ପ୍ରେମିକକୁ ଧରି ରୋ-ମା-ନ୍ସ କରୁଥିଲା ସ୍ତ୍ରୀ, ଧରିଦେଲେ ଗାଁ ଲୋକ ଆଉ ତାପରେ…।:-

ଆପଣ ସୋସିଆଲ ମିଡିଆରେ, ଟିଭିରେ ପର-କ୍ରିୟା ପ୍ରୀ-ତିକୁ ନେଇ ଅନେକ କଥା ଶୁଣିଥିବେ ଏବଂ ଦେଖିଥିବେ। ପର ପୁରୁଷ ତଥା ନାରୀ ସହ ସ-ମ୍ପର୍କ ରଖିବା ଏକ ସାଧାରଣ କଥା ହେଇଗଲାଣି। ଯିଏ ଯାହା ସହ ପାରୁଛି ସ-ମ୍ପର୍କ ରଖୁଛି। ବ୍ୟକ୍ତି ନିଜର ଇଜ୍ଜ-ତର ମଧ୍ୟ କିଛି ମହତ୍ୱ ରଖୁନାହିଁ। ଏପରି ଲୋକଙ୍କ ପାଇଁ ଆଜି ସମାଜ କଳୁ-ଷିତ ହେବାରେ ଲାଗିଲାଣି। ତେବେ ଏହିପରି ଏକ ଘ-ଟଣା ଦେଖିବାକୁ ମିଳିଛି କଟକର ବଡ଼ମ୍ବା ବ୍ଲକ ଅନ୍ତର୍ଗତ କଶିକିଆରୀ ଧାନପଲ୍ଲୀ ଗ୍ରାମରେ।

ତେବେ ଘଟ-ଣା ଅନୁସାରେ ଜଣେ ମହିଳା ବିବାହିତା ହୋଇ ମଧ୍ୟ ପର ପୁରୁଷ ସହ ରଖିଥିଲେ ସ-ମ୍ପର୍କ। ଅନଲାଇନ ମାଧ୍ୟମରେ ସୃଷ୍ଟି ହୋଇଥିଲା ଏହି ସ-ମ୍ପର୍କ। ତେବେ ପ୍ରେମିକ ଜଣକ ବ୍ରହ୍ମପୁରର ଅଟନ୍ତି। ମହିଳାଙ୍କର ସ୍ୱାମୀ ଘରୁ କାମ କରିବା ପାଇଁ ବାହରିଯିବା ପରେ ପତ୍ନୀ ସେହି ଯୁବକଙ୍କ ସହ କଥା ହେଉଥିଲେ। ଏହିପରି କିଛିଦିନ ଚାଲିବା ପରେ ଗତକାଲି ସ୍ୱାମୀ ଘରେ ନଥିବା ବେଳେ ଦୁଇ ଯୁବକ ଏକ ବାଇକରେ ଆସି ମହିଳାଙ୍କ ଘରେ ପହଁଞ୍ଚିଥିଲେ।

ସେଥିମଧ୍ୟରୁ ଜଣେ ଯୁବକ ମହିଳାଙ୍କ ସହ ଘର ଭିତରେ ରୋ-ମାନ୍ସ କରିବାକୁ ଲାଗିଲେ। ଠିକ ଏତିକି ବେଳେ ଗାଁଲୋକଙ୍କ ହାତରେ ଧ-ରାପଡିଗଲେ ଏହି ଦୁଇ ଯୁବକ। ଜଣେ ହାତରୁ ଖସିଯାଇଥିବା ବେଳେ ଆଉ ଜଣଙ୍କୁ ଅଟକ ରଖାଯାଇଛି। ଉଭୟ ମହିଳା ଏବଂ ପ୍ରେମିକକୁ ପୋ-ଲିସ ହାତରେ ଧରାଇଛନ୍ତି ଗାଁ ଲୋକ।

Leave a Reply

Your email address will not be published. Required fields are marked *