ଜଣେ ମହିଳାଙ୍କ ର ଭାଇ ଓ ମାଆ ତାଙ୍କୁ ଭଲ ରେ ଶାନ୍ତି ରେ ବଞ୍ଚିବାକୁ ଦେଉନାହାନ୍ତି।ତାଙ୍କୁ ନାହିଁ ନଥିବା ହଇରାଣ କରୁଛନ୍ତି।

ସକଳ ଜଗତ ର ଆଧାର ହେଉଛନ୍ତି ଈଶ୍ୱର।ସେହି ଈଶ୍ୱର ଙ୍କର ଶ୍ରେଷ୍ଠ ସୃଷ୍ଟି ହେଉଛି ମଣିଷ।ମଣିଷ ସମାଜ ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାଏ ନିଜ ପରିବାର ମାଧ୍ୟମ ରେ।ପରିବାର ଚାଲେ ପରିବାର ସଦସ୍ୟ ମାନଙ୍କୁ ନେଇ।ଗୋଟିଏ ପରିବାର ରେ ସମସ୍ତେ ମିଳିମିଶି ଖୁସି ରେ ରହିଲେ ତାହାକୁ ଏକ ଖୁସି ପରିବାର ର ଆଖ୍ୟା ମିଳିଥାଏ।ହେଲେ ବର୍ତ୍ତମାନ ସମାଜ ରେ ଖୁସି ପରିବାର ବହୁତ କମ ଦେଖିବାକୁ ମିଳୁଛି।ଏବେ ତ ପରିବାର ରେ ଜଣେ ଅନ୍ୟ ଜଣଙ୍କ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି।

ଏମିତି କିଛି ଘଟ-ଣା ଘଟିଛି ଆମ ରାଜ୍ୟ ରେ ଯେଉଁଠି ଜଣେ ଅବିବାହିତ ମହିଳା ଙ୍କୁ ତାଙ୍କ ଭାଇ ଓ ମାଆ ଶାନ୍ତି ରେ ରହିବାକୁ ଦେଉନାହାନ୍ତି।ସେହି ଅବିବାହିତ ମହିଳାଙ୍କ ନାମ ହେଉଛି ଯାଜ୍ଞସେନୀ।ତେବେ ଯାଜ୍ଞସେନୀଙ୍କ କହିବା କଥା ହେଉଛି ତାଙ୍କ ବାପା ଙ୍କ ମୃ-ତ୍ୟୁ ପରେ ତାଙ୍କ ଭାଇ ତାଙ୍କୁ ଘର,ଜମିବାଡ଼ି, ଟଙ୍କା ରେ କିଛି ବି ଭାଗ ଦେଉନାହାନ୍ତି।ଆହୁରି ତାଙ୍କୁ ଶାରୀରିକ ଓ ମାନସିକ ଭାବରେ ନିର୍ଯ୍ୟା-ତନା ଦେଉଛନ୍ତି ଏବଂ ଏସବୁ ରେ ତାଙ୍କ ମାଆ ବି ସାମିଲ ଅଛନ୍ତି।ତେବେ ତାଙ୍କ ଭାଇ ତାଙ୍କ ଘରର ପାଣି, ବିଜୁଳି, ଗ୍ୟାସ୍ ସବୁ କା-ଟିି ଦେଇଛନ୍ତି।

ତାଙ୍କ ଘର କୁ ଟେକା ପଥର ଛା-ଟୁଛନ୍ତି ,ଏମିତି ନାହିଁ ନଥିବା ହଇ-ରାଣ କରୁଛନ୍ତି। ଏ ସଂ-ପର୍କ ରେ ସେ ପୋ-ଲିସ୍ ରେ ଖବର ଦେଇଥିଲେ ମଧ୍ୟ କିଛି ବି ସୁଫଳ ମିଳୁନାହିଁ। ପୋ-ଲିସ୍ ଆହୁରି ତାଙ୍କ ଭାଇଙ୍କ ସପକ୍ଷ ରେ ଯାଉଛି।ସେ ପୋ-ଲିସ୍ ର ବଡ଼ ବଡ଼ ଅଧିକାରୀଙ୍କ ନିକଟ ରେ ମଧ୍ୟ ଅଭି-ଯୋଗ କରିଛନ୍ତି,ହେଲେ କିଛି କା-ର୍ଯ୍ୟାନୁ-ଷ୍ଠାନ କରୁନାହିଁ ପୋ-ଲିସ୍।ସେ ଆହୁରି କହିଛନ୍ତି ଯେ ତାଙ୍କ ମାଆଙ୍କର ତାଙ୍କ ଭାଇ ର ଶ୍ୱଶୁର ଙ୍କ ସହ ଶାରୀ-ରିକ ସ-ମ୍ପର୍କ ଥିଲା, ଏ କଥା ତାଙ୍କ ବାପା ଜାଣିବା ପରେ ବି-ରୋଧ କରିଲେ ବୋଲି ତାଙ୍କୁ ନି-ଶା ଇଞ୍ଜେ-କସନ୍ ଦେଇ ଖଟ ରେ ପକେଇ ପକେଇ ମା-ରିଦେଲେ।

ସେହି ପରି ତାଙ୍କ ଭଉଣୀଙ୍କୁ ଜଣେ ଗୁ-ଣ୍ଡା ସହ ମେରେଜ କରାଇ ତାଙ୍କୁ ବି ଦୁଇ ମାସ ପରେ ମା-ରିଦେଲେ ଏବଂ ଏବେ ତାଙ୍କୁ ବି ମା-ରିଦେବେ।ତାଙ୍କ ମୃ-ତ୍ୟୁ ପାଇଁ ତାଙ୍କ ମାଆ,ଭାଇ ଏବଂ ପୋ-ଲିସ୍ ଦାୟୀ।ସେ ପୋ-ଲିସ୍ ରେ ଅଭି-ଯୋଗ କରୁଛନ୍ତି ହେଲେ ପୋ-ଲିସ୍ କିଛି କା-ର୍ଯ୍ୟାନୁ-ଷ୍ଠାନ ନେଉନାହିଁ,କିନ୍ତୁ ତାଙ୍କ ମାଆ ଓ ଭାଇ ତାଙ୍କ ଉପରେ ମି-ଛ କେ-ସ କରି ପୋ-ଲିସ୍ ଦ୍ଵାରା ତାଙ୍କୁ ହଇ-ରାଣ କରୁଛନ୍ତି। ତେବେ ଯାଜ୍ଞସେନୀ ଏବେ ନ୍ୟା-ୟ ମାଗୁଛନ୍ତି ଏବଂ ତା ସହ ସୁର-କ୍ଷା ବି ମାଗୁଛନ୍ତି।ହେଲେ ଦେଖିବା ଘଟ-ଣାଟି ରେ କ’ଣ ହେଉଛି ଆଗକୁ।

Leave a Reply

Your email address will not be published. Required fields are marked *