ଅର୍ଚ୍ଚନାଙ୍କ ପୈତୃକ ଘର ସହ ଆହୁରି 6ଟି ସ୍ଥାନରେ ଛାପା ମା-ରିଛି ଇଡି, ଫୁଲ ସିକ୍ୟୁ-ରୀଟି ସହିତ କରାଯାଉଛି ଯା-ଞ୍ଚ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମ-ଲାରେ ଅର୍ଚ୍ଚନାଙ୍କ ଘର ସମେତ ଆହୁରି 6ଟି ସ୍ଥାନରେ ଚ-ଢାଉ କରିଦେଇଛି ଇଡି। ଅର୍ଚ୍ଚନାଙ୍କ ଟଙ୍କା କାରବାରକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଯାଇଛି। ଅର୍ଚ୍ଚନାଙ୍କ ପୈତୃକ ଘର, ବାଲେଶ୍ୱର ଜିଲ୍ଲାରେ ଥିବା ଜଗବନ୍ଧୁଙ୍କ ଘର, ଅର୍ଚ୍ଚନାଙ୍କ ମୁଖ୍ୟ ସହଯୋଗୀ ଖଗେଶ୍ୱରଙ୍କ ଘର ଏବଂ ରସୁଲଗଡ଼ରେ ଥିବା କାର ଶୋରୁମ୍ ରେ ଚଢ଼ାଉ କରାଯାଇଛି ଇଡି।

ତେବେ ଜଗବନ୍ଧୁଙ୍କ ଘରେ ଚ-ଢ଼ାଉ ହେବା ଆଗରୁ କୌଣସି ସ୍ଥାନରୁ ଭିତରୁଆ ସୂଚନା ପାଇ ଘରେ ତାଲା ପକାଇ ଜଗବନ୍ଧୁଙ୍କ ବାପା- ମାଆ, ଭାଇ ଫେ-ରାର ହୋଇଯାଇଛନ୍ତି। ତେବେ ଇଡି ଏକ 11 ଜଣିଆ ଟିମ ଜଗବନ୍ଧୁଙ୍କ ଘରେ ପହଁଞ୍ଚି ଚ-ଢ଼ାଉ କରି ବର୍ତ୍ତମାନ ସେମାନଙ୍କ ସମ୍ପର୍କୀୟଙ୍କୁ ପଚ-ରାଉ-ଚରା କରୁଛି।

ଗୁରୁବାର ଦିନ ସକାଳ 10 ଟାରେ ଏହି ଟିମ ଚ-ଢ଼ଉ ଆରମ୍ଭ କରିଥିଲା। ଚଢ଼ଉ ବେଳେ ଟିମ୍ ହାତରେ ଏକ ଟିଣ ବାକ୍ସ ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ପଡିଛି। ଚଢାଉ ସମୟରେ ସ୍ଥାନୀୟ ପୋ-ଲିସ ଏବଂ ସିଆରପିଏଫ୍‌ ବାହିନୀ ନିୟୋଜିତ ରହିଛନ୍ତି।

Leave a Reply

Your email address will not be published. Required fields are marked *