ରେଳ ଫାଟକ ପାର ହେଉଥିବା ସମୟରେ ବାଇକକୁ ଗୁଣ୍ଡ କରିଲା ଟ୍ରେନ

ସଡକ ଦୁର୍ଘ-ଟଣାର ହାର ପୂର୍ବ ଅପେକ୍ଷା କମି ଯାଉ ସେ ନେଇ ସରକାର ଟ୍ରାଫିକ ନିୟମକୁ ବେଶ୍ କ-ଡା କ-ଡ଼ି କରି ଦେଇଛନ୍ତି । ଲୋକଙ୍କୁ ବାର୍ତ୍ତା ମାଧ୍ୟମରେ ସଚେତନ ମଧ୍ୟ କରାଉଛି । ଟ୍ରାଫିକ ନିୟମ ନ ପାଳନ କଲେ ଜୋ-ରିମା-ନା ବ୍ୟବସ୍ଥା ମଧ୍ୟ କରି ଦିଆଯାଇଛି ।

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟ-ଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ।

ତେବେ ଏମିତି କିଛି ଘ-ଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ।ଆଜିକାଲି ସଡ଼କ ଦୁର୍ଘ-ଟଣା ଜନିତ ମୃ-ତ୍ୟୁର ହାର ବଢ଼ିବଢ଼ି ଚାଲିଛି।ପ୍ରତିଦିନ ଶହ ଶହ ଲୋକଙ୍କର ଜୀବନ ସଡ଼କ ଜନିତ ଦୁର୍ଘ-ଟଣା ଯୋଗୁଁ ଯିବାର ଦେଖିବାକୁ ମିଳୁଛି।ସମଗ୍ର ଦେଶରେ ମୋଟର ଯାନ ନିୟମ ବଦଳିବା ପରେ ଟ୍ରାଫିକ ନି-ୟମ ଭା-ଙ୍ଗୁଥିବା ଗାଡ଼ି ଚାଳକଙ୍କ ଉପରେ ମୋଟା ଅଙ୍କର ଜରି-ମାନା ତ ଲାଗୁ ହେଉଛି ତା ସହିତ ଜେଲ୍ ଦ-ଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ ।

ତେବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ୍ ହୋଇଛି, ଯେଉଁଠି ଏକ ଟ୍ରେନ ଆସିବା ପାଇଁ ରେଲୱେ ଗେଟ୍ ବନ୍ଦ୍ ରହିଥିଲା। ମାତ୍ର ଜଣେ ଲୋକ ସେଠାରେ ଅପେକ୍ଷା ନକରି ଗେଟ୍ ପାର ହେଉଥିଲା। ହଠାତ ଟେନ୍ ଟି ପ୍ରବଳ ବେଗରେ ଆସିଲା

ଆଉ ଲୋକ ଜଣକ ପାର ହେଉଥିବା ସମୟରେ କଣ କରିବେ କିଛି ଭାବି ନପାରି ଗାଡ଼ି ଛାଡ଼ି ଦେଇ ପଳାଇ ଆସିଥିଲେ।ଟ୍ରେନ ର ବେଗ ଏତେ ଅଧିକ ଥିଲା ଯେ ବାଇକ୍ ଟିକୁ ଗୁ-ଣ୍ଡ ଗୁ-ଣ୍ଡ କରିଦେଲା। ଟ୍ରେନ୍ ଚାଲିଗଲା ପରେ ଲୋକଟି ଆସି ଦେଖିଲା ଯେ ତାର ଗାଡ଼ି ର ଅବସ୍ଥା ନାହିଁ।ଏହା ଦେଖି ଲୋକମାନେ ଘେରି ଯାଇଥିଲେ। ଭାଗ୍ୟଭଲ ଲୋକଟି ଅଳ୍ପକେ ବର୍ତୀ ଯାଇଥିଲେ।

Leave a Reply

Your email address will not be published. Required fields are marked *