ମଉସା କଥା ନମାନି ନିଜକୁ ସାହସୀ ଦେଖେଇ ଚାଲିଗଲା କିନ୍ତୁ ତା ପରେ ଯାହା ଘଟିଲା …

ଆଜି ଆମେ ଆପଣଙ୍କ ପାଇଁ ପୁଣିଥରେ ନେଇ ଆସିଛୁ କିଛି ଏପରି ଆଶ୍ଚର୍ଯ୍ୟଜନକ ଭିଡ଼ିଓ ଯାହାକୁ ଦେଖି ଆପଣଙ୍କ ହୋସ ଉଡିଯିବ। ତେବେ ଆସନ୍ତୁ ଦେଖିବା ସେହି ଭିଡ଼ିଓ କ୍ଲିପ ଗୁଡିକ।

ତେବେ ପ୍ରଥମ କ୍ଲିପରେ ଉତ୍ତରପ୍ରଦେଶର ଫତେପୁରରେ ଏକ ଟ୍ରକ ଡ୍ରାଇଭର ଏହା ଜାଣି ଆଶ୍ଚର୍ଯ୍ୟ ହୋଇଗଲା ଯେ ତାର ଟ୍ରକ ସିଟ ତଳେ ଏକ 15 ଫୁଟ ଅଜଗର ଲୁ-ଚି ରହିଛି। ଡ୍ରାଇଭର୍ ର ଭାଗ୍ୟ ଭଲ ଥିଲା ସେଥିପାଇଁ ସେ ଏହି କଥା ଜାଣିପାରି ହଠାତ ଟ୍ରକରୁ ଓହ୍ଲାଇ ଲୋକଙ୍କୁ ଡାକି ଟ୍ରକରୁ ଅଜଗରକୁ ବାହାର କରିଦେଲା। ତେବେ ଡ୍ରାଇଭର କହିବା ଅନୁସାରେ ସେ ଜଙ୍ଗଲ ପଥ ଦେଇ ଯିବା ସମୟରେ ବୋଧହୁଏ ଏହି ଅଜଗର ଟ୍ରକ ଭିତରେ ପସିଯାଇଥିଲା।

ଆଉ ଏକ କ୍ଲିପରେ ଏପ୍ରିଲ 2022 ରେ କେରଳର ଜମ୍ବଲାରେ କିଛି କୁକୁର ଜଙ୍ଗଲୀ କୁକୁର ପରି ବ୍ୟବହାର କରିବା ଆରମ୍ଭ କଲେ। ତେବେ ଘଟ-ଣା ଅନୁସାରେ ଏକ ଝିଅ କିଛି ଜିନିଷ ନେବାପାଇଁ ଘର ବାହାରକୁ ଯାଉଥିଲା। ଠିକ ଏହି ସମୟରେ କିଛି କୁକୁର ତାକୁ କାମୁଡିବା ପାଇଁ ଗୋଡ଼ାଇବା ଆରମ୍ଭ କଲେ। ଝିଅଟିର ଭାଗ୍ୟ ଭଲ ଥିବାରୁ ସେ ସଂଗେ ସଂଗେ ଦୌଡ଼ି ଘର ଭିତରକୁ ପଶିଗଲା, ନଚେତ ପରିସ୍ଥିତି କିଛି ଠିକ ହୋଇନଥାନ୍ତା।

ଆଉ ଏକ କ୍ଲିପରେ ମଧ୍ୟପ୍ରଦେଶର ରେୱାରେ ଏକ ଷଣ୍ଢ ତିନିମହଲା ଉପରକୁ ଚଢି ଜଣଙ୍କ ଘରେ ପଶି ବେଡ଼ ଉପରେ ଆରାମରେ ସୋଇପଡ଼ିଲା। ଘରଲୋକ ଏହା ଦେଖି ବହୁତ ଭ-ୟଭୀ-ତ ହୋଇଗଲେ। ଏହାପରେ ସେମାନେ ପଡୋଶୀ ଲୋକଙ୍କୁ ଡାକି ଷଣ୍ଢକୁ କୌଣସି ପ୍ରକାରରେ ଘରୁ ବାହାର କରିବାରେ ସଫଳ ହୋଇଥିଲେ।

ଆଉ ଏକ କ୍ଲିପରେ ପଶ୍ଚିମବଙ୍ଗର ଝାଡ଼ଖଣ୍ଡ ଜିଲ୍ଲାରେ ଅନେକ ଲୋକଙ୍କ ହୋସ ଉଡ଼ିଗଲା ଯେତେବେଳେ ସେ ଦେଖିଲେ ଯେ ଏକ ଜଙ୍ଗଲୀ ହାତୀ ତାଙ୍କ ଆଡକୁ ମାଡି ଆସୁଛି। ତେବେ ହାତୀଟି ସେଠାରେ ଠିଆ ହୋଇଥିବା ଏକ ବସ ନିକଟକୁ ଗଲା। କିନ୍ତୁ ସମସ୍ତଙ୍କ ଭାଗ୍ୟ ଭଲ ଥିଲା ସେଥିପାଇଁ ହାତୀଟି ବସ୍ କୁ କେଵଳ ଟିକେ ଛୁଇଁ ଦେଇ ସେଠାରୁ ଚାଲିଗଲା। ତେବେ ସେହି ସମୟରେ ଆଖପାଖରେ ଠିଆ ହୋଇଥିବା ଲୋକଙ୍କ ଅପେକ୍ଷା ବସ୍ ରେ ବସିଥିବା ଲୋକଙ୍କ ଭ-ୟ ଅଧିକ ଥିଲା।

ଆଉ ଏକ କ୍ଲିପରେ ବୃନ୍ଦାବନକୁ ଆସିଥିବା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଚଷମାକୁ ଏକ ମାଙ୍କଡ଼ ଝାମ୍ପି ନେଇ ବିଲ୍ଡିଂ ଉପରକୁ ଚଢ଼ିଗଲା। ଏହା ସହ ସେହି ଚାଷମାକୁ ନିଜେ ପିନ୍ଧିବାକୁ ଲାଗିଲା। ସେଠାରେ ଥିବା ଲୋକମାନେ ଯେତେ ଚେଷ୍ଟା କଲେ ମଧ୍ୟ ମାଙ୍କଡ଼ ସେମାନଙ୍କୁ ଧରା ଦେଉନଥିଲା। ଏହାପରେ ଶେଷକୁ ଲୋକମାନେ ବିସ୍କୁଟ ଲୋଭ ଦେଖାଇ ମାଙ୍କଡ଼କୁ ତଳକୁ ଡାକିଥିଲେ ଏବଂ ବିସ୍କୁଟ ଦେଇ ଚଷମା ନେଇଆସିଥିଲେ।

Leave a Reply

Your email address will not be published. Required fields are marked *