ପୁଣି ଦେଖିବାକୁ ମିଳିଲା ଏକ ବିରଳ ଦୃ-ଶ୍ୟ, କଇଁଛ ଦେହରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ।

ସକଳ ଦେହେ ନାରାୟଣ । ଏ ସମଗ୍ର ସୃଷ୍ଟି ଶ୍ରେଷ୍ଠ ଜନ୍ମ ମଣିଷ ଠାରୁ ଆରମ୍ଭ କୀଟ ପତଙ୍ଗ ଶରୀରରେ ମଧ୍ୟ ଭଗବାନ ଆବିର୍ଭାବ ହୋଇଥାନ୍ତି । ତେଣୁ ସଂସାରରେ ସମସ୍ତ ଜୀବ ଚିର ନମସ୍ୟ । ୪ କୋଟି ଓଡ଼ିଆ ଙ୍କ ହୃଦୟର ରାଜା ହେଉଛନ୍ତି ମଉଡ ମଣି ପ୍ରଭୁ ଶ୍ରୀ ଜଗନ୍ନାଥ । ଯାହାଙ୍କର ରୂପ ଲାବଣ୍ୟ ଅପୂର୍ବ ଅଟେ । ଯେ ରତ୍ନସିଂହାସନ ରେ ବସି ସାରା ବିଶ୍ୱକୁ ପରିଚାଳନା କରୁଛନ୍ତି ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ । ନା ତାର କାଳିଆ ଆଖି ତାର ଚକାଡଳିଆ , ସେହି ଚକାଡୋଳାରେ ସାରା ଭୁବନ କବଳିତ

ମହାପ୍ରଭୁଙ୍କର ମାହାତ୍ମ୍ୟ ବଡ଼ ବିଚିତ୍ର । ଭଗବାନଙ୍କ ଇଚ୍ଛା ବିନା ସଂସାରରେ ପତ୍ରଟିଏ ବୋଲି ହଲେ ନାହିଁ । ଅନାଥ ର ନାଥ ଏହି ପ୍ରଭୁ ଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର । ସେ ହେଉଛନ୍ତି ଭାବ ବିନୋଦୀୟା ଠାକୁର । ମିଛ ଦୁନିଆରେ ଗୋଟିଏ ସତ ସେ ଜଗନ୍ନାଥ । ଯେ ନିଜର ମହାବାହୁ ମେଲାଇ ସମସ୍ତଙ୍କ ଦୁଃ-ଖ କ-ଷ୍ଟକୁ ନା-ଶ କରିଥାନ୍ତି । ଆଜି ସେହି ମହାବାହୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଏକ ବିଚିତ୍ର ବିରଳ ଦୃ-ଶ୍ୟ ଦେଖିବାକୁ ମିଳିଛି । ଯାହାକି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଭୁଙ୍କ ଦିବ୍ୟ ଆଶିଷ ବଶତଃ ଆଜି ଏପରି ସମ୍ଭବ ହୋଇପାରିଛି।

ତେବେ ଏହି ବିରଳ ଦୃଶ୍ୟ ମୟୁରଭଞ୍ଜ ଜିଲ୍ଲାର ବାହାଦୁରପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ଏହି ଗ୍ରାମର ଦେବକାଳନ୍ଦୀ ନାମକ ଜଣେ ବ୍ୟକ୍ତି ମାଛ ଧରିବାକୁ ଯାଇଥିବା ବେଳେ ଏପରି ଏକ ବିରଳ କଇଁଛ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ତେବେ ଆଜି ଏକ କଇଁଛର ପୃଷ୍ଠ ଭାଗରେ ମହାପ୍ରଭୁ ଜଗନ୍ନାଥଙ୍କର ମହନୀୟ ରୂପ ଦେଖିବାକୁ ମିଳିଛି । ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ସକଳ ଦେହେ ନାରାୟଣ ଅର୍ଥ ଭଗବାନ ସମସ୍ତ ପଶୁ ପକ୍ଷୀ କୀଟ ପତଙ୍ଗ ମଧ୍ୟରେ ବିରାଜିତ । ତେଣୁ କୁହାଯାଏ ଜୀବ ହ-ତ୍ୟା ମ-ହାପା-ପ । ତେବେ ପୃଥିବୀ ପୃଷ୍ଠରେ ଥିବା ସମସ୍ତ ଜୀବଙ୍କୁ ଆ-ଘା-ତ ପହଞ୍ଚାଇବା ଉଚିତ୍ ନୁହେଁ ।

କଇଁଛ ପିଠିରେ ଭଗବାନଙ୍କ ରୂପ ପ୍ରଦର୍ଶନ ଏକ ବିରଳ ରୂପ ଅଟେ । ମହାପ୍ରଭୁଙ୍କ ଏପରି ଅପୂର୍ବ ଲୀଳା ଦର୍ଶନ କରି ସାରା ମାନବ ଜାତି ନିଜକୁ ଧନ୍ୟ ମନେ କରୁଛି । ଏହି ସଂସାରରେ ଭଗବାନଙ୍କ ଦ୍ଵାରା ସବୁ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ । ଛୋଟା ଲୋକ ମଧ୍ୟ ପର୍ବତକୁ ଲଂଘି ପାରେ । ତେବେ ମନରେ କେବଳ ପ୍ରଭୁଙ୍କ ପ୍ରତି ନି ସ୍ବାର୍ଥ ଭାବ ଭକ୍ତି ରହିବା ଆବଶ୍ୟକ । ତେବେ କଇଁଛ ଦେହରେ ଥିବା ଭଗବାନଙ୍କ ପ୍ରତିଛବି ଅନ୍ତ୍ୟନ୍ତ ବିରଳ ଓ ମନୋହର । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି କୋଟି ଓଡ଼ିଆଙ୍କର ଆଶା ଭରଷା ।

Leave a Reply

Your email address will not be published. Required fields are marked *