ଦଶ ମାସ ପରେ ମିଳିଲା ମୃ-ତଦେହ, ଏକ ଅଜଣା ଚିଠିରୁ ଖୋଲିଛି ହ-ତ୍ୟାର ରହସ୍ୟ

ପ୍ରେମ କରଣରୁ ଘଟିଛି ଆଉ ଏକ ହ-ତ୍ୟାକା-ଣ୍ଡ। ଦଶ ମାସ ପରେ ମିଳିଛି ଝିଅର ମୃ-ତଦେହ। ତେବେ ନୂଆପଡ଼ା ସଦର ଥା-ନା ଟାୱାଟ ପଞ୍ଚାୟତ ରତିପାଲି ଗାଁର +2 ପ୍ରଥମ ବର୍ଷ ଛାତ୍ରୀ ନି-ଖୋଜ ଘଟ-ଣାର ର-ହସ୍ୟ ଖୋଲିଯାଇଛି। ଏକ ଅଜଣା ଚିଠିରୁ ସବୁ ଘଟ-ଣା ଜଣା ପଡିଯାଇଛି। ଚିଠିରେ ଲେଖାଥିବା 5ଜଣ ଅଭି-ଯୁକ୍ତଙ୍କୁ ପୋ-ଲିସ ଅଟକ ରଖି ପଚ-ରାଉ-ଚରା କରୁଛି ଏବଂ ଏହା ସହ ପୋଲି-ସ ନି-ଖୋଜ ଛାତ୍ରୀଙ୍କ କ-ଙ୍କାଳ ମଧ୍ୟ ଖୋ-ଜି ପାଇଛି। ତେବେ ଘଟ-ଣାର 10 ମାସପରେ ପୁ-ଲିସ ମୃ-ତଦେହ ଉ-ଦ୍ଧାର କରିଛି।

ରତିପାଲି ଗାଁର ଧନୀରାମ ନାୟକଙ୍କ ଝିଅ ହିତେଶ୍ୱରୀ ଗତ ଜାନୁୟାରୀ 3 ତାରିଖ ରାତିରେ ଘରୁ କୁଆଡ଼େ ଚାଲି ଯାଇଥିଲେ। ଯାହାକୁ ନେଇ ନୂଆପଡ଼ା ଥା-ନାରେ ପରିବାରଲୋକ ଅଭି-ଯୋଗ କରିଥିଲେ। ତାପରେ ପୁ-ଲିସ ଖୋ-ଜାଖୋ-ଜି କଲାପରେ ମଧ୍ୟ କୌଣସି ତଥ୍ୟ ପ୍ରମାଣ ପାଇ ନ ଥିଲା।

ଚିଠିରେ ଥିବା ସୂଚନାଅନୁସାରେ ମଙ୍ଗଳବାର ଦିନ ପୋ-ଲିସ 5 ଜଣ ଯୁବକଙ୍କୁ ଗି-ରଫ କରି ଜେ-ରା କରିଥିଲା। ଜୋରଦାର ଜେ-ରା କରିବା ପରେ ସବୁ ଗୁ-ମର ଖୋଲିଯାଇଥିଲା। ଏହି ଘଟ-ଣାର ମାଷ୍ଟରମାଇଣ୍ଡ ଥିଲା 32 ବର୍ଷୀୟ ସୋନୁ ସାହୁ। ସୂଚନା ଆଧାରରେ ପୋ-ଲିସ ଯା-ଞ୍ଚ କରିବା ଆରମ୍ଭ କରିଥିଲା।

ତାପରେ ଝିଲମିଲା ଗାଁରେ ଚଢ଼ଉ କରି ଗାଁର ଦୁଖାଲୁ ଶବରଙ୍କ ଧାନ କ୍ଷେତରେ ଜେସିବି ସାହାଯ୍ୟରେ ମୃ-ତଦେ-ହକୁ ପୋ-ଲିସ ଉ-ଦ୍ଧାର କରିଥିଲା। ଝିଅର ମୃ-ତଦେ-ହକୁ ଦେଖି ବାପା-ମାଆଙ୍କ ପାଦ ତଳୁ ମାଟି ଖସିଯାଇଛି। ଦୁଃ-ଖରେ ଜର୍ଜ-ରିତ ହୋଇ ନ୍ୟା-ୟ ପାଇଁ ଭିକ ମାଗୁଛନ୍ତି ବାପା- ମାଆ।

Leave a Reply

Your email address will not be published. Required fields are marked *