ଅଣ୍ଡା ଧରି ମହିଳା କଲେ ଗୁ-ଣ୍ଡାଗି-ରୀ । କହିଲେ ୟେ କିଏ ଗେଟ୍ ଆଉଟ୍ । ଆଉ ସ୍କୁଲ ପିଲା ଶୁଣି ଡ-ରିଗଲେ ।

ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ କିଛି ଭାଇରାଲ ଭିଡ଼ିଓ ଦେଖି ପାରି ଥାଉ । ବେଳେ ବେଳେ ଏମିତି କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ଯାହା ଦେଖିବା ପାଇଁ ଖୁବ ମନଲୋଭା ହୋଇ ଥାଏ । ଆମେ ଯାତ୍ରାସମୟର ଅନେକ ପ୍ରକାରର ଭାଇରାଲ ଭିଡ଼ିଓ ଦେଖିଛନ୍ତି ଯାହା ଦେଖିବା ପାଇଁ ଖୁବ ମଜା ଲାଗି ଥାଏ । କାରଣ ଭିଡ଼ିଓ ଗୁଡ଼ିକ ମଜାଳିଆ ହେବା କାରଣରୁ ଦେଖିବାକୁ ବହୁତ ଭଲ ଲାଗିଥାଏ । ଆଉ ଏଭଳି କିଛି ଯେତେ ଦେଖିଲେ ବି ଆମ ମନ ପୁରି ନଥାଏ ଆହୁରି ଦେଖିବା ପାଇଁ ଆଗ୍ରହ ହୋଇ ଥାଏ ।

ତେବେ ମନକୁ କିଣି ପାରୁଥିବା କଳା ହେଉଛି ମଜାଳିଆ ଭିଡ଼ିଓ ଯାହାକୁ ଶୁଣିଲେ ମନରେ ଏକ ଅଦ୍ଭୁତ ଉଲ୍ଲାସ ଆସିଥାଏ ଏବଂ ମନରେ ଥିବା କିଛି ଦୁଃ-ଖ କ-ଷ୍ଟ ମଧ୍ୟ ଦୂର ହୋଇ ଯାଇଥାଏ । ଆଉ ସେସବୁ ମଜାଳିଆ ଭିଡ଼ିଓ ସୋସିଆଲ ମିଡ଼ିଆ ଦ୍ଵାରା ଲୋକ ମାନଙ୍କ ପାଖରେ ପହଞ୍ଚିଥାଏ ଆଉ ସେ ଗୁଡ଼ିକ ଭାଇରାଲ ହୋଇ ଯାଇଥାଏ । ତେବେ ବନ୍ଧୁଗଣ ଆପଣମାନେ ତୋ ଜାଣିଥିବେ ଯେ ଆଜିକାଲି ସରକାରୀ ବିଦ୍ୟାଳୟ ମାନଙ୍କରେ ପିଲା ମାନଙ୍କୁ ଅଣ୍ଡା ଦିଆ ଯାଉଛି ।

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଜଣେ ଅଣ୍ଡା ଦେଉଥିବା ମହିଳାଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ବେଶ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ଟୋକେଇ ରେ ଅଣ୍ଡା ଧରି ବସିଛନ୍ତି ଓ ପିଲା ମାନଙ୍କୁ ଅଣ୍ଡା ଦେବା ବେଳେ ଜୋର୍ ଜୋର୍ ପା-ଟି କରି ଗା-ଳି କରୁଛନ୍ତି । ଯାହାକୁ ଦେଖିଲେ ଲାଗୁଛି ମହିଳାଟି ଗୁ-ଣ୍ଡଗି-ରୀ କରୁଛି । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଘ-ଟଣା ସମ୍ପ-ର୍କରେ ।

ମହିଳାଙ୍କ ଚିତ୍କାର ସାଙ୍ଗକୁ ହାତରେ ଅଛି ଅଣ୍ଡା ଟୋକେଇ । ଆଉ ଚିଲ୍ଲେଇ କହୁଛନ୍ତି “ୟେ କିଏ? ଗେଟ୍ ଆଉଟ୍!” ଆଉ ଆଗରେ ଭାତ ଧରି ଅପେକ୍ଷା କରିଛନ୍ତି କୁନି କୁନି ପିଲା । କାରଣ ମାଉସୀ ଅଣ୍ଡା ଦେଲେ ସେମାନେ ଭାତ ଖାଇବେ । କିନ୍ତୁ ମାଉସୀ ନି-ଆଁ ଭଳି ଜ-ଳୁଛନ୍ତି ଆଉ ପାଟିରୁ ଅ-ପଶ-ବ୍ଦ ବାହାର କରି ଗା-ଳି କରୁଛନ୍ତି । ତେବେ ସୂଚନାଯୋଗ୍ୟ ମଧ୍ୟାହ୍ନ ଭୋଜନ ରୋଷେଇ କୁ ନେଇ ଦୁଇ ମହିଳା ସଂଘ ଭିତରେ ଏଭଳି ପା-ଟିତୁ-ଣ୍ଡ ଲାଗିଥିଲା । ଆଉ ଏଭଳି ଦୃ-ଶ୍ୟ ଦେଖିବାକୁ ମିଳିଛି ଗଜବତି ଜିଲ୍ଲା ମୋହନା ବ୍ଲକ୍ ରଙ୍ଗମାଟିଆ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ । ତେବେ ମହିଳାଙ୍କ ଏଭଳି ପାଟି ଏବେ ସୋସିଆଲ ମିଡ଼ିଆରେ ନି-ଆଁ ଭଳି ଭାଇରାଲ ହେଉଛି ।

Leave a Reply

Your email address will not be published. Required fields are marked *