ପଡ଼ି ରହିଥିଲା ମ-ର ଶରୀର । ଅବିବାହିତ ବୃଦ୍ଧଙ୍କର ମୃ-ତ୍ୟୁ ପରେ ଶ-ବ ଛୁଇଁଲେନି ପଡ଼ୋଶୀ ।

ଅବିବାହିତ ମାନେ ହୋଇ ଯାଆନ୍ତୁ ସାବଧାନ । ବାହା ନ ହେବା ଆପଣଙ୍କୁ ପଡିପାରେ ମ-ହଙ୍ଗା । ବଞ୍ଚିବା ବେଳେ ବାହା ନ ହେଲେ ମ-ରିବା ପରେ ପାଣି ଟିକିଏ ମଧ୍ୟ ମିଳି ନପାରେ । କାରଣ ବର୍ତମାନ ସମୟରେ ଯେଉଁ ଏକ କରୁଣ ଦୃ-ଶ୍ୟ ସାମ୍ନାକୁ ଆସିଛି ତାହା ହେଲା ମୃ-ତ୍ୟୁ ପରେ ଜଣେ ଅବିବାହିତ ବୃଦ୍ଧଙ୍କୁ ମିଳିଲା ନାହିଁ କାନ୍ଧ । ବାହା ହୋଇ ନଥିଲେ ବୋଲି ତାଙ୍କ ଶ-ବ ଛୁଇଁଲେନି କେହି ପଡୋଶୀ ।ଗାଆଁ ଭାଇ ହୋଇ ମଧ୍ୟ ବୃଦ୍ଧଙ୍କୁ ଟିକେ ଦରଦ ମିଳିଲାନି ।

ଆଉ ୟେ ହେଉଛି ଆମେ ବାସ କରୁଥିବା ଆମ ସଭ୍ୟ ସମାଜର ଅମା-ନବି-କତାର ବିକଳ ଚିତ୍ର । ଶବକୁ ସମ୍ମାନ ଦେବା ତ ଦୂରର କଥା । ଲୋକେ ଟିକେ ଦେଖିଲେ ନାହିଁ କି ଛୁଇଁଲେ ନାହିଁ । ଦୋ-ଷ ଏତିକି ଯେ ସେ ଦି-ବ୍ୟାଙ୍ଗ ହୋଇଥିବା କାରଣରୁ ବିବାହ କରି ନ ଥିଲେ । ସେ ବ୍ୟକ୍ତି ଜଣଙ୍କର ଯଦି ପରିବାର ସମ୍ପତ୍ତି ବାଡି ଥାଆନ୍ତା କେତେ ଦୌଡ଼ି ଆସି ଥାଆନ୍ତେ । ଅବିବାହିତ ବୃଦ୍ଧଙ୍କର ମୃ-ତ୍ୟୁ ପରେ ଶ-ବ ଛୁଇଁଲେନି ପଡ଼ୋଶୀ ।

କିନ୍ତୁ ସମାଜସେବୀ ଓ ସାମ୍ବାଦିକ ଙ୍କ ସହାୟତା ରେ ହେଲା ଶ-ବ ସ-ତ୍କାର । ଖବର ପାଇ ବୃଦ୍ଧଙ୍କର ଶ-ବ ଉଠାଇବାଠୁ ଆରମ୍ଭ କରି ଶ-ବ ସ-ତ୍କାର କଲେ ସ୍ଵେଛାସେବୀ ସଙ୍ଗଠନ । ତେବେ ଏଭଳି ଗୋଟେ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ବ୍ଳକ ହରିଡ଼ାଗୋଠ ଗାଁରେ । ଗାଁର ବୃଦ୍ଧ ବାଡ଼ିଆ ନାଏକ ଜଣେ ଭିନ୍ନକ୍ଷମ ଓ ଅବିବାହିତ ବୃଦ୍ଧ ଜଣଙ୍କ ପର ଘରେ ମୂଲ ମଜୁରୀ କରି ପେଟ ପୋଷୁଥିଲେ । ଆଜି ହଠାତ୍ ତାଙ୍କର ମୃ-ତ୍ୟୁ ଘ-ଟିଥିଲା ।

ତାଙ୍କର କେହି ଆତ୍ମୀୟ ନଥିବାରୁ ତାଙ୍କର ଶ-ବଦା-ହ ପାଇଁ କୌଣସି ପଡ଼ୋଶୀ ଆସି ନଥିଲେ ।ତେବେ ଏ ବିଷୟରେ ଭରସା ସ୍ଵେଛାସେବୀ ସଙ୍ଗଠନ ଅବଗତ ହେବା ପରେ କର୍ମକର୍ତ୍ତାମାନେ ଗାଁରେ ପହଞ୍ଚି ଘରୁ କାନ୍ଧରେ ଶ-ବ ଉଠାଇବା ସହିତ, ଅନ୍ୟତ୍ର ଶ-ବଦା-ହର ବ୍ୟବସ୍ଥା କରିଛନ୍ତି । ସେଥିପାଇଁ ଧନ୍ୟବାଦ ସମସ୍ତ ସମାଜ ସେବୀ ଭାଇ ମାନଙ୍କୁ ଓ ସଙ୍ଗଠନ ଙ୍କୁ ।

Leave a Reply

Your email address will not be published. Required fields are marked *