ଝିଅ ଭାବି ବାହା ହେଲା, କିନ୍ତୁ ଓଢ଼ଣା ଭିତରୁ ବାହାରିଲା ପୁଅ, ମେଘନାଦ ଠ-କି ଦେଲା ମେଘନା ହେଇକି ….

ପ୍ରେମ ଗୋଟେ ଅନ୍ଧ ବୋଲି ସମସ୍ତେ କୁହନ୍ତି ଯାହା କାହା କୁ କତେ ବେଳେ ହବ ତାହା କେହି କହିପାରିବେନି। ଆଜିକା ସମୟରେ ସୋସିଆଲ ମିଡ଼ିଆରେ ପ୍ରେମ ଏବଂ ତାପରେ ଧୋ-କା ଖୁବ ସାଧାରଣ କଥା ହୋଇ ଗଲାଣି । କିନ୍ତୁ ଏପରି ଘ-ଟଣା କେବେ ଘଟି ନଥିଲା ଯେଉଁ ଭଳି ଭାବରେ ଭଦ୍ରକ ବାସୁଦେବପୁର କଶିଆ ଅଞ୍ଚଳରେ ଘଟିଛି । ମେଘନାଦରୁ ମେଘନା କହି ଯୁବକଙ୍କୁ ପ୍ରେମ କରିଛନ୍ତି । ପରେ ବିବାହ ମଧ୍ୟ କରିଛନ୍ତି କିନ୍ତୁ ବିବାହ ପରେ ଜଣା ପଡ଼ିଛି ଯେ ସେ ମହିଳା ନୁହଁନ୍ତି ବରଂ ପୁରୁଷ ।ତେବେ ଆସନ୍ତୁ ଜାଣିବା କଣ ଥିଲା ତା ରହସ୍ୟ।ସୂଚନା ଅନୁଯାୟୀ ଆଲୋକ ମିସ୍ତ୍ରୀ ନାମକ ଜଣେ ବଙ୍ଗୀୟ ଯୁବକ ଫେସବୁକ ଜରିଆରେ ମେଘନା ନାମକ ଜଣେ ଯୁବତୀଙ୍କ ସହ କଥା ହେଉଥିଲେ ।

ତେବେ କଥା ହେଉ ହେଉ କେତେବେଳେ ଯେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଉଭୟେ ଜାଣି ନଥିଲେ । ଫୋନରେ କଥାବାର୍ତ୍ତା ଏବଂ ପରେ ସିଧାସଳଖ ଦେଖା କରି ବିବାହ କରିବା ନିଷ୍ପତ୍ତି ନେଇଥିଲେ । ତେଣୁ ଆଲୋକ କୋଲକାତା ରୁ ଚଣ୍ଡିଖୋଲ ଏବଂ ମେଘନା କେନ୍ଦ୍ରାପଡାରୁ ଚଣ୍ଡିଖୋଲ ଆସି ବିବାହ କରି ଉଭୟେ ଆଲୋକଙ୍କ ମାମୁଁ ଘର ବାସୁଦେବପୁର ବିନୋବଭାବେ ନଗରକୁ ଯାଇଥିଲେ।ସେଠା ରେ ପହଁଚିବା ପରେ ମାମୁ ଘର ଲୋକଙ୍କ ପାଦ ମାଟିରେ ଲାଗିନଥିଲା ତାକୁ ବହୁତ ଆଦର କରୁଥିଲେ। ସେତେ ପର୍ଯ୍ୟନ୍ତ କେହିବି ଜାଣି ପାରି ନଥିଲେ ଯେ ମେଘନା ହେଉଛି ଜଣେ ପୁରୁଷ । ଏମିତି ଘରେ ବିବାହ ପାଇଁ ଭୋଜିର ଆୟୋଜନ କରାଯାଇ ରାତିରେ ଗାଁ ସାହି ପଡ଼ିଶା ଲୋକଙ୍କୁ ମଧ୍ୟ ଡକା ସରିଥିଲା ।

ଭୋଜିକୁ ଆସିଥିବା ଜଣେ ମହିଳା ମେଘନାଙ୍କୁ ଦେଖି ସେ ଝିଅ ନୁହେଁ ପୁରୁଷ ଏବଂ ତାଙ୍କର ଅସଲ ନାମ ମେଘନାଦ କହିଥିଲେ । ତାଙ୍କ ଘର କେନ୍ଦ୍ରାପଡ଼ା ରାମନଗରର ବୋଲି ମଧ୍ୟ କହିଥିଲେ । କିନ୍ତୁ ତଥାପି ମେଘନାଦ ନିଜକୁ ପୁରୁଷ ବୋଲି ସ୍ୱୀ-କାର କରି ନଥିଲା ।ଏହା ପରେ ବହୁତ ଯୁଗତି ମଧ୍ୟ ଚାଲୁଥିଲା।କିନ୍ତୁ ସେ ପୁରୁଷ ବୋଲି ମାନିବା ରେଜିନଥିଲେ ।ପରେ ସମସ୍ତେ ମିସି ତାକୁ ଉଲଗ୍ନ କରିଦେଖିଲେ ସେଠୁ ଜଣା ପଡିଲା ସେ ଝିଅ ନୁହଁ ପୁଅ ବୋଲି। ଏହାପରେ ପୁରା କଥାର ପ-ର୍ଦାଫା-ସ ହୋଇଥିଲା । ସମସ୍ତେ ଜାଣିବାକୁ ପାଇଲେ ଯେ ସେ ମେଘନା ନୁହଁନ୍ତି ବରଂ ମେଘନାଦ । ଘ-ଟଣା ବିଷୟରେ ଜାଣିବା ପରେ ଉତ୍ୟକ୍ତ ପରିବାର ଲୋକେ ଏବଂ ପଡ଼ୋଶୀ ଲୋକେ ତାଙ୍କୁ ବାଡେଇ ଥିଲେ ।

ଏମିତିକି ତାଙ୍କ ଚୁଟି କା-ଟି ଦେଇଥିଲେ । ପରେ ଘଟ-ଣାସ୍ଥ-ଳରେ କଶିଆ ପୋ-ଲି-ସ ଆସି ଘ-ଟଣା ବିଷୟରେ ତ-ଦ-ନ୍ତ କରି ମେଘନାଦଙ୍କୁ ଏପରି କରିବାର କାରଣ ପଚାରିଥିଲା । କିନ୍ତୁ ମେଘନାଦ ପ୍ରଥମେ କିଛିବି ଉତ୍ତର ଦେଇନଥିଲେ । ଅଧିକ ପଚାରିବାରୁ ସେ ସବୁ ସତ କଥା ମାନିଥିଲେ ଯେ ସେ ଫେସବୁକରେ ଝିଅ ଗେଟଅପରେ ଫୋଟ ପୋଷ୍ଟ କରୁଥିଲେ ଏମିତିକି ତାଙ୍କ ସ୍ୱର ମଧ୍ୟ ଝିଅ ଭଳି ହୋଇ ଥିବାରୁ କେହିବି ତାଙ୍କ ଉପରେ ସ-ନ୍ଦେ-ହ କରିନଥିଲେ । ସେ ଏପରି କରିବାର କାରଣ ବିଷୟରେ ପଚରା ଯିବାରୁ କହିଛନ୍ତି ଯେ ତାଙ୍କୁ ବଙ୍ଗୀୟ ବୋହୂ ହେବାର ବେଶ ଇଚ୍ଛା ଥିଲା । ମାତ୍ର ସେ ଏହା ଜାଣିନଥିଲେ ଯେ ମିଛ ଦିନେ ନା ଦିନେ ସର୍ବସମ୍ମୁଖକୁ ଆସିବ । ଆଉ ତାହା ହିଁ ଘଟିଥିଲା । ବିବାହ ପରେ ଜଣା ପଡ଼ିଥିଲା ଯେ ମହିଳା ନୁହେଁ ବରଂ ପୁରୁଷ ।

Leave a Reply

Your email address will not be published. Required fields are marked *