ସ୍ଵାମୀ କୁ ହାଣିଲା ସ୍ତ୍ରୀ, ଦୁଇ ପୁଅ ସହ ମିଶି ଜୀବନରୁ ମା-ରି ଦେଲା ସ୍ତ୍ରୀ।

ବର୍ତମାନ ସମୟରେ ମଣିଷ ଉପରୁ ମଣିଷ ର ବିଶ୍ୱାସ ରହୁନାହିଁ କାରଣ ସମସ୍ତେ ନିଜ ବିଷୟରେ ଭାବୁଛନ୍ତି ଯାହାଦ୍ୱାରା ମଣିଷ ମଧ୍ୟାରେମତନ୍ତର ଅନେକ ସମୟରେ ଦେଖିବାକୁ ମିଳିଥାଏ।ଏହି ଭଳି ଏକ ଘ-ଟଣା ଘଟିଯାଇଛି ଯେଉଁଥିରେ ନିଜର ସ୍ତ୍ରୀ ତାର ନିଜ ସ୍ୱାମୀକୁ ହନିଦେଇଛି ଏବଂ ଏହି କାର୍ଯ୍ୟରେ ତାଙ୍କର ନିଜ ୨ ପୁଅ ତାଙ୍କୁ ସାହାଯ୍ୟ କରିଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳିଛି । ସାଧାରଣତଃ ଏହି ଘ-ଟଣା ଯେତେ ବେଳେ ପାରିବାରିକ କଳହ ଏକ ବଡ଼ ଧରଣ ରେ ପରିଣତ ହୋଇଥାଏ ସେହି ସମୟରେ ଏମିତି ପରିସ୍ଥିତି ଉପୂଜିଥାଏ।ଯାହା ଦ୍ଵାରା ସେମାନେ ନିଜର ଭାରସାମ୍ୟ ହରାଇ ପାଗ-ଳ ପରି ବ୍ୟବହାର କରନ୍ତି ଯାହାଦ୍ଵାରା ସେମାନେ କଣ ଠିକ୍ ଆଉ ଭୁଲ ନା ବୁଝି ଭୁଲ ପଦକ୍ଷେପ ନେଇଯାଆନ୍ତି ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ତାକୁ ସମସ୍ତଙ୍କ ସମ୍ମୁଖରେ ଦୋ-ଷି ପ୍ରମାଣିତ କରିଦିଏ।

ପରିବାର କଳ-ହରୁ ଏକ ବିରାଟ ସମସ୍ୟା ଉପୁଜିଛି ଯେଉଁଥିରେ ସ୍ବାମୀ ବ-ଳି ପଡ଼ିଯାଇଛି। ସେତେ ବେଳେ ତାର ନିଜ ସ୍ତ୍ରୀ ଓ ଦୁଇ ପୁଅ ମଧ୍ୟ ନିଜର ହେଲେନାହିଁ ।କାରଣ ଏହି କ-ଳହ ଘରେ ୧୫ ବର୍ଷ ଧରି ଚାଲିଥିଲା।ଘରେ ପୁଅଙ୍କୁ ରହିବାକୁ ଦେଉନଥିଲେ ତାଙ୍କ ବାପା ।ଅନେକ ସମୟ ମାଡ଼ ମାରିବା ସହ ଗା-ଳି ଗୁ-ଲଜ ମଧ୍ଯ କରୁଥିଲେ।ତାଙ୍କ ସ୍ତ୍ରୀ କହିବା ମୁତାବକ ସେ ତାଙ୍କ ର ଚାରି ଜନ ପିଲାଙ୍କୁ ଭିକ ମାଗି ତାଙ୍କର ଭରଣ ପୋଷଣ କରୁଥିଲେ।ସେ ୧୫ ବର୍ଷ ହେବ ବହୁତ୍ ଯ-ନ୍ତ୍ରଣା ସେହି ଆସିଥିଲେ କାରଣ ତାଙ୍କ ସ୍ଵାମୀ କହ କଥା ବି ବୁଝୁନଥିଲେ ଯାହା ଦ୍ଵାରା ପରିବାରରେ କଳି ଝ-ଗଡ଼ା ଲାଗି ରହିଥିଲା ଯାହା ଏବେ ଏତେ ବଡ଼ ବି-ଭର୍ଷ କା-ଣ୍ଡ ଘଟାଇଛି।

ନିଜ ସ୍ତ୍ରୀ ହନି ଦେଇଛି ନିଜ ସ୍ବାମୀ କୁ ଏବଂ ଏହି କାର୍ଯ୍ୟ ରେ ତାକୁ ସାହାଯ୍ୟ କରିଛନ୍ତି ତାର ଦୁଇ ପୁଅ ,ବାସ୍ତବରେ ଏହା କେତେ ଘୃ-ଣ୍ୟ କାହିଁକି ନା ସ୍ବାମୀ ହିଁ ପରିବାରରେ ସର୍ବଦା ଉଚ୍ଚରେ ରହିଥାନ୍ତି ଯାହାକି ସେ ସବୁ କିଛି ତୁଲାଇ ଥାଆନ୍ତି କିନ୍ତୁ ଏହି କ୍ଷେତ୍ରରେ ସେ କିଛି ନ ବୁଝି ତାଙ୍କ ପରିବାର ଲୋକଙ୍କୁ ଗାଳି କରିବା ସହ ମା-ଡ଼ ମଧ୍ୟ ମା-ରୁଥିଲେ। ଏଭଳି ଏକ ଘ-ଟଣା ଘଟିଯାଇଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ ତୁଟା ଗ୍ରାମରେ। ଯେଉଁଠି ସ୍ବାମୀ ର ବ୍ୟବହାରରେ ଅତିଷ୍ଟ ହୋଇ ଏହି ଭଳି କା-ଣ୍ଡ ଘଟା-ଇଛନ୍ତି ମହିଳା ଜଣକ।ମୃ-ତ ଜଣକ ହେଉଛନ୍ତି ସୂର୍ଯ୍ୟ ପାହାନ ଏବଂ ତାଙ୍କ ସ୍ତ୍ରୀ ସୁଗ୍ୟାନି ପାହାନ,ଏହି ଦୁହିଁଙ୍କ ମଧ୍ୟରେ କାଲି ଝ-ଗଡ଼ା ରୁ ଏହି ଘ-ଟଣା ର ଉତ୍ପତ୍ତି ହୋଇଛି।ଏହି ଝଗଡ଼ା ୧୫ ବର୍ଷ ତଳୁ ଚାଲିଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ସମାଧାନ ହୋଇପାରିନଥିଲା।

ସୁଜ୍ଞାନିଙ୍କ ର ଦୁଇ ପୁଅ ଓ ଦୁଇ ଝିଅ। ସେଥି ମଧ୍ୟରୁ ଦୁଇ ଝିଅଙ୍କର ବାହାଘର ସରିଯାଇଛି।ସ୍ତ୍ରୀ ର କହିବା ମୁତାବକ କିଛି ଦିନ ଆଗରୁ ତାଙ୍କ ସ୍ବାମୀ ଙ୍କ ଦ୍ଵାରା ସେ ବିଲ ମଝିରେ ଆକ୍ର-ମଣ ର ଶି-କାର ହୋଇଥିଲେ ଯେଉଁଠାରୁ ତାଙ୍କୁ ମୂ-ର୍ମୁଷ ଅବସ୍ଥାରେ ଉ-ଦ୍ଧାର କରାଯାଇଥିଲା।କିନ୍ତୁ ସ୍ତ୍ରୀ ଜଣକ ଶେଷରେ ତ ସ୍ବାମୀ ସନ୍ଧ୍ୟା ସମୟରେ ଦା-ଣ୍ଡ ରେ ଏକା ପାଇ ତାଙ୍କୁ ନିଜର ଦୁଇ ପୁଅଙ୍କ ସାହାଯ୍ୟରେ ଏକ କତା ସାହାଯ୍ୟରେ ତାଙ୍କ ସ୍ବାମୀ ଙ୍କୁ ହ-ତ୍ୟା କରିଛି ବୋଲି ମିଡିଆ ଙ୍କ ସମ୍ମୁଖରେ କହୁଥିବା ଶୁଣା ଯାଇଛି।

Leave a Reply

Your email address will not be published. Required fields are marked *