଏବଂ ମନ ଇଚ୍ଛା ଶାରୀ-ରିକ ସ-ମ୍ପର୍କ ରଖିଥିଲେ ।

ବେଳେ ବେଳେ ୨ ଜଣ ମିଶି ହୋଟେଲ୍ କୁ ଯାଉଥିଲେ ସେଠାରେ ବି ମନ ଇଚ୍ଛା ଶାରୀ-ରିକ ସମ୍ପ-ର୍କ ରଖିଥିଲେ। ହେଲେ କଣ ହେବ ସବୁଦିନ ସମାନ ନଥାଏ।ଏବେ ସେ ପୁରୁଷ ବନ୍ଧୁଙ୍କ କିଛିବି ଖୋଜ ଖବର ମିଳୁନାହିଁ।ଯାହାକୁ ନେଇ ମହିଳା ଜନକ ବହୁତ୍ ଚିନ୍ତିତ ଅଛନ୍ତି। ସେ କୋଲକାତା ରେ କାମ କରନ୍ତି।ସେ କୋଲକାତା ଯିବା ଆଗରୁ ମହିଳାଙ୍କ ସହ ଦେଖା କରି ଯାଇଥିଲେ ହେଲେ କିଛି ଦିନ ହବ ତାଙ୍କର କିଛି ଖବର ନାହିଁ କି ଫୋନ୍ ବି ଲାଗୁନାହିଁ।

ଏବେ ପୁଣି ମହିଳା ଜନକ ୨ ମାସର ଗର୍ଭ-ବତୀ ।ଜଣେ ତାଙ୍କୁ ଧୋ-କା ଦେଇଥିଲେ ପୁଣି ଆଉ ଜଣଙ୍କ ଉପରେ ଭରସା କରିଥିଲେ ସେ ବି ତାଙ୍କୁ ଧୋ-କା ଦେଲେ। ଏବେ ମହିଳା ଜନକ ନିଜକୁ ବହୁତ୍ ଅସହାୟ ମନେ କରୁଛନ୍ତି ଏବଂ ପୋ-ଲିସ ଷ୍ଟେ-ସନ ରେ ଅଭି-ଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *