ବାସନ ଧୋଇବା ବେଳେ ଟାଣିନେଲା କୁମ୍ଭୀର । ୨ ଘଣ୍ଟା ପରେ କ୍ଷ-ତା-କ୍ତ ମୃ-ତଦେ-ହ ଉ-ଦ୍ଧାର

ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଜଣେ ମହିଳାଙ୍କୁ ଟାଣିନେଲା କୁମ୍ଭୀର । ଜୁଆର କମିବା ପରେ ମୃ-ତଦେ-ହ ଉ-ଦ୍ଧାର କଲେ ସ୍ଥାନୀୟ ଲୋକେ । ଏଭଳି ଅଭା-ବନୀୟ ଘଟ-ଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅନ୍ତର୍ଗତ ଦକ୍ଷିଣ ଭେଡା ଗାଁରେ । ମୃ-ତ ବ୍ୟକ୍ତି ଜଣଙ୍କ ହେଲେ ଜାନକୀ ଜେନା । ଗତକାଲି ଜାନକୀ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ହଠାତ୍ ଏକ କୁମ୍ଭୀର ଆସି ତାଙ୍କୁ ଟାଣି ନେଇଥିଲା । ଜୁଆର କମିବା ପରେ ଜାନକୀଙ୍କ ମୃ-ତଦେ-ହ ପଠାରୁ ଉ-ଦ୍ଧାର କରାଯାଇଥିଲା ।

ଜାନକୀଙ୍କ ଛାତି ଓ ବାମ ହାତରେ ଗଭୀର କ୍ଷ-ତ ହୋଇଛି । ତେବେ ଏଭଳି ଘ-ଟଣା ପ୍ରଥମଥର ଦେଖିବାକୁ ମିଳିନାହିଁ । ଅନେକଥର ସେହି ଗାଁରେ କୁମ୍ଭୀର ଆକ୍ର-ମଣରେ ଅନେକ ଲୋକ ପ୍ରା-ଣ ହରାଇଛନ୍ତି । ତେବେ ଏପର୍ଯ୍ୟନ୍ତ ସେଠାରେ ବି-ପଦ ଫଳକ ଲଗା ନଯିବା ନେଇ ଅଭି-ଯୋଗ କରିଛନ୍ତି ସ୍ଥାନୀୟ ଲୋକ । ହେଲେ ସରକାର ସେହି କଥାକୁ କର୍ଣ୍ଣପାତ ମଧ୍ୟ କରୁନାହାଁନ୍ତି । ଆଉ ଏବେ ଘଟ-ଣାସ୍ଥ-ଳରେ ବନ ବିଭାଗ ବିଭାଗ ପହଞ୍ଚି ତ-ଦ-ନ୍ତ କରୁଛି । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।

ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁଯାୟୀ । କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ମହୁଲିଆ ପଂଚାୟତର ଝାରପଡା ଗାଁରେ ଘଟିଛି ଏକ ଦୁଃ-ଖଦ-ନୀୟ ଘ-ଟଣା । ଗାଁର କଳ୍ପତରୁ ଜେନାଙ୍କ ସ୍ତ୍ରୀ ଜାନକୀ ଜେନା ବ୍ରାହ୍ମଣୀ ନଦୀରେ ବାସନ ଧୋଇ ସାରି ଗାଧୋଉଥିବା ବେଳେ କୁମ୍ଭୀର ପଛପଟୁ ଆକ୍ର-ମଣ କରି ନଦୀ ଭିତରକୁ ଟାଣି ନେଇଥିଲା । ଏହାପରେ ତାଙ୍କ ପତ୍ତା ଆଉ ମିଳି ନଥିଲା ।

ଘର ଲୋକ ଗାଆଁ ଲୋକ ଏବଂ ବନ ବିଭାଗଙ୍କ ସହାୟତା ରେ ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ନଦୀରେ ଖୋଜା ଖୋଜି କରିବା ପରେ ଚାନ୍ଦିବାଉଁଶମୂଳ ପଂଚାୟତ ଦକ୍ଷିଣଭେଡାର ଈଶ୍ୱର ଗୋପାଳଙ୍କ ଘର ପଛପଟେ ଥିବା ନଦୀରେ ଜାନକୀଙ୍କ କ୍ଷ-ତା-କ୍ତ ମୃ-ତଦେ-ହ ଭାଷୁଥିବାର ଦେଖିବାକୁ ମିଳିଥିଲା । ତାପରେ ତାଙ୍କ ଶ-ବକୁ ଉ-ଦ୍ଧାର କରାଯାଇଥିଲା । ତେବେ ଜାନକୀଙ୍କ ଛାତି ଓ ବାମ ହାତରେ ଗଭୀର କ୍ଷ-ତ ହୋଇ ଥିବାର ଦେଖିବାକୁ ମିଳିଥିଲା । ତେବେ ଏଭଳି ମର୍ମ-ନ୍ତୁତ ଦୁର୍ଘ-ଟଣା ଘ-ଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋ-କର ଛା-ୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *