ଦମନ ଫିଲ୍ମର ସୁଟିଂ ସମୟରେ ହୋଇଥିବା କଷ୍ଟ ବିଷୟରେ ବଖାଣିଲେ ଓଲିଉଡ଼ ସୁପରଷ୍ଟାର ବାବୁଶାନ୍ ।

ବନ୍ଧୁଗଣ ଜଣେ ଡାକ୍ତରଙ୍କ ସଂ-ଘର୍ଷ ଓ ସଫଳତାର କାହାଣୀ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ଗତ ଶୁକ୍ରବାର ଦିନ ବଡ଼ ପରଦାରେ ରିଲଜ ହୋଇଛି । ଏହି ଫିଲ୍ମ ରିଲିଜ ହେଲା ପରେ ଓଡ଼ିଆ ସିନେଶିଳ୍ପ ପୁଣି ଥରେ ବର୍ତ୍ତମାନ ପୁଣି ଚଳଚଞ୍ଚଳ ହୋଇଉଠିଛି । ଏହି ଚଳଚ୍ଚିତ୍ରରେ ଲୋକପ୍ରିୟ ଅଭିନେତା ବାବୁସାନ୍‌ ଅଭିନୟ କରିଛନ୍ତି । ଏଥିରେ ବାବୁସାନ୍‌ ନିଜର ଚିରାଚରିତ କମେଡି, ରୋମା-ଣ୍ଟିକ ଓ ଆ-କ୍ସନ ଛାଡି ବାସ୍ତ-ବବାଦୀ ଅଭିନୟ କରିଛନ୍ତି । ଫିଲ୍ମର କାହାଣୀ ଓଡ଼ିଶାରେ ଘ-ଟିଥିବା ଏକ ସତ୍ୟ ଘଟ-ଣା ଉପରେ ଆଧାରିତ ହୋଇଛି । ଯେଉଁଥିରେ କି ଜଣେ ଯୁବ ଡାକ୍ତରଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି ।

ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେ-ଞ୍ଜର ସାମ୍ନା କରିବାକୁ ପଡ଼ୁଛି ତାହା ଏଥିରେ ପ୍ରଦର୍ଶିତ ହୋଇଛି । ଓଡିଆ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଫିଲ୍ମ କୁ ଦେଖିବାକୁ ଏବେ ସବୁ ପ୍ରେକ୍ଷାଳୟରେ ଭିଡ ଜମିଛି । ଦମନ ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘ-ଟଣା ଉପରେ ଆଧାରିତ ।

ଯୁବ ଡାକ୍ତର ଓଁକାର ହୋତାଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି ଚଳଚ୍ଚିତ୍ର ଦମନରେ । ତେବେ ଏହି ଫିଲ୍ମର ସୁଟିଂ ସମୟରେ ଯେଉଁ ସବୁ କ-ଷ୍ଟ ସହିବାକୁ ପଡ଼ିଛି ଦମନ୍ ଟିମକୁ ସେ ବିଷୟରେ ବାଖାଣିଛନ୍ତି ବାବୁଶାନ୍ । ତେବେ ଦମନ ଫିଲ୍ମକୁ ନେଇ ବାବୁଶାନଙ୍କ କହିବା କଥା କି ଫ୍ଲିମଟିରେ ବାବୁସାନ ପୁର୍ବରୁ ଯେତେ ଫ୍ଲିମ କରିଛନ୍ତି ସବୁଠାରୁ ନିଆରା ହୋଇଛି ଏହି ଚଳଚିତ୍ରଟି ।ତେବେ ଏହି ଫ୍ଲିମରେ ହିରୋଇନ ନାହିଁ କି ରୋମା-ଣ୍ଟିକ ଡାନ୍ସ ବା ଏ-କ୍ସନ ମଧ୍ୟ ନାହିଁ ।

କେବଳ ପ୍ରକୃତି ପରିବେଶ ଉପରେ ଆଧାରିତ ହୋଇଛି । ଆଉ ଯେତେବେଳେ ଏହି ଫ୍ଲିମ ସୁଟିଂ ପାଇଁ ମଧ୍ୟ ସେମାନେ ଯାଇଥିଲେ ସେଠାରେ ପ୍ରଥମ କିଛିଦିନ ବହୁତ କ-ଷ୍ଟ ହୋଇଥିଲା । କାରଣ ସେଠାରେ ଖାଇବା ପାଇଁ ଦୋକାନ ଟିଏ ମଧ୍ୟ ନ ଥିଲା ବୋଲି କହିଛନ୍ତି ବାବୁସାନ । ଏପରିକି ରାସ୍ତା ଘାଟ ମଧ୍ୟ ନାହିଁ । ଜଙ୍ଗଲ ଭିତରେ ଯାଇକି ଫିଲ୍ମ ସୁ-ଟିଂ କରିବାକୁ ପଡୁଥିଲା । କିନ୍ତୁ ଡାକ୍ତର ମାନେ ସେହି କଷ୍ଟରେ ସେଠି ଚଳି ଲୋକଙ୍କ ସେବା କରୁଥିଲେ ଆଉ ସେହି କଥାଟା ପ୍ରେ-ରଣା ଦେଉଥିଲା କ-ଷ୍ଟ ସବୁ ସହି ସୁ-ଟିଂ କରିବା ପାଇଁ । ଆଉ ଫିଲ୍ମଟି ସଫଳ ହେବା ପରେ ସେସବୁ ପରିଶ୍ରମ ସାର୍ଥକ ହୋଇଛି ବୋଲି କହିଛନ୍ତି ବାବୁଶାନ୍ ।

Leave a Reply

Your email address will not be published. Required fields are marked *