ମଥାରେ ସିନ୍ଦୁର ପିନ୍ଧିଲେ ରାଣୀ ପଣ୍ଡା, ହେଲେ କାହାକୁ ସେ ବାହାହେଲା ?

ରାନୀ ପଣ୍ଡା ତାଙ୍କର ସୁନ୍ଦର ଅଭିନୟ ଓ ହଟ ନୃତ୍ୟ ପ୍ରଦର୍ଶନ ପାଇଁ ସବୁ ଆଡ଼େ ପରିଚିତ। ଖଣ୍ଡଗିରି ମେଲା ରୁ ସେ ଏକ ବିବା-ଦୀୟ ଅଭିନେତ୍ରୀ ଭାବେ ଜଣା ଶୁଣା । ତାଙ୍କର ଅନେକ ଭିଡିଓ ଏବେ ଜୟେ ସୋସିଆଲ ମିଡ଼ିଆରେ ଭାଏରାଲ ହେଉଛି । ସେ ତାଙ୍କ ଜୀବନୀ ଅଭିନୟ ର ଯାତ୍ରା ଏକ ‘ଆଇଟମ୍ ରୁ ଆରମ୍ଭ କରିଥିଲେ। ଏହା ପରେ ସେ ଆଲବମ ଗର୍ଲ ରାନୀ ପଣ୍ଡା ରେ ମଧ୍ୟ ଏକ ମୁଖ୍ୟ ଭୂମିକାର ସ୍ଥାନ ଗ୍ରହଣ କରିଥିଲେ ।

କହିବାକୁ ଗଲେ ରାନୀ ପଣ୍ଡାଙ୍କର ଏକ ଅନ୍ୟ ପରିଚୟ ହେଉଛି ଜଟ୍ରା ବିବାଦ ରାଣୀ । ଅନେକ ଥର ସେ ନିଷ୍ଠୁର ମନୋଭାବ ଓ ରୋକ୍ ଠକ୍ କଥା କହିବାର ଶୈଳୀ ହେତୁ ଟ୍ରେଣ୍ଡିଂ ଖବରକୁ ଆସିଥିଲେ।ରାନୀ ଅଭିନୟକୁ ଭଲ ପାଆନ୍ତି ଏବଂ ସେ ସ୍ଥାନୀୟ ନାଟକ ରେ ତାଙ୍କ ଶିଶୁ ହୁଡରେ ଅନେକ ଅଭିନୟ କରିଥିଲେ ।

ସେ ଏକାଧାରରେ ଜଣେ ଭଲ ଗାୟକ ଏବଂ ଏକ ବ୍ୟାଣ୍ଡ ପାର୍ଟି ରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ରାନୀ ସବୁ ବେଳେ ଜଣେ ଅବିବାହିତ ବୋଲି କହି ଆସିଛନ୍ତି । ହେଲେ ରାଣୀ ପଣ୍ଡାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଅନେକ ଭାଇରାଲ ହେବାରେ ଲାଗିଛି ।ସେ ହାତରେ ଚୁଡ଼ି ପିନ୍ଧି ସିନ୍ଥିରେ ସୁନ୍ଧୁର ସଜାଇ ଲାଜ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହେବାରେ ଲାଗିଛି । ଆଉ ଶୁଣିବାକୁ ମିଳିଛି କି ରାଣୀ କୁଆଡେ ସାବିତ୍ରୀ ବ୍ରତ ପାଈ ଏପରି ସଜାଇ ଯାଇଛନ୍ତି। ହେଲେ ଏବେ ଯାଏ ଜଣ ପଢ଼ି ନାହିଁ ରାଣୀଙ୍କର ସେହି ମନର ମଣିଷ କିଏ ହେବ । ଯାହା ପାଈ ରାଣୀ ଅଟେ ବ୍ୟସ୍ତ ଆଉ ବିବ୍ରତ।

Leave a Reply

Your email address will not be published. Required fields are marked *